ବାହାଘର ପରେ ଶାଶୁଘର ବିଷୟରେ ଏମିତି କାହିଁକି କହିଲେ Janklin, ଦେଖନ୍ତୁ Video

ଓଲିଉଡରେ ଅଭିନୟ କରୁଥିବା କଳାକାର ମାନେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନାଙ୍କ ହୃଦୟରେ ନିଜ ପାଇଁ ଘର ସୃଷ୍ଟି କରି ପାରିଛନ୍ତି । ଟିଭି ଜଗତରେ ଅନେକ କଳାକାର ମାନେ ପ୍ରେମ କରିବା ପରେ ପରସ୍ପର ସହ ବିବାହ ବନ୍ଧନରେ ବାନ୍ଧି ହୋଇ ଆଜିକା ଡେଟରେ ହାପି ଲାଇଫ ସ୍ପେନ୍ଡ କରୁଛନ୍ତି ।

ଠିକ ସେହିଭଳି ଅଭିନେତା ଅରବିନ୍ଦ ଓ ଅଭିନେତ୍ରୀ ଜ୍ୟାକଲିନ ପରିଡା ବିବାହ ପରେ କିପରି ଅଛନ୍ତି ସେହି ବିଷୟରେ ଜ୍ୟାକଲିନ କିଛି ସୂଚନା ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା ଜ୍ୟାକଲିନ ନିଜ ନୂଆ ପରିବାର ବାବଦରେ କଣ ସବୁ କହିଛନ୍ତି । ଅଭିନେତା ଅରବିନ୍ଦ ଓ ଅଭିନେତ୍ରୀ ଜ୍ୟାକଲିନ ପରସ୍ପରକୁ ପ୍ରେମ କରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବର୍ତ୍ତମାନ ଜ୍ୟାକଲିନ ନିଜ ନୂଆ ପରିବାର ଲୋକ ମାନଙ୍କ ସହ ବେଶ ଖୁସିରେ ଥିବାର ଏହି ଭିଡିଓରୁ ଜଣା ପଡୁଛି ।

ତାଙ୍କର କିଛି ଫ୍ୟାନ୍ସ ମାନେ ତାଙ୍କୁ ପ୍ରଶ୍ନ କରିଛନ୍ତି ଓ ଜ୍ୟାକଲିନ ଓ ଅରବିନ୍ଦ ଉତ୍ତର ଦେବାର ଏହି ଭିଡିଓରେ ନଜର ଆସୁଛନ୍ତି । ତାଙ୍କ ଫ୍ୟାନ୍ସ ମାନେ ଜାଣିବାକୁ ଚାହିଛନ୍ତି ଯେ ଦୁହେଁ କିପରି ଅଛନ୍ତି । ଏହା ସହ ଦୁହେଁ କେବେ ହନିମୁନକୁ ଯିବେ ତାହା ମଧ୍ୟ ତାଙ୍କର ଫ୍ୟାନ୍ସ ମାନେ ଜାଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

ଏହା ବ୍ଯତୀତ ଜ୍ୟାକଲିନଙ୍କ ଶାଶୁ ମା କେମିତି ତାହା ମଧ୍ୟ ଜାଣିବାକୁ ଫ୍ୟାନ୍ସ ମାନେ ଇଚ୍ଛା ପ୍ରକାଶ କରିଛନ୍ତି । ଜ୍ୟାକଲିନ କଣ ଭଲ ରୋଷେଇ କରୁଛନ୍ତି କିପରି ଭାବେ ନିଜ ପରିବାରକୁ ସମ୍ଭାଳୁଛନ୍ତି ତାହା ମଧ୍ୟ ତାଙ୍କ ଫ୍ୟାନ୍ସ ମାନେ ଜାଣିବାକାଉକୁ ଚାହୁଛନ୍ତି । ଏହି ସବୁ ପ୍ରଶ୍ନର ଉତ୍ତରରେ ଅରବିନ୍ଦ ଓ ଜ୍ୟାକଲିନ କହିଛନ୍ତି ଯେ ଦୁହେଁ ବହୁତ ଖୁସିରେ ଟାଇମ ସ୍ପେନ୍ଡ କରୁଛନ୍ତି । ବର୍ତ୍ତମାନ କୋରୋନା ଭାଇରସ ଯୋଗୁ ସେ ବାହାରକୁ ଯିବା ପାଇଁ କୌଣସି ପ୍ଳାନ କରି ନାହନ୍ତି ।

ଏହା ଛଡା ଏହି ଭିଡିଓରେ ଅରବିନ୍ଦଙ୍କ ମା ମଧ୍ୟ ନଜର ଆସୁଛନ୍ତି । ତାଙ୍କ ମା ମଧ୍ୟ ସମସ୍ତଙ୍କୁ ଏହି ଭିଡିଓରେ ଶୁଭେଛା ଜଣାଇଛନ୍ତି । ଏହା ସହ ଜ୍ୟାକଲିନ କଣ ଭଲ ରୋଷେଇ କରନ୍ତି ତାହାକୁ ନେଇ ଅରବିନ୍ଦ ଉତ୍ତରରେ କହିଛନ୍ତି ଯେ ସେ ଚିକେନ କରି ଓ ମ୍ୟାଗୀ କରନ୍ତି ଯାହା ବହୁତ ଟେଷ୍ଟି ଲାଗେ ।

ଏହା ବ୍ଯତୀତ ତାଙ୍କ ଫ୍ୟାନ୍ସ ମାନେ ଦୁହିଙ୍କୁ ଶୁଭେଚ୍ଚା ଜଣାଇବା ସହ ଆଗକୁ ଏପରି ଲାଇଫ ହସ ଖୁସିରେ ରହୁ ବୋଲି ଜଣାଇଛନ୍ତି । ତାଙ୍କର କିଛି ଫ୍ୟାନ୍ସ ମାନେ ପଖାଳ ଖାଇବାକୁ ଅରବିନ୍ଦଙ୍କ ଘରକୁ ଯିବେ ବୋଲି ମଧ୍ୟ ଏହି ଭିଡିଓରେ ଅରବିନ୍ଦ କହିଛନ୍ତି । ଏହା ପରେ ଅରବିନ୍ଦ ତାଙ୍କର ସେହି ଫ୍ୟାନ୍ସଙ୍କୁ ନିଜ ଘରକୁ ନିମନ୍ତ୍ରଣ ମଧ୍ୟ କରୁଥିବା ଏହି ଭିଡିଓରେ ନଜର ଆସୁଛନ୍ତି ।

ଏହି ଭିଡିଓରେ ଦୁହେଁ ପରସ୍ପର ସହ ମଜା ମସ୍ତି କରୁଥିବା ମଧ୍ୟ ନଜର ଆସୁଛନ୍ତି । ଏହା ସହ ଏହି ଭିଡିୟରେ ଦୁହିଙ୍କ ମଧ୍ୟରୁ କିଏ ଅଧିକ ସୁନ୍ଦର ଓ ଭଲ ତାହା ମଧ୍ୟ ସେମାନେ ଏହି ଭିଡିଓରେ ଦର୍ଶାଇଛନ୍ତି । ଏହି ଭଳି ଭାବେ ଜ୍ୟାକଲିନ ଓ ଅରବିନ୍ଦ ବିବାହ ପରେ କିପରି ନିଜର ମ୍ୟାରେଡ ଲାଇଫ ସ୍ପେନ୍ଡ କରୁଛନ୍ତି ତାହା ଏହି ଭିଡିଓ ଜରିଆରେ ଜଣାଇଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।