3 ଅଭିଯୁକ୍ତ ରୁ ଜଣେ କହି ଦେଲା ସବୁ ସତ କଥା । ଟ୍ରେନ ଦୁର୍ଘଟଣା ବାବଦରେ ଖୋଲିଲେ ଗୁମର । 2ଜଣ ନୀରବ ରହିଲେ କିନ୍ତୁ ଜଣେ କହି ଦେଲେ । ଗଣମାଧ୍ୟମ ଆଗରେ ମୁହଁ ଖିଲି ଦେଲେ ଅମିର ଖାନ । ହଁ ଦର୍ଶକ ବନ୍ଧୁ ଅମିର ଖାଁ ଆଜି ଗଣମାଧ୍ୟମ ସାମନାରେ ମୁହଁ ଖୋଲିଛନ୍ତି । ଆଉ କହିଛନ୍ତି କେମିତି ଘଟିଥିଲା ବାହାନଗା ଟ୍ରେନ ଦୁର୍ଘଟଣା । ଆଜି କୋର୍ଟ ରୁ ଝାରପଡା ଜେଲ ନେବା ସମୟରେ 3 ଜଣ ଅଭିଯୁକ୍ତ ଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ କହୁ କହୁ କହି ଦେଇଛନ୍ତି କାହିଁକି ଘଟିଥିଲା ଏତେ ବଡ ଦୁର୍ଘଟଣା ।
ସେଥିରୁ 2 ଜଣ ଅଭିଯୁକ୍ତ ନୀରବ ରହିଲେ । ଜଣେ କହି ଦେଲେ । ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତି, ସେକ୍ସନ ଇଞ୍ଜିନିୟର ମହମଦ ଅମିର ଖାଁ ଓ ଟେକଶିଆନ ପପୁ କୁମାର ଏମାନଙ୍କ ମଧ୍ୟରୁ ସେକ୍ସନ ଇଞ୍ଜିନିୟର ମହମଦ ଅମିର ଖାଁ ମୁହଁ ହୋଲି କହି ଦେଲେ ସବୁ ସତ । ଅମିର ଖାଁ କହିଛନ୍ତି ଯେଉଁ ହିସାବ ରେ ତାଙ୍କୁ ଡ୍ରଇଙ୍ଗ ଦିଆ ଯାଇଥିଲା ସେହି ହିସାବ ରେ ସେ କାମ କରିଛନ୍ତି ।
ଡ୍ରଇଙ୍ଗ ଅନୁଯାୟୀ କାମ ହୋଇଛି ବୋଲି ଅମିର ଖାଁ କହିଛନ୍ତି । ଅନ୍ୟ 2 ଜଣଙ୍କୁ ମଧ୍ୟ ପଚରା ଯାଇଥିଲା ହେଲେ ସେମାନେ ମୁହଁ ଖୋଲିଲେ ନାହିଁ । କିନ୍ତୁ ଅମିର କହିଛନ୍ତି ଡ୍ରଇଙ୍ଗ ହିସାବ ରେ ସେ କାମ କରିଛନ୍ତି । ତେବେ ସେ ଡ୍ରଇଙ୍ଗ ରେ କେମିତି ତ୍ରୁଟି ଘଟିଲା ବା ଜାଣି ଜାଣି ଡ୍ରୟଙ୍ଗ ରେ ଦୁର୍ଘଟଣା ଘଟାଇବା ପାଇଁ ଷଡଯନ୍ତ୍ର କରା ଯାଇଥିଲା ତାହାକୁ ନେଇ ଏବେ ବଡ ପ୍ରଶ୍ନ ଉଠିଛି ।
ତେବେ ଦୁର୍ଘଟଣା ପଛରେ କାହାର ହାତ ଥିଲା ? ଏବେ କୁଆଡେ ଶୁଣିବାକୁ ମିଳୁଛି ସିବିଆଇ ଆଗରେ ସତ ମାନି ନେଇଛି ଅମିର ଖାଁ । 3 ଜଣ ଅଭିଯୁକ୍ତ ଙ୍କ ମଧ୍ୟରୁ 2 ଜଣ ଅଭିଯୁକ୍ତ କୁଆଡେ ନୀରବ ରହୁଛନ୍ତି । ଆଉ ଜଣେ ଅଭିଯୁକ୍ତ ସବୁ କିଛି ଓଗାଳି ଦେଇଛନ୍ତି । ଆଜି କୋର୍ଟ ରୁ ଅଭିଯୁକ୍ତ ମାନଙ୍କୁ ଝାରପଡା ଜେଲ ନିଆ ଯାଉଥିଲା ।
ଆଉ ସେହି ସମୟରେ ଅମିର ଖାଁ ନିଜର ପ୍ରତିକ୍ରିୟା ଦେବାକୁ ଯାଇ କହିଥିଲେ ଯେମିତି ଡ୍ରୟଙ୍ଗ ଦିଆ ଯାଇଥିଲା ସେମିତି ସେ କାମ କରିଛନ୍ତି । ସିବିଆଇ ର ରିମାଣ୍ଡ ଅବଧି ଆଜି ସଋ ଯାଇଛି । ବାହାନଗା ଟ୍ରେନ ଦୁର୍ଘଟଣା ରେ ସିବିଆଇ କୁ କିଛି ଠୋସ ତଥ୍ୟ ପ୍ରମାଣ ମିଳିଛି ବୋଲି କୁହା ଯାଉଛି । ତେବେ ଦେଖିବାକୁ ବାକି ରହିଲା ଏହି ଦୁର୍ଘଟଣା ପଛରେ ପ୍ରକତ ରେ କାହାର ହାତ ଅଛି ? ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।