ଭଗବାନଙ୍କ ନାମ ନେଇ ବାଛନ୍ତୁ ଗୋଟିଏ ସଂଖ୍ୟା ଦେଖନ୍ତୁ କେଉଁ ଖୁସି ଖବର ମିଳିବ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସୁଖ ଓ ଦୁଃଖର ସମାହାରକୁ ନେଇ ଜୀବନ ଗଠିତ । ତେଣୁ ଜୀବନରେ ସମସ୍ଯା ଅଛି ତ ତାହାର ସମାଧାନ ମଧ୍ୟ ରହିଛି । ଯଦି ଆପଣ ମାନଙ୍କ ମନରେ ବହୁ ଗୁଡିଏ ପ୍ରଶ୍ନ ଉଙ୍କି ମାରୁଛି । ଏହା ସହ ଆପଣ ସେହିସବୁ ଉତ୍ତର ଆଶାରେ ରହିଛନ୍ତି । ତେବେ ଆମେ ଦେଇଥିବା ୩ ଟି ନମ୍ବର ମଧ୍ୟରୁ ଯେକୌଣସି ଗୋଟିଏ ନମ୍ବର ବାଛିକି ଦେଖନ୍ତୁ । ଆପଣ ମାନଙ୍କ ଜୀବନରେ ଆଗାମୀ ସମୟରେ କେଉଁ ଖୁସି ଖବର ଆସୁଛି । ତାହାକୁ ଆପଣ ମାନେ ଜାଣିପାରିବା । ନମ୍ବର ୩ ଟି ହେଉଛି ୧, ୨, ଓ ୩ ।

୧ ନମ୍ବର ;- ଯେଉଁ ମାନେ ମଧ୍ୟ ନମ୍ବର ୧ କୁ ବାଚିଛନ୍ତି । ସେମାନଙ୍କ ଜୀବନରେ ବର୍ତ୍ତମାନ ସମୟରେ ଅନେକ ଗୁଡିଏ ସମସ୍ଯା ଲାଗି ରହିଛି । ଆପଣ ଚାହିଁଲେ ମଧ୍ୟ ସେଥିରୁ ମୁକୁଳିବା କଷ୍ଟକର ହୋଇଯାଉଛି । ତେବେ ଆଗାମୀ ୪୫ ଦିନ ପର୍ଯ୍ୟନ୍ତ ପରେ ଆପଣଙ୍କ ଜୀବନରେ କିଛି ଖୁସି ଖବର ଆସିବା ପାଇଁ ଯାଉଛି । ଗ୍ରହଶାନ୍ତି ପାଇଁ କୌଣସି ପରାମର୍ଷିତ ରତ୍ନମୁଦି ମଧ୍ୟ ଧାରଣ କରିପାରିବେ ।

୨ ନମ୍ବର ;- ଯେଉଁ ମାନେ ଏହି ନମ୍ବରକୁ ନେଇ କିଛି କଥା ମନରେ ଆଣିଛନ୍ତି । ଏଠାରେ ଆମେ ଆପଣଙ୍କୁ କହି ରଖିବା ପାଇଁ ଚାହିଁବୁ । କି ଯେଉଁ ମାନେ ବିଚ୍ଛେଦ ପାଇଁ ମନ ବଳାଇଛନ୍ତି । ଏହି ସମୟ ତାଙ୍କ ପାଇଁ ବିଚ୍ଛେଦ ଯୋଗ ଜମାରୁ ମଧ୍ୟ ଶୁଭ ହେବ ନାହିଁ । ନିଜର କାର୍ଯ୍ୟକ୍ଷେତ୍ରରେ ସ୍ୱଳ୍ପ ଆୟ ଉପାର୍ଜନ ଯୋଗୁ ମନ ଖରାପ ରହୁଥିଲେ ।

ଆଗାମୀ ୭ ମାସ ମଧ୍ୟରେ ଆୟ ବୃଦ୍ଧି ହେବାର ସମ୍ଭାବନା ରହୁଅଛି । ଏହା ସହ ନିଜର ସନ୍ତାନଙ୍କ ପ୍ରତି ଅଧିକ ଯତ୍ନବାନ ରୁହନ୍ତୁ । ତାଙ୍କର କ୍ଯାରିୟର ଉପରେ ଅଧିକ ଫୋକୋଷ କରିବାର ଆବଶ୍ୟକତା ରହୁଛି । କାରଣ ସନ୍ତାନଙ୍କ ଜୀବନରେ ଆଗାମୀ ସମୟରେ ଅବନ୍ନତି ଦେଖାଯାଇପାରେ । ଅଶ୍ଵଗନ୍ଧାମୋଦକ ଓ ମେଥିମୋଦକ ୩ ମାସ ପର୍ଯ୍ୟନ୍ତ ମହିଳା ମାନେ ସେବନ କରିବା ଦ୍ଵାରା ତାଙ୍କ ପକ୍ଷେ ଭଲ ରହିବ ।

୩ ନମ୍ବର ;- ଆପଣ ମାନେ ଅଧିକ ଚିନ୍ତାରେ ରହିବା କାରଣରୁ ନିଜର ନିଜର ବହୁ ମୂଲ୍ୟ ସମୟ ସବୁ ନଷ୍ଟ କରି ପକାଉଛନ୍ତି । ଯଥାପୂର୍ବକ କାର୍ଯ୍ୟ କରି ସୁଦ୍ଧା ଆଶାଜନକ ଲାଭ ପ୍ରାପ୍ତ ହେଉନାହିଁ । ଆଗାମୀ ସମୟରେ ଧନର ଅଭାବ ଦୂର ହୋଇବ । ରାଜନୀତି କ୍ଷେତ୍ରରେ ଆପଣ ସକ୍ରିୟ ହୋଇପାରନ୍ତି ।

ପାରିବାରିକ ଶାନ୍ତି ମଧ୍ୟ ପ୍ରାପ୍ତ ହୋଇବ । ଏହାର ଉପଚାର ନିମନ୍ତେ ନିକଟସ୍ଥ କୌଣସି ପଣ୍ଡିତଙ୍କ ପାଖକୁ ଯାଇ ଯଦି ଦରକାର ପଡେ । ତେବେ ଗ୍ରହ ଶାନ୍ତି ନିମନ୍ତେ ରତ୍ନମୁଦି ଧାରଣ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ