ଜଙ୍ଗଲ ପାଖ ବିଲରେ ଶୋଇ ଥିଲା ବାଘ ଆଉ ଯେତେବେଳେ ବାଘକୁ ଜଣେ ଯୁବକ ଦେଖି ଥିଲା ସେତେବେଳେ ତା ମନରେ ଚିନ୍ତା ଆସିଥିଲା ବାଘର ପ୍ରତିକ୍ରିୟା କେମିତି । ବାଘକୁ ଟିକେ ଛୁଇଁବା ହଁ ଦର୍ଶକ ବନ୍ଧୁ ଗୁରୁବାର 35 ବର୍ଷୀୟ ସନ୍ତୋଷ । ସନ୍ତୋଷ ଯେତେବେଳେ ବାଘକୁ ବିଲ ଭିତରେ ଶୋଇ ଥିବାର ଦେଖିବାକୁ ପାଇଲା ଠିକ ସେତିକି ବେଳେ ତା ଇଛା ହେଲା ଟିକେ ବାଘକୁ ଛୁଇଁବ ।
ସେଥିପାଇଁ ସେ ଗୋଟେ କାଠି ନେଇ ବାଘ ଲାଞ୍ଜକୁ ଠୁକୁରୁ ଠୁକୁରୁ କରି ଛୁଞ୍ଚି ଭଳି ଫୁଟାଉ ଥିଲା । ଆଉ ସେ ଜାଣିବାକୁ ଚାହୁଁ ଥିଲା ବାଘର ପ୍ରତିକ୍ରିୟା କେମିତି । ବାଘ ପ୍ରତିକ୍ରିୟା କେମିତି ଦେଉଛି । ହେଲେ ହଠାତ ସେହି ସମୟରେ ବାଘଟି ବୁଲି ପଡିଲା । ଆଉ ପଛ ପଟରୁ ସନ୍ତୋଷର ବେକକୁ କାମୁଡି ଧରିଲା । ଆଉ ସନ୍ତୋଷ ଯେତେ ଚିତ୍କାର କଲେ ବି ବାଘ ଜମାରୁ ଛାଡିଲା ନାହିଁ । ହଁ ଦର୍ଶକ ବନ୍ଧୁ ଗପ ଲାଗୁ ଥିଲେ ବି ଏହି ଘଟଣା ସତ ।
ଆଉ ଶେଷରେ ସନ୍ତୋଷକୁ ନିଜ ଜୀବନ ହାରିବାକୁ ପଡିଲା । ଆଉ ଶେଷରେ ସନ୍ତୋଷର ଜୀବନ ବି ଚାଲି ଗଲା । ହଁ ଦର୍ଶକ ବନ୍ଧୁ ବାଘ ଲାଙ୍ଗୁଡରେ ହାତ ମାରିବା ଜଣେ କୃଶକଙ୍କ ପାଇଁ ମହଙ୍ଗା ପଡିଛି । ଦର୍ଶକ ବନ୍ଧୁ କଥାରେ ଅଛି ସାପ ଧରିବା ନ ଜାଣି ସାପ ଗାତରେ ହାତ ପୁରେଇଲେ ଯାହା ଅବସ୍ଥା ହୁଏ । ଠିକ ସେମିତି ବାଘ ଲାଙ୍ଗୁଡରେ ହାତ ମାରିଲେ ଯାହା ହୁଏ ଆପଣ ମାନେ ଏ ଖବର ଭିତରୁ ଜାଣନ୍ତୁ ।
ଦର୍ଶକ ବନ୍ଧୁ ବାଘଟି ଗୋଟେ ଜଙ୍ଗଲ ପାଖ ବିଲରେ ଶୋଇ ଥିଲା । ଜଣେ ଯୁବ କୃଶକ ଭାଇ 35 ବର୍ଷ ବୟସ ବାଘକୁ ଦେଖି ସାରିବା ପରେ ତାଙ୍କର ଇଛା ହେଲା ବାଘ କେମିତି ପ୍ରତିକ୍ରିୟା ଦେଉଛି । ବାଘକୁ ଛୁଇଁଲେ ବାଘ କଣ କରୁଛି । ଆଉ ଏହା ପରେ ସେ ବାଘ ପାଖକୁ ଯାଇ ଥିଲେ । ଗୋଟେ କାଠି ଧରି ବାଘର ଲାଞ୍ଜକୁ ଖେଞ୍ଚିବାକୁ ଲାଗି ଥିଲେ । ଆଉ ତା ପରେ ବାଘଟି ଚିତ୍କାର କରି ଉଠି ଥିଲା । ଗର୍ଜନ କରି ଉଠିଥିଲା ।
ଆଉ ଏହା ପରେ ସନ୍ତୋଷର ବେକକୁ କାମୁଡି ଧରିଲା । ଆଉ ତା ପରେ ଗୁରୁତ୍ଵର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତର ଖାନା ନିଆ ଯାଇଥିଲା । ଆଉ ପରବର୍ତ୍ତୀ ସମୟରେ ସନ୍ତୋଷ ଗୁରୁବାର ଦିନ ପ୍ରା-ଣ ହ-ରା-ଇ-ଛ-ନ୍ତି । ତେବେ ଜଙ୍ଗଲକୁ ଯାଇ ବାଘ କୁ ହଇରାଣ ନ କରିବା ପାଇଁ ବନ ବିଭାଗ ଗ୍ରାମବାସୀ ଙ୍କୁ ଅନୁରୋଧ କରିଛି ।
କିନ୍ତୁ ଗ୍ରାନବାସୀ ମାନେ ମାନୁ ନାହାନ୍ତି । ଯାହା ପାଇଁ ଅକାଳରେ ଜୀବନ ଚାଲିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଖୋରାଗନ ଜିଲ୍ଲା ରେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।