ହିନ୍ଦୀ ସିନେମାରେ ଥିବା ସଫଳତା ହାସଲ କରିଥିବା ନାମୀ ଦାମୀ କଳାକାର ଅଜୟ ଦେବଗନ ଓ କାଜଲଙ୍କର ଯୋଡି ଓ ତାଙ୍କ ମୂହ ଦେଖି ଚଳଚିତ୍ର ହିଟ ହେବା ସହିତ ଲୋକମାନେ ମଧ୍ୟ ବହୁତ ପସନ୍ଦ କରନ୍ତି । କହିବାକୁ ତାଙ୍କ ଯୋଡି ବହୁତ ଭଲ ଲାଗେ କାରଣ ଯେଉଁ ଠାରେ ଚୂଳବୁଲି କାଜଲ ଓ ସବୁବେଳେ ମସ୍ତିରେ ବୁଡି ରହୁଥିବା ବେଳେ, କିନ୍ତୁ ଅଜୟ ଏହାର ଠିକ ବିପରୀତ ଅଜୟ ଦେବଗନ ବହୁତ କମ କଥା କହିଥାନ୍ତି ଓ ବହୁତ ଚୁପ ଚାପ ହୋଇ ରହିଥାନ୍ତି ।
ଏମିତି କହିବାକୁ ଗଲେ ଚଳଚିତ୍ର ଜଗତରେ କିଛି ନୂଆ ନୁହେଁ କାରଣ ଏହିପରି ବହୁତ ଅଭିନେତା ଓ ଅଭିନେତ୍ରୀଙ୍କ ମଧ୍ୟରେ ଏହିପରି ହୋଇଥାଏ । ପ୍ରଥମେ ଚଳଚିତ୍ର ଜଗତରେ ଦେଖାହୁଏ ଓ କିଛି ଦିନ ଭିତର କଥାବାର୍ତା ଏହାପରେ ପ୍ରେମ ବନ୍ଧନ ବାନ୍ଧି ହୋଇଯାନ୍ତି ଓ ବିଭାହ କରନ୍ତି ।
କିନ୍ତୁ ଏହି ଦୁଇ ଜଣଙ୍କର କଥା ସମସ୍ତଙ୍କ ପରି ଏକା । କିନ୍ତୁ ଟିକେ ନିୟାରା ଢଙ୍ଗରେ ହୋଇଥିଲା । ଚଳଚିତ୍ରରେ ସେ କାମ କରିଲା ସମୟରେ ଭଲ ପାଇବା ଆରମ୍ଭ ହୋଇଥିଲା ଏହାର କିଛି ଦିନ ଭିତରେ ପ୍ରେମ ବଢିବାରେ ଲାଗିଲା ଓ ଦୁଇ ଜଣ ଯାକ ବିଭାହ ହୋଇଥିଲେ । ଆମେ ଆପଣଙ୍କୁ କହିରଖୁ କି ଦୁଇ ଜଣଙ୍କର ବାହାଘର ଆଜିକୁ ପ୍ରାୟ ୨୧ ବର୍ଷ ଅଧିକା ହୋଇଗଲାଣି । ସେ ୧୯୯୯ ରେ ବିଭାହ କରିଥିଲେ । କିନ୍ତୁ କାଜଲଙ୍କ ବାପା ଜମା ଖୁସି ନଥିଲେ କି ରାଜି ନଥିଲେ ।
ଏହି ଦୁଇ ଜଣଙ୍କ ବିଭାହକୁ କେବେହେଲେ ଇଛା ନଥିଲା । କାଜଲ ନିଜେ ଏକ ସ୍ଟେଜରେ କିଛି କଥା କହିବା ବେଳେ ଏହି କଥା ତାଙ୍କ ମୂହରୁ କିଛି ଏହି ବିଷୟରେ ବାହାରି ପଡିଲା । କିନ୍ତୁ ଏମିତି କହିବାକୁ ଗଲେ ଅସଲ ଜୀବନରେ ଅଜୟ ଦେବଗନ ଓ କାଜଲଙ୍କ ଯୋଡି ବହୁତ ସୁନ୍ଦର ହୋଇଥିବା ହେତୁ ସମସ୍ତେ ତାଙ୍କ ଯୋଡିକୁ ବହୁତ ଭଲପାନ୍ତି । ଯାହାକି ଲୋକେ ଚଳଚିତ୍ର ଦେଖିଲା ବେଳେ ମଧ୍ୟ ତାଙ୍କୁ ବହୁତ ପସନ୍ଦ କରିଥିଲେ ଓ ଏହି ଯୋଡି ଦେଖି ସମସ୍ଥେ ଖୁସି ହେବା ସହିତ ବହୁତ ଭଲ ପାଇବା ଦେଇଛନ୍ତି ।
ଦୁଇ ଜଣଙ୍କର ଏକ ପୁଅ ଓ ଝିଅ ମଧ୍ୟ ଅଛନ୍ତି । ଯାହାର ନାମ ନ୍ୟାସା ଓ ସାନଙ୍କ ଝିଅଙ୍କ ନାମ ହେଉଛି ୟୁଗ ଅଟେ । କାଜଲ ଓ ଅଜୟ ନିଜ ବିଭାହୀତ ଜୀବନରେ ବହୁତ ଖୁସିରେ ଅଛନ୍ତି । କିନ୍ତୁ ଏମିତି ଏକ ସମୟ ଥିଲା ଯାହାକି କାଜାଲଙ୍କର ବାପା ତାଙ୍କ ବାହାଘର ଅଜୟ ଦେବଗନଙ୍କ ସହ ବିଭାହ କରିବା ପାଇଁ ରାଜି ନଥିଲେ । ତାଙ୍କ ପିତା କେବେ ହେଲେ ଚାହୁଁ ନଥିଲେ କି ତାଙ୍କ ବାହାଘର ୨୪ ବର୍ଷରୁ ବାହା ହୋଇଯାଉ ଓ ଏତେ ଛୋଟ ବଯସରୁ ବିଭା ହୁଅନ୍ତୁ ।
ଏମିତି କହିବାକୁ କାଜଲଙ୍କ ବାପା କାଜଲଙ୍କ ବାହାଘର ଅଜୟ ଦେବଗନ ସହ କରିବାକୁ କିଛି ଆପତି ନଥିଲା କିନ୍ତୁ ସେ କେବେ ଚାହୁନଥିଲେ ସେ ଏତେ ଜଲ୍ଦି ବାହା ହୋଇଯାନ୍ତୁ । ତାଙ୍କ ବାପାଙ୍କର ଇଛା ଥିଲା କି ସେ ଆଉ କିଛି ଦିନ ଚଳଚିତ୍ର ଜଗତରେ କାମ କରନ୍ତୁ । କିନ୍ତୁ ତାଙ୍କ ମା ସେହି ସମୟରେ ବହୁତ ଫେମସ ଅଭିନେତ୍ରୀ ତନୁଜା ଏହି କଥାରେ ତାଙ୍କ ଝିଅଙ୍କ ସହମତିରେ ଥିଲେ ।
ଏଥିରେ ତାଙ୍କର କୌଣସି ଅସୁବିଧା ନଥିଲା । କାଜଲ ଏକ ସ୍ଟେଜ ରେ କହିଲେ ସେହି ସମୟରେ ତାଙ୍କ ମା କହିଲେ ତୁ କେବଳ ତୋର ଆତ୍ମାର କଥା ଶୁଣେ । ସେହି ସମୟରେ ଅଜୟ ଓ କାଜଲ ଦୁଇଜଣଙ୍କ ପ୍ରେମ ବଢୁଥିଲା । ଏହାପରେ କିଛି ଦିନ ଭିତରେ ଦୁହିଁଙ୍କର ବିଭାହ କରିଥିଲେ ।
ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ