ବାହାନଗା ଟ୍ରେନ ଦୁର୍ଘଟଣା ପାଇଁ ତିନି ଜଣ ବନେଇଥିଲେ ବଡ଼ ପ୍ଲାନ ! ଆଉ ଚାଲିଗଲା ଶହ ଶହ ଜୀବନ- Bahanaga Train Tragedy

3 ଜଣ ରେଳ କର୍ମଚାରୀ ଗିରଫ ହେବା ପରେ ଏବେ ସବୁ ଗୁମର ଖୋଲା ଯାଇଛି ଆଉ ଧୀରେ ଧୀରେ ପଦା କୁ ଆସୁଛି । ହଁ ଦର୍ଶକ ବନ୍ଧୁ ଏବେ ସିବିଆଇ 3 ଜଣଙ୍କୁ ଆରେଷ୍ଟ କରିଛି । ସେମିତି କିଛି କଥା ମଧ୍ୟ ଏବେ ସାମ୍ନା କୁ ଆସୁଛି । ତେବେ ପୂର୍ବରୁ କେତେ କଣ କଥା ଉଠିଥିଲା । କେବେ ଷ୍ଟେସନ ମାଷ୍ଟର ଙ୍କୁ ସନ୍ଦେହ କରା ଯାଉଥିଲା ତ ଆଉ କେବେ କରମଣ୍ଡଳ ଡ୍ରାଇଭର ଙ୍କ ଉପରେ ପ୍ରଶ୍ନ ଉଠିଥିଲା । ପୁଣି ଥରେ ସିଗନାଲ ଟାମ୍ପରିଙ୍ଗ କଥା ଉଠିଥିଲା ।

ହେଲେ ସେତେବେଳେ ଦୁର୍ଘଟଣାର କାରଣ କଣ ଜଣା ପଡିଥିଲେ ମଧ୍ୟ କିଏ ଘଟାଇଛି ତାହା ଜଣା ପଡି ନ ଥିଲା । ଦୁର୍ଘଟଣା ପାଇଁ କେଉଁ ମାନେ ଦାୟୀ କେଉଁ ମାନେ ଦୁର୍ଘଟଣାକୁ ଏମିତି ପ୍ଲାନିଙ୍ଗ କରିଥିଲେ ? ଦର୍ଶକ ବନ୍ଧୁ କରମଣ୍ଡଳ ଟ୍ରେନ ଦୁର୍ଘଟଣା ପଛରେ କିଛି ଏଭଳି ଜବରଦସ୍ତ ପ୍ଳାନ କରା ଯାଇଥିଲା । ଯେଉଁଥି ପାଇଁ ସହ ସହ ଲୋକଙ୍କର ଜୀବନ ଚାଲି ଯାଇଛି । ଆଉ ଏବେ ବାହାନଗା ଟ୍ରେନ ପାଇଁ ଯେଉଁ ପ୍ଳାନ କରିଥିଲେ ।

ସେମାନେ ଆଉ କେହି ନୁହନ୍ତି ସିନିଯର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମଦ ଅମିର ଖାନ ଓ ଟେକଶିଆନ ପପୁ କୁମାର । ଏହି 3 ଜଣ କିଛି ଏଭଳି ପ୍ଳାନ କରି ଜାଣି ଜାଣି ସମସ୍ତଙ୍କୁ ମୃତ୍ୟୁ ମୁଖକୁ ପଠାଇ ଦେଲେ । ଆଜି ଯେଉଁ 3ଜଣଙ୍କୁ ସିବିଆଇ ଗିରଫ କରିଛି ସେମାନେ ଜାଣି ଜାଣି ବାହନଗା ଦୁର୍ଘଟଣା ଘଟାଇଛନ୍ତି ।

ଜାଣି ଶୁଣି ସହ ସହ ଲୋକଙ୍କୁ ମୃତ୍ୟୁ ମୁଖକୁ ପଠାଇ ଦେଇଛନ୍ତି । ପ୍ଳାନ ଯେମିତି କରିଥିଲେ ସେମିତି ଦୁର୍ଘଟଣା ଘଟିଲା ଆଉ ସହ ସହ ଲୋକଙ୍କର ଜୀବନ ଗଲା । ତେବେ ଏହି 3 ଜଣଙ୍କୁ CRPC ର ଧାରା 304 ଓ 302 ରେ ଆରେଷ୍ଟ କରା ଯାଇଛି । 304 ଅର୍ଥାତ ହତ୍ୟାକାଣ୍ଡ ପାଇଁ ଓ ଧାରା 201 ଅପରାଧିକ ହତ୍ୟା ପ୍ରମାଣ ସତ କରିବା ଅଭିଯୋଗରେ ଆରେଷ୍ଟ କରା ଯାଇଛି ।

ଏବେ ଆଗକୁ ତଦନ୍ତ ହେବା ପରେ ଜଣା ପଡିବ ଜଣାଇ ଜାଣି ଏଭଳି ଷଡଯନ୍ତ୍ର କରିଥିଲେ  କେଉଁ କାରଣ ପାଇଁ ଏଭଳି ଘଟଣା ଘଟାଇଲେ ଆଉ ସହ ସହ ଲୋକଙ୍କର ଜୀବନ ବି ଏହି 3 ଜଣଙ୍କ ପାଇଁ ଚାଲି ଯାଇଛି । ଏବେ ଗତ ମାସ 2 ତାରିଖରେ ବାହନଗା ରେ ଦୁର୍ଘଟଣା ଘଟିଥିଲା ଆଉ 300 ଲୋକଙ୍କର ଜୀବନ ଗଲା । ଦୁର୍ଘଟଣା କେମିତି ହେଲା ଏଥିପାଇଁ ଦାୟୀ କିଏ ତାହାର ତଦନ୍ତ କରୁଥିଲା ସିବିଆଇ ।

ସିବିଆଇ ସ୍ଵତନ୍ତ୍ର ଟିମ ଅଧିକ ଥର ବାଃନଗା ଆସି ଦୁର୍ଘଟଣା ସ୍ଥଳ ଓ ରିଲେ ରୁମରେ ତଦନ୍ତ କରିଥିଲେ । ଆଉ କର୍ମଚାରୀ ମାନଙ୍କୁ ପଚରା ଉଚରା କରୁଥିଲେ । ହେଲେ ସେମିତି କିଛି ଧରା ପରି ନ ଥିଲେ । କିନ୍ତୁ ଏବେ ଏହି 3 ଜଣଙ୍କୁ ଗିରଫ କରିଛି ସିବିଆଇ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।