Raj Kundra ଙ୍କ ଯୋଗୁଁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି Shilpa Shetty ଙ୍କୁ, ହାତରୁ ଚାଲିଗଲା ଏହି ସବୁ ବଡ Show

ବିଶିଷ୍ଟ ଶିଳ୍ପପତି ତଥା ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପତି ରାଜ କୁନ୍ଦ୍ରା ଅ-ଶ୍ଳୀ-ଳ ଭି-ଡି-ଓ ବନାଇବା ଓ ଆପ୍ ରେ ଅ-ଫ-ଲୋ-ଡ କରିବା ଆରୋପରେ ଜେ-ଲ ଯିବା ପରେ ଚାରି ଆଡୁ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଉଭୟ ସ୍ଵାମୀ ଏବଂ ସ୍ତ୍ରୀ ।

ସ୍ବାମୀଙ୍କ ଯୋଗୁଁ ଅନେକ ଅ-ପ-ମା-ନ ଓ ଟାହି ଟାପରା ସହିବାକୁ ପଡୁଛି ଶିଳ୍ପା ସେଟ୍ଟୀ ଙ୍କୁ । ଲୋକେ ତାଙ୍କ ସ୍ବାମୀଙ୍କ କଳା କାରନାମା ପାଇଁ ସୋ-ସି-ଆ-ଲ ମି-ଡି-ଆ-ରେ ତାଙ୍କୁ ଜୋରଦାର ଟ୍ରୋ-ଲିଂ କରିବାରେ ଲାଗି ପଡିଛନ୍ତି । ଏହା ସହ କୋଟି କୋଟି ଟଙ୍କାର କ୍ଷତି ମଧ୍ୟ ସହିବାକୁ ପଡୁଛି ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ । ଅ-ଶ୍ଳୀ-ଳ ଫି-ଲ୍ମ ତିଆରି ମା-ମ-ଲା-ରେ ସ୍ଵାମୀ ରାଜ କୁନ୍ଦ୍ରା ଗି-ର-ଫ ହେବା ପରେ ସ୍ତ୍ରୀ ଶିଳ୍ପା ସେଟ୍ଟୀ ମଧ୍ୟ ଘାଟା ରେ ପଡି ଯାଇଛନ୍ତି ।

ତାଙ୍କୁ ରାଜଙ୍କ ପାଇଁ ସହିବାକୁ ପଡିଛି କୋଟି କୋଟି ଟଙ୍କାର କ୍ଷତି । ସ୍ଵାମୀ ରାଜ କୁନ୍ଦ୍ରା ଗି-ର-ଫ ହେବା ପରେ ସୋନି ଟିଭିରେ ପ୍ରସାରିତ ଲୋକପ୍ରିୟ ଟିଭି ଶୋ ‘ସୁପର ଡାନ୍ସର’ ରୁ ଗାୟବ ହୋଇ ଯାଇଛନ୍ତି ଶିଳ୍ପା ସେଟ୍ଟୀ । ଏହି ଶୋ କୁ ଗତ ତିନି ସିଜିନ ଧରି ଶିଳ୍ପା ସେଟ୍ଟୀ, ଗୀତା କପୁର ଓ ଅନୁରାଗ ବସୁଙ୍କ ସହ ମିଶି ଏହି ଶୋ କୁ ଜଜ୍ କରି ଆସୁଥିଲେ । ଚଳିତ ବର୍ଷ ଏହି ଶୋ ର ଚାଲିଥିବା ସିଜିନ- ୪ ରେ ମଧ୍ୟ ଜଜ୍ ସିଟ୍ ରେ ବସିଥିଲେ ଶିଳ୍ପା ସେଟ୍ଟୀ ।

କିନ୍ତୁ ସ୍ବାମୀଙ୍କ ଗି-ର-ଫ-ଦା-ରୀ ପରେ ଏହି ଶୋ ଏବେ ତାଙ୍କ ହାତରୁ ଚାଲି ଯାଇଛି । ଏଥିପାଇଁ ତାଙ୍କର ଦୁଇ କୋଟି ଟଙ୍କାର କ୍ଷତି ମଧ୍ୟ ହୋଇଛି । ଏହି ଲୋକପ୍ରିୟ ଶୋ କୁ ଜଜ୍ କରିବା ପାଇଁ ଶିଳ୍ପାଙ୍କୁ ପ୍ରତି ଏପିସୋଡ ପିଛା ୧୮ ରୁ ୨୦ ଲକ୍ଷ ଟଙ୍କା ଯାଏ ଫିସ ମିଳୁଥିଲା । ପ୍ରତି ସପ୍ତାହରେ ଏହି ଶୋ ର ଦୁଇଟି ଲେଖାଏଁ ଶୋ ପ୍ରସାରିତ ହେଉଛି । କିନରୁ ଗତ ୪ଟି ଏପିସୋଡ ଧରି ଶିଳ୍ପା ସେଟ୍ଟୀଙ୍କୁ ଏହି ଶୋ ର ଜଜ୍ ସିଟ୍ ରେ ଆଉ ଦେଖିବାକୁ ମିଳୁନାହିଁ ।

ଏହି ଶୋ ର ମେକର ଶିଳ୍ପାଙ୍କ ସ୍ଥାନରେ ଅନ୍ୟ ଗେଷ୍ଟ ମାନଙ୍କୁ ଆମନ୍ତ୍ରଣ କରୁଛନ୍ତି । ତେବେ ଏହି ଶିଳ୍ପା ଏହି ଶୋ ରୁ ଗାୟବ ହୋଇଥିବା ବେଳେ ତାଙ୍କୁ କୁଆଡେ ଏହି ଶୋ ରୁ ଆଉଟ କରାଯାଇଛି ବୋଲି ଚର୍ଚ୍ଚା ହେଉଛି । ସେପଟେ କିନ୍ତୁ ଚ୍ଯା-ନେ-ଲ ପକ୍ଷରୁ ଏନେଇ କୌଣସି ସୂଚନା ମିଳିନାହିଁ । ଜୁଲାଇ ୧୯ ତାରିଖରେ ମୁମ୍ବାଇ ପୋଲିସ ଅ-ଶ୍ଳୀ-ଳ ଫି-ଲ୍ମ ତିଆରି କରିବା ଅଭିଯୋଗରେ ରାଜ କୁନ୍ଦ୍ରାଙ୍କୁ ଗି-ର-ଫ କରିଥିଲା ।

ରାଜଙ୍କ ବିରୋଧରେ ତାଙ୍କ ପାଖେ ପର୍ଯ୍ୟାପ୍ତ ପ୍ରମାଣ ଥିବା କହିଛି ପୋଲିସ । ଅନ୍ୟପଟେ ଏହି ମାମଲାକୁ ନେଇ ଶିଳ୍ପା ସେଟ୍ଟୀ ଙ୍କର କୌଣସି ଭୂମିକା ରହିଛି କି ନାହିଁ, ସେନେଇ ପୋଲିସ ଯା-ଞ୍ଚ କାର୍ଯ୍ୟ ଜାରି ରଖିଛି । ସ୍ବାମୀଙ୍କ ପାଇଁ ଶିଳ୍ପାଙ୍କ ସହ ଏପରି ହେବା କଣ ଠିକ ? ଏ ସମ୍ବନ୍ଧରେ ଆପଣଙ୍କ ମତ କଣ ଆମକୁ ନିଶ୍ଚୟ କମେଣ୍ଟ କରି ଜଣାନ୍ତୁ ଓ ପୋଷ୍ଟକୁ ଲାଇକ ଏବଂ ସେୟାର ମଧ୍ୟ କରନ୍ତୁ ।