ବାଛନ୍ତୁ ଯେ କୌଣସି ଗୋଟିଏ ନମ୍ବର ଓ ଜାଣନ୍ତୁ ଆପଣଙ୍କ ଲଭର ଙ୍କୁ କଣ ପସନ୍ଦ ? Love Quiz Game

ଆଜିକାଲି ସମସ୍ତଙ୍କର ବୟଫ୍ରେଣ୍ଡ ଓ ଗାର୍ଲ ଫ୍ରେଣ୍ଡ ଅଛନ୍ତି । ଏମିତିରେ କିଛି ଯୋଡି ନିଜର ସମ୍ପର୍କକୁ ଗୋଟିଏ ନା ଦିଅନ୍ତି ତ କେତେକ ଯୋଡି ନିଜର ସମ୍ପର୍କକୁ ଭାଙ୍ଗି ଦିଅନ୍ତି । ବ୍ଯକ୍ତିର ପସନ୍ଦ ତାର ବ୍ୟକ୍ତିତ୍ବ ଓ ସ୍ଵଭାବରୁ ଜଣା ପଡିଥାଏ । ଯେଉଁମାନେ ପ୍ରେମ ସମ୍ପର୍କରେ ରହିଥାନ୍ତି ସେମାନେ ନିଜର ସାଥି ବିଷୟରେ ଜାଣିବା ପାଇଁ ଅନେକ ଚେଷ୍ଟା କରିଥାନ୍ତି । ପ୍ରେମ ଏକ ଏମିତି ସମ୍ପର୍କ ଯାହା କାହା ସହ ତୁଳନା କରାଯାଇ ପାରିବ ନାହି । ପ୍ରେମ ଏମିତି ଏକ ନିଆରା ସମ୍ପର୍କ ଯାହାର ବାସ୍ତବରେ କଳ୍ପନା କରିବା ଅସମ୍ଭବ ଅଟେ ।

ପ୍ରେମରେ ବନ୍ଧା ହୋଇଥିବା ମଣିଷ ନିଜର ସବୁ କିଛି ଭୁଲି କେବଳ ନିଜ ଜୀବନ ସାଥି ବିଷୟରେ ଚିନ୍ତା କରିଥାଏ । ଦୁହେଁ ପରସ୍ପର ସହ ସାତ ଜନ୍ମ ପାଇଁ ଏକାଠି ରହିବାକୁ ନିଷ୍ପତି ନେଇଥାନ୍ତି । ଆଜି ଆମେ ଆପଣଙ୍କ ପାଇଁ କିଛି ରୋମାଞ୍ଚକର ବିଷୟବସ୍ତୁ ନେଇ ଆସିଛୁ ଯାହା କେବଳ ପ୍ରେମ ଉପରେ ଆଧାରିତ ।

ବନ୍ଧୁଗଣ ଏଠାରେ ୮ଟି ନମ୍ବର ଦିଆଯାଇଛି ଯେଉଁଥିରେ ଆପଣ ନିଜ ସାଥିଙ୍କର ପସନ୍ଦ ନା ପସନ୍ଦ ବିଷୟରେ କୁହାଯାଇଛି ।

ନମ୍ବର ୧ – ଯଦି ଆପଣ ପ୍ରଥମ ଚିତ୍ରଟିକୁ ପସନ୍ଦ କରିଥାନ୍ତି ତେବେ ଆପଣଙ୍କ ଜୀବନ ସାଥି ନୂଆ ନୂଆ ଖାଇବା ବନେଇବା ସହ ଭଲ ଖାଦ୍ଯ ଖାଇବାକୁ ପସନ୍ଦ କରନ୍ତି ।

ନମ୍ବର ୨ – ଯଦି ଆପଣ ଦିତୀୟ ଚିତ୍ରଟିକୁ ପସନ୍ଦ କରିଥାନ୍ତି ତେବେ ଆପଣଙ୍କ ଜୀବନ ସାଥି ନୂଆ ଜିନିଷପତ୍ର କିଣିବା ସହ ନିଜ ପାଇଁ ନୂଆ ପୋଷାକ କିଣିବାକୁ ବହୁତ ପସନ୍ଦ କରିଥାନ୍ତି ।

ନମ୍ବର ୩ – ଯଦି ଆପଣ ତୃତୀୟ ଚିତ୍ରଟିକୁ ପସନ୍ଦ କରନ୍ତି ତେବେ ଆପଣଙ୍କ ଜୀବନ ସାଥି ଡ୍ୟାନ୍ସ କରିବା ସହ ନିଜର ପରଫୋମକୁ ବେଶ ଭଲ ଭାବରେ ପ୍ରଦର୍ଶନ କରିବାକୁ ପସନ୍ଦ କରନ୍ତି ।

ନମ୍ବର ୪ – ଯଦି ଆପଣଙ୍କୁ ଚତୁର୍ଥ ଚିତ୍ରଟି ପସନ୍ଦ ଆସିଥାଏ ତେବେ ଆପଣଙ୍କ ଜୀବନ ସାଥିଙ୍କୁ ଚିତ୍ର ବା ଛବି ତିଆରି କରିବାକୁ ଭଲ ଲାଗିଥାଏ । ନିଜର ସୁନ୍ଦର ଚିତ୍ରରେ ସେ ଆପଣଙ୍କୁ କେତେ ଭଲ ପାଇନ୍ତି ତାହା ଜଣାଇଥାନ୍ତି ।

ନମ୍ବର ୫ – ଯଦି ଆପଣ ପଞ୍ଚମ ଚିତ୍ରଟିକୁ ବାଛିଥାନ୍ତି ତେବେ ଆପଣଙ୍କ ଜୀବନ ସାଥୀ ଖେଳିବାକୁ ଆଗ୍ରହୀ ହୋଇଥାନ୍ତି । ଏହା ଛଡା ଆପଣଙ୍କ ଜୀବନ ସାଥି ଗୁପ୍ଚୁପ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି ।

ନମ୍ବର ୬ – ଯଦି ଆପଣ ୬ ନମ୍ବର ଚିତ୍ରଟିକୁ ବାଛିଥାନ୍ତି ତେବେ ଆପଣଙ୍କ ଜୀବନ ସାଥିଙ୍କୁ ଅଧିକ କଥାବାର୍ତ୍ତା ହେବାକୁ ଭଲ ଲାଗିଥାଏ । ଏହାଛଡା ଆପଣଙ୍କ ଜୀବନ ସାଥି ଦୁଖୀ ଗରିବ ଲୋକମାନଙ୍କୁ ସାହାଜ୍ଯ କରିବାକୁ ପସନ୍ଦ କରିଥାନ୍ତି ।

ନମ୍ବର ୭ – ଯଦି ଆପଣ ୭ ନମ୍ବର ଛବିଟିକୁ  ପସନ୍ଦ କରିଛନ୍ତି ତେବେ ଆପଣଙ୍କ ଜୀବନ ସାଥିଙ୍କୁ ମୋବାଇଲ ବ୍ୟବହାର କରିବା ସହ ଚ୍ୟାଟିଙ୍ଗ କରିବାକୁ ଭଲ ଲାଗିଥାଏ ।

ନମ୍ବର ୮ – ଯଦି ଆପଣ ୮ ନମ୍ବର ଚିତ୍ରଟିକୁ ପସନ୍ଦ କରିଛନ୍ତି ତେବେ ଆପଣଙ୍କ ଜୀବନ ସାଥି କୌଣସି ସ୍ଥାନକୁ ବୁଲିବାକୁ ଯିବା ପାଇଁ ପସନ୍ଦ କରିଥାନ୍ତି ।

ବନ୍ଧୁଗଣ ଯଦି ଆପଣମାନଙ୍କୁ ପ୍ରେମ ବିଷୟରେ ଏହି ଟିପ୍ପଣୀଟି ଭଲ ଲାଗିଥାଏ ତେବେ ଆମ ସହ ଆଗକୁ ବଢିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।