ବଡ ଭାଇ ଶୋଇବାକୁ ଯିବାବେଳେ ଯମ ହୋଇ ଜଗିଥିଲା ସାନ ଭାଇ, ଏବେ ପୋଲିସ ଆଗରେ ବଖାଣିଲା ସତ, ପୁରା ଘଟଣା ଜାଣିଲେ ଭୟରେ ଥରିବେ

ପୋଖରୀ ଭିତରେ ପଶି ଅନେକ ସମୟ ଧରି କଣ ଖୋଜି ଚାଲିଛନ୍ତି ଅଗ୍ନିଶମ ବାହିନୀ । ଆଉ କୂଳରେ ଜମା ହୋଇ ଦେଖୁଛନ୍ତି ଶହ ଶହ ଲୋକେ । ଏହି ଘଟଣା ସମ୍ପର୍କରେ ଜାଣିଲେ ଆପଣ ଭୟରେ ଥରିବେ । ସାନ ଭାଇ ଏମିତି କିଛି କରିଛି ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଲୋକେ ଭୟରେ ଅଛନ୍ତି । 35 ଟଙ୍କା ଦେଇ ସାନ ଭାଇ ମାର୍କେଟରୁ ଏକ ଛୁ-ରି କିଣି ଆଣିଥିଲା । ଆଉ ସେହି ଛୁରିରେ ଯାହା ସବୁ କରିଛି ତାହା ପୋଲିସକୁ ଆଶ୍ଚର୍ଯ୍ୟ କରୁଛି ।

କିଛିଟା ଟଙ୍କା ପାଇଁ ସେହି ଛୁ-ରି-ରେ ଭାଇ ଭାଉଜଙ୍କୁ ମାରି ଦେଇଛି ସାନ ଭାଇ । ଆଉ ଏହି ଘଟଣା ଯିଏ ଶୁଣୁଛି ତା’ର ହୋସ୍ ଉଡିଯାଉଛି । ବାଲେଶ୍ଵର ଜିଲ୍ଲା ସୋର ଥାନା ସବିରା ପଞ୍ଚାୟତ ମାଝୀ ସାହି ଗ୍ରାମରେ ଘଟିଯାଇଛି ଏଭଳି ଅଭାବନୀୟ ଘଟଣା । ସେହି ଗ୍ରାମର ବୁଦ୍ଧିରା ବେହେରାଙ୍କ ବଡ ପୁଅ ହେଉଛନ୍ତି ରଘୁନାଥ ଓ ତାଙ୍କ ସ୍ତ୍ରୀ ହେଉଛନ୍ତି ପ୍ରଭାତୀ । ରାତିରେ ସେ କୁକୁଡା ଫାର୍ମକୁ ଶୋଇବାକୁ ଯାଉଥିବା ବେଳେ ତାଙ୍କ ଗ-ଳା କା-ଟି ତାଙ୍କୁ ହ-ତ୍ୟା କରାଯାଇଛି ।

ଆଉ ଏହି ଘଟଣାରେ ଦୁଇ ଜଣଙ୍କୁ ଗି-ର-ଫ କରିଛି ସୋର ଥାନା ପୋଲିସ । ସୂଚନା ଅନୁଯାୟୀ ଭାଇଠୁ ଜମିବିକା ଟଙ୍କା ନେବା ପାଇଁ ସାନ ଭାଇ ଶୈ-ତା-ନ ସାଜିଯାଇଛି । ଆଉ ସାନ ଭାଇକୁ ଗି-ର-ଫ କରିବା ପରେ ସିନ୍ ରିକ୍ରିଏସନ ପାଇଁ ଘଟଣାସ୍ଥଳକୁ ଟାଣି ଆଣିଛି । ସାନ ଭାଇ ଭାଉଜଙ୍କୁ ରାସ୍ତାରୁ ହଟେଇବା ପାଇଁ ଏମିତି ଯୋଜନା ରଚିଥିଲା ସାନ ଭାଇ । 35 ଟଙ୍କା ଦେଇ ଜାଗର ମେଳାରୁ ଏକ ଧା-ରୁ-ଆ ଛୁ-ରୀ କିଣିଥିଲା ଓ ସୁଯୋଗକୁ ଅପେକ୍ଷା କରି ରହିଥିଲା ।

ରାତିରେ ସାଙ୍ଗମାନଙ୍କ ସହ ମ-ଦ ପିଇବା ପରେ ନିଜ ବନ୍ଧୁଙ୍କ ସହ ମିଶି ଘଟାଇଥିଲା ଏଭଳି ଜ-ଘ-ନ୍ୟ କା-ଣ୍ଡ । ଭାଇ ଭାଉଜ ରାତିରେ କୁକୁଡା ଫାର୍ମକୁ ଶୋଇବାକୁ ଯାଉଥିବା ବେଳେ ଯମ ହୋଇ ବାଟରେ ଜଗି ବସିଥିଲା ସାନ ଭାଇ । ସେମାନଙ୍କୁ ଅଟକାଇବା ସହ ପ୍ରଥମେ ଏ-ସି-ଡ ମା-ରି-ବା ସହ ତା’ ପରେ ଛୁ-ରା ମା-ଡ କରିଥିଲା ଏବଂ ପରେ ଖଣ୍ଡାରେ ହାଣିଥିଲା ସାନ ଭାଇ ମଧୁସୂଦନ ବେହେରା । ତା’ ସାଥି ମାନସ ମଧ୍ୟ ଏଥିରେ ତାକୁ ସହଯୋଗ କରିଥିଲା ।

ଏନେଇ ତାଙ୍କ ମା’ କହିଛନ୍ତି କି ସାନ ପୁଅ ବର୍ଷେ ହେଲା ତାଙ୍କ ସହ କଥା ହେଉ ନଥିଲା । ତା’ର ଯଦି ଟଙ୍କା ଦରକାର ଥିଲା ତେବେ ତାଙ୍କୁ କହିଥାନ୍ତା । ହେଲେ ପରକଥାରେ ପଡି ଏଭଳି ଜ-ଘ-ନ୍ୟ କା-ଣ୍ଡ ଭିଆଇଲା । ସାନ ପୁଅ ବଡ ପୁଅକୁ ହ-ତ୍ୟା କରିବା ଘଟଣାରେ ମା’ ଏକଦମ ଦୁଃଖରେ ଭାଙ୍ଗି ପଡିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।