ରାସ୍ତା ଉପରେ ଛେଚି ଦେଇଗଲେ ବ୍ରହ୍ମପୁରର K. Deepika, ଆଉ କେତେବା ସହିଥାନ୍ତେ ! ଦେଖନ୍ତୁ video

ପ୍ରେମିକ ଦିନେଶଙ୍କ ଘର ଆଗରେ ନ୍ୟାୟ ପାଇଁ ଦୀର୍ଘ ଦିନରୁ ଧାରଣାରେ ବସିଥିବା ଦୀପିକା ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ସ୍ତ୍ରୀ’ର ଅଧିକାର ପାଇବା ପାଇଁ ଏବଂ ନିଜ ପୁଅକୁ ବାପାର ଅଧିକାର ଦେବାକୁ ଦୀପିକାଙ୍କ ଲଢେଇ ତ ଜାରି ରହିଛି । ଏବେ ଏହାରି ମଧ୍ୟରେ ଦୀପିକାଙ୍କ ଆଉ ଏକ ଲଢେଇର ଭିଡିଓ ଭାଇରାଲ ହେଉଛି । ଶହ ଶହ ଲୋକଙ୍କ ମଧ୍ୟରେ ଦୀପିକା ଜଣେ ଯୁବକଙ୍କୁ ପି-ଟୁ ଥିବାର ଦେଖିବାକୁ ମିଳିଛି । ପାଖରେ ଥିବା ଲୋକ କି ପୋଲିସ ଯେତେ ଯିଏ ଅଟକାଇଲେ ମଧ୍ୟ କାହାରି କଥାକୁ ଖାତିର କଲେନି ଦୀପିକା ।

ବିଚ୍ ରାସ୍ତାରେ ଯୁବକଙ୍କ କଲର୍ ଟାଣି ଦେଇ ଚାଲିଲେ ଉତ୍ତମମଧ୍ୟମ । ମନ ଶାନ୍ତି ହେବା ଜାଣେ ଯୁବକଙ୍କୁ କୁଟି ଦେଇଗଲେ । ଆଉ ଦୀପିକା କଣ ପାଇଁ ଯୁବକଙ୍କୁ ମା-ରି-ଲେ ଆପଣ ବି କହିବେ ଭଲ ହେଇଛି । ଶହ ଶହ ଲୋକ ଥିବାବେଳେ ଯୁବକଜଣକ ସମସ୍ତଙ୍କ ସାମ୍ନାରେ ଦୀପିକାଙ୍କୁ କମେଣ୍ଟ ମା-ରି ଦେଇଥିଲେ । ଯାହା ସହି ପାରି ନଥିଲେ ଦୀପିକା । ଯେଉଁଥି ପାଇଁ ଦୀପିକା ଉକ୍ତ ଯୁବକଙ୍କ ସାର୍ଟ ଘୋଷାଡ଼ି ଆଣି ତାଙ୍କୁ ଖୁବ ପି-ଟି-ଥି-ଲେ ।

ଏହି ଭିଡିଓରେ ଆପଣ ଦେଖିବାକୁ ପାଇବେ କି, ଶହ ଶହ ଲୋକଙ୍କ ମଧ୍ୟରେ ଏକା ସଂଘର୍ଷ କରୁଛନ୍ତି କେ. ଦୀପିକା । ତାଙ୍କ ସହ ଦୁର୍ବ୍ୟବହାର କରିଥିବା ଯୁବକଙ୍କୁ ଜବାବ ଦେବା ସହ ଏକାକୀ ମା-ଡ ମା-ରୁ-ଛ-ନ୍ତି ଦୀପିକା । ଦୀପିକାଙ୍କ ଏଭଳି ପ୍ରଚଣ୍ଡ ରାଗର କାରଣ ହେଉଛି ବଡମାସ ଯୁବକଙ୍କ କମେଣ୍ଟ ।

ଯାହାପରେ ସେଠାରେ ଏଭଳି ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳିଥିଲା । ଗଞ୍ଜାମରେ ସ୍ଵାମୀର ଅଧିକାର ପାଇଁ ଲଢେଇ କରି ଚର୍ଚ୍ଚାରେ ଥିବା ଦୀପିକା ଏହି କାରଣ ପାଇଁ ଏବେ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି । ଜଣେ ଯୁବକ ବ୍ରହ୍ମପୁର ଟ୍ରାଫିକ ଥାନା ନିକଟସ୍ଥ ସାହିରେ ଦୀପିକାଙ୍କୁ କମେଣ୍ଟ ମା-ରି-ଥି-ଲେ ଏହି ଯୁବକ । ଯାହାପରେ ଦୀର୍ଘ ସମୟ ଧରି ତାଙ୍କୁ ନିଜ ଦୋକାନରେ ଅଟକ ରଖିଥିଲେ ଦୀପିକା । ଯାହାପରେ ଉକ୍ତ ଯୁବକଙ୍କ ସାଙ୍ଗମାନେ ଆସି ଦୀପିକାଙ୍କୁ ଆ-କ୍ର-ମ-ଣ କରିଥିଲେ ।

ଦୀପିକା ଓ ସେହି ଯୁବକଙ୍କ ମଧ୍ୟରେ ରାସ୍ତା ଉପରେ ମା-ର-ପି-ଟ ଆରମ୍ଭ ହୋଇ ଯାଇଥିଲା । ସୂଚନା ମିଳିବା ପରେ ଟାଉନ ଥାନା ପୋଲିସ ତୁରନ୍ତ ଯାଇ ସେଠାରେ ପହଞ୍ଚିଥିଲେ । ପରିସ୍ଥିତିକୁ ଆୟତ୍ତ କରିବା ସହ ଜଣେ ଯୁବକଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।