ACFO Soumya ଡେଥ ମିଷ୍ଟ୍ରି: ସଙ୍ଗୀନ ଦଫା 302 ପରେ ବି ବିଦ୍ୟା ଘରେ ! ଦେଖନ୍ତୁ କେମିତି ବଡମୁଣ୍ଡଙ୍କୁ ବଞ୍ଚାଇବାକୁ ଚାଲିଛି ପୋଲିସର ପ୍ରୟାସ, ଦେଖନ୍ତୁ Video

ACFO ସୌମ୍ୟଙ୍କ ମୃ-ତ୍ୟୁ ଘଟଣାକୁ ଏବେ ପ୍ରାୟ ୨୫ ଦିନ ବିତି ଗଲାଣି । ହେଲେ ଏ ଯାବତ ଘଟଣା ଉପରୁ ପରଦା ଉଠାଇବାରେ ସକ୍ଷମ ହୋଇ ପାରିନାହିଁ ପୋଲିସ । ମୁଖ୍ୟ ଆ-ରୋ-ପୀ ତଥା ମୃ-ତ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ମଧ୍ୟ ଏବେ ଯାଏ ରି-ମା-ଣ୍ଡ ନେଇ ସଠିକ ଭାବେ ପଚରା ଉଚରା କରୁନାହିଁ ପୋଲିସ ।

ତାଙ୍କୁ ଗି-ର-ଫ କଲେ ଯାଇ ସୌମ୍ୟଙ୍କ ମୃ-ତ୍ୟୁ ଉପରୁ ପରଦା ଉଠି ପାରିବ ବୋଲି କହିଛନ୍ତି ମୃ-ତ ସୌମ୍ୟଙ୍କ ଭାଇ । ପୋଲିସ ଏ ଜିଲ୍ଲାରୁ ସେ ଜିଲ୍ଲା, ଏଠାକୁ ସେଠାକୁ ଖାଲି ବୁଲୁଛି । ହେଲେ କୌଣସି ନିଷ୍କର୍ଷରେ ପହଞ୍ଚି ପାରୁନାହିଁ । ପୋଲିସ ତଦନ୍ତ କରୁଛି କି ପିକନିକ କରୁଛି ବୋଲି ପୋଲିସ ତଦନ୍ତ ଉପରୁ ତାଙ୍କର ଭରସା ଉଠି ସାରିଲାଣି ।

ତେବେ ମୃ-ତ ଭାଇଙ୍କୁ ନ୍ୟା-ୟ ଦେବା ପାଇଁ ସେମାନେ ଏବେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରସ୍ଥ ହୋଇଛନ୍ତି । ପୋଲିସ ହାତରୁ ତଦନ୍ତ ଭାର ନିଆଯାଇ SIT କିମ୍ବା CBI ଙ୍କୁ ଦିଆଯାଉ ବୋଲି ଦାବି କରୁଛନ୍ତି ଏବେ ସୌମ୍ୟଙ୍କ ପରିବାର । ଘଟଣାକୁ ଏତେ ଦିନ ବିତି ଯାଇଥିଲେ ମଧ୍ୟ ତଦନ୍ତ ଯେଉଁଠି ଥିଲା ସେଇଠି ଅଛି ।

ସେଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରସ୍ଥ ହୋଇ ତାଙ୍କ ଭାଇଙ୍କ ମୃ-ତ୍ୟୁ ମା-ମ-ଲା-ର ଉଚ୍ଚସ୍ତରୀୟ ଯା-ଞ୍ଚ କରାଯାଉ ବୋଲି ତାଙ୍କୁ ଦରଖାସ୍ତ ଦେଇଛନ୍ତି । ସୌମ୍ୟଙ୍କ ଶରୀରର ୯୫ ପ୍ରତିଶତ ଜଳି ଯାଇଥିଲେ ମଧ୍ୟ ପୋଲିସ କେମିତି ଦେଲା ମୃ-ତ୍ୟୁ-କା-ଳୀ-ନ ଜ-ମା-ନ-ବ-ନ୍ଦୀ । ସୌମ୍ଯ ପୋ-ଡି-ଯି-ବା ପରେ ପ୍ରଥମେ ଫୋନ ଯାଇଥିଲା ଗୁରାଣ୍ଡି ଥାନା OICଙ୍କୁ । ସୌମ୍ୟଙ୍କ ପରିବାର ଲୋକ ଥାଉ ଥାଉ OIC ମମତା ପଣ୍ଡାଙ୍କୁ କାହିଁକି ଯାଇଥିଲା ପ୍ରଥମ କଲ ?

ଏହା ଏକ ଯୋଜନା ମୁତାବକ ହ-ତ୍ୟା-କା-ଣ୍ଡ ଅଟେ । ଆଉ କିଛି ଦିନ ପରେ ଏ ଘଟଣାକୁ ଚପାଇ ଦିଆଯିବାକୁ ଚାଲିଛି ଚେଷ୍ଟା । କାରଣ ପୋଲିସ ଉପରେ ବହୁତ ଚାପ ପଡୁଛି । ସୌମ୍ୟଙ୍କ ମୃ-ତ୍ୟୁ-ର ସମସ୍ତ ଯୋଜନା ଜାଣିଛନ୍ତି ବିଦ୍ୟାଭାରତୀ । ତାଙ୍କୁ ଗି-ର-ଫ କଲେ ସବୁ ସତ ବାହାରକୁ ଆସିଯିବା ଓ ବଡ ବଡ ଲୋକ ସବୁ ଧରା ପଡିଯିବେ ।

ସେଥିପାଇଁ ବିଦ୍ୟାଙ୍କୁ ଏ ଯାଏ ଗିରଫ କରାଯାଉ ନାହିଁ । ବଡମୁଣ୍ଡଙ୍କୁ ବଞ୍ଚାଇବା ପାଇଁ ପୋଲିସ ପ୍ରୟାସ ଚଳାଇଛି ବୋଲି ପୋଲିସ ଉପରେ ରୋକଠୋକ ଆ-ରୋ-ପ ଲଗାଇଛନ୍ତି ମୃ-ତ ସୌମ୍ୟଙ୍କ ପରିବାର । ପୋଲିସ ଜାଣିଶୁଣି ଜଙ୍ଗଲ ବିଭାଗ ପାଖେ ଚାବି ଛାଡି ଯାଇଥିଲା ଓ ସୌମ୍ୟଙ୍କ ମୃ-ତ୍ୟୁ ହେବାର ୪ଦିନ ପରେ ଯାଇ ତାଙ୍କ ବାସଭବନ ସିଲ କରିଥିଲା । କେବଳ ଏତିକି ନୁହେଁ DFO ଜଙ୍ଗଲମନ୍ତ୍ରୀଙ୍କ ସମ୍ପର୍କୀୟ ବୋଲି ମଧ୍ୟ ସେମାନଙ୍କୁ ସୂଚନା ମିଳିଛି ।

ତେଣୁ ସମସ୍ତେ ମିଶି ଏହି ଘଟଣାକୁ ଦବାଇ ଦେବା ପାଇଁ ଜୋରଦାର ପ୍ରଚେଷ୍ଟା ଜାରି ରଖିଛନ୍ତି । ତେବେ ଦେଖାଯାଉ ସୌମ୍ୟଙ୍କ ପରିବାରର ଏହି ଦରଖାସ୍ତକୁ କେତେ ଦୂର ଗ୍ରହଣ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଘଟଣାରେ ଆପଣଙ୍କ ମତ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ପୋଷ୍ଟକୁ ଲାଇକ ଏବଂ ସେୟାର ମଧ୍ୟ କରନ୍ତୁ । ଆଉ ଏହିଭଳି ନ୍ଯୁଜ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ ମଧ୍ୟ କରନ୍ତୁ ।