ପସନ୍ଦ କରନ୍ତୁ ଭଗବାନ ବୁଦ୍ଧଙ୍କ ଏକ ଚିତ୍ରକୁ ଓ ଜାଣନ୍ତୁ ନିଜ ଭବିଷ୍ୟତର ଏକ ଝଲକ

କହିବାକୁ ଗଲେ ବୌଦ୍ଧ ଧର୍ମ ଶାନ୍ତି ଓ ସୌହାର୍ଦ୍ୟର ସନ୍ଦେଶ ଦେଇଥାଏ । ମହାତ୍ମା ବୁଦ୍ଧ ଏକ ରାଜା ପୁତ୍ର ହୋଇ ମଧ୍ୟ ସେ ନିଜର ରାଜକାର୍ଯ୍ୟ ଛାଡି ସନ୍ୟାସୀ ହୋଇଥିଲେ । ସେ ନିଜର ଜ୍ଞାନକୁ ନିଜ ମଧ୍ୟରେ ସୀମିତ ନ ରଖି ଜନ ସମାଜରେ ପ୍ରଚାର ଓ ପ୍ରସାର କରିଥିଲେ । ସେଥିପାଇଁ ଆଜି ଦେଶ ବିଦେଶରେ ତାଙ୍କ ଆଦର୍ଶ ଓ ନୀତିକୁ ଅନୁସରଣ କରୁଛନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ବୁଦ୍ଧ ସମ୍ବନ୍ଧୀୟ କିଛି ଚିତ୍ର ଦେଖାଇବୁ ଏହି ଚିତ୍ରକୁ ଦେଖି ଆପଣ ଆପଣଙ୍କ ଭବିଷ୍ୟତ ବିଷୟରେ ଜାଣି ପାରିବେ ।

ତେବେ ଆସନ୍ତୁ ଜାଣିବା ସେହି ଚିତ୍ର ବିଷୟରେ ଯାହା ଆପଣଙ୍କ ବ୍ୟକ୍ତିତ୍ଵ ଓ ଭବିଷ୍ୟତ ବିଷୟରେ କିଛି ଖାସ ସୂଚନା ଦେଇଥାଏ । ତେବେ ବାଛନ୍ତୁ ଗୋଟିଏ ବୁଦ୍ଧ ଦେବଙ୍କର ସ୍ୱରୂପ ।

ପ୍ରଥମ ଚିତ୍ର

ଏହି ଚିତ୍ରକୁ ପସନ୍ଦ କରୁଥିବା ବ୍ୟକ୍ତି ଭୂମି ସହ ଜଡିତ ବ୍ୟକ୍ତି ଅଟନ୍ତି । ଯିଏକି ନିଜ ଲୋକମାନଙ୍କୁ ବହୁତ ଭଲ ପାଆନ୍ତି । ଆପଣ ସବୁବେଳେ ସାଥି ଚାହାନ୍ତି । ଆପଣ ସବୁ ପରିସ୍ଥିତିରେ ସନ୍ତୁଳନ ରଖିବାକୁ ଚାହାନ୍ତି । ଆପଣ ନିଜକୁ ସ୍ଵତନ୍ତ୍ର ରଖିବାକୁ ଚାହାନ୍ତି । ଆପଣ ସବୁବେଳେ ସଚେତନ ରୁହନ୍ତି । ଆପଣ ଯଦି ବହୁତ ଦିନରୁ କାହାକୁ ଅପେକ୍ଷା କରିଛନ୍ତି ତେବେ ଆପଣଙ୍କୁ ମନପସନ୍ଦର ସାଥି ମିଳିବ ।

ଦ୍ଵିତୀୟ ଚିତ୍ର

ଏହି ଚିତ୍ରକୁ ପସନ୍ଦ କରୁଥିବା ବ୍ୟକ୍ତି ବହୁତ ମଜବୁତ ବ୍ୟକ୍ତିତ୍ଵ ବାଲା ବ୍ୟକ୍ତି ଅଟନ୍ତି । ଏହି ବ୍ୟକ୍ତି ସ୍ଵତନ୍ତ୍ର ରହିବାକୁ ପସନ୍ଦ କରନ୍ତି ଓ କୌଣସି ପ୍ରକାର ରିସ୍କ ନେବାକୁ ଚାହାନ୍ତି ନାହିଁ । ଆପଣ କୌଣସି ଜିନିଷକୁ ଭୟ କରନ୍ତି ନହିଁ । ଆପଣ ନିଜ ଜୀବନରେ ବହୁତ ଚେଞ୍ଜେସ ଚାହାନ୍ତି ।

ତୃତୀୟ ଚିତ୍ର

ଏହି ଚିତ୍ର କୁ ପସନ୍ଦ କରୁଥିବା ବ୍ୟକ୍ତି ବହୁତ ଧର୍ଯ୍ୟ ବାନ ବ୍ୟକ୍ତି ଅଟନ୍ତି । ଏହି ବ୍ୟକ୍ତିଙ୍କୁ ସବୁ କାର୍ଯ୍ୟରେ ବିଶ୍ଵାସ କରି ହେବ । ଆପଣ ବହୁତ ନିରୀହ ବ୍ୟକ୍ତି ଅଟନ୍ତି । ଆପଣ କାହାକୁ ବି ହୃଦୟରେ ଦୁଖ ଦେବାକୁ ପସନ୍ଦ କରନ୍ତି ନାହିଁ । ଆପଣ ଯଦି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତେବେ ସେହି ସମସ୍ୟାକୁ ଦୃଢ ଭାବେ ସାମ୍ନା କରନ୍ତୁ ।

ଚତୁର୍ଥ ଚିତ୍ର

ଏହି ଚିତ୍ରକୁ ପସନ୍ଦ କରୁଥିବା ବ୍ୟକ୍ତିମାନେ ନିଜ ଠାରୁ ଅନ୍ୟ ମାନଙ୍କର ଅଧିକ ଧ୍ୟାନ ରଖନ୍ତି । ଏହି ବ୍ୟକ୍ତି ବହୁତ ନମ୍ର ଓ ଭଦ୍ର ବ୍ୟକ୍ତି ଅଟନ୍ତି ଏମାନେ ସବୁବେଳେ ଅନ୍ୟମାନଙ୍କୁ ସାହାର୍ଯ୍ୟ କରିଥାନ୍ତି । ଆପଣ କୌଣସି ବନ୍ଧନରେ ବାନ୍ଧି ହବାକୁ ଚାହାନ୍ତି ନାହିଁ । ଆପଣ ବହୁତ ସ୍ଵତନ୍ତ୍ର ସ୍ଵଭାବର ବ୍ୟକ୍ତି ଅଟନ୍ତି ।

ପଞ୍ଚମ ଚିତ୍ର

ଏହି ଚିତ୍ରକୁ ପସନ୍ଦ କରୁଥିବା ବ୍ୟକ୍ତି ବହୁତ ମହତ୍ଵକାଙ୍ଖି ବ୍ୟକ୍ତି ଅଟନ୍ତି । ଆପଣଙ୍କ ସ୍ଵପ୍ନ ଓ ଉଦେଶ୍ୟ ବହୁତ ବଡ ହୋଇଥାଏ । ଆପଣ ନିଜ ହିତ ଅନୁସାରେ କାମ କରନ୍ତି । ଆପଣଙ୍କୁ ନିଜ ଉପରେ ବିଶ୍ଵାସ ରଖିବା ଉଚିତ କାହିଁକି ନା ପରିଶ୍ରମ ଫଳରେ ଦିନେ ଦିନେ ଆପଣଙ୍କୁ ନିଶ୍ଚିତ ମିଳିବ । ଆପଣଙ୍କର ବହୁତ ବଡରୁ ବଡ କାର୍ଯ୍ୟ ସହଜରେ ହୋଇଯାଏ । ଆପଣ ବହୁତ ଧର୍ଯ୍ୟ ବାନ ଓ ମଜବୁତ ବ୍ୟକ୍ତି ଅଟନ୍ତି । ଆପଣ ଜଣେ ଆତ୍ମବିଶ୍ଵାସୀ ବି ବ୍ୟକ୍ତି ଅଟନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।