ବାଛନ୍ତୁ ନିଜ ପସନ୍ଦର 1 ପ୍ରଜାପତି ଓ ଜାଣନ୍ତୁ ଆପଣଙ୍କ ଲାଇଫ ରେ ବହୁତ ଜଲ୍ଦି କିଏ ଆସିବାକୁ ଯାଉଛି ? Love Quiz Game

ବାଛନ୍ତୁ ଏଥିରୁ ଗୋଟିଏ ପ୍ରଜାପତି ଏବଂ ଜାଣନ୍ତୁ ଆପଣଙ୍କ ଜୀବନରେ କିଏ ଶିଘ୍ର ଆସିବାକୁ ଯାଉଛି ! ମାନନ୍ତି ଯେ ବ୍ୟକ୍ତିର ପସନ୍ଦ ନା ପସନ୍ଦ ବ୍ୟକ୍ତିର ବ୍ୟକ୍ତିତ୍ଵ ଏବଂ ସ୍ବଭାବର ଆଇନା ହୋଇଥାଏ । କାହାର ପସନ୍ଦ ତାହାର ଜୀବନ ଏବଂ ସ୍ବଭାବ ସହିତ ଯୋଡି ହୋଇ ଥିବା କିଛି ଲୁଚି ରହିଥିବା ରହସ୍ୟ ବିଷୟରେ କହିଥାଏ । ଆଜି ଆମେ ଆପଣଙ୍କ ପାଇଁ ବହୁତ ମଜାଦାର କୁଇଜ୍ ଖେଳ ନେଇ ଆସିଛୁ, ଏଠାରେ ୫ଟି ଭିନ୍ନ ଭିନ୍ନ ପ୍ରକାରର ପ୍ରଜାପତି ଦେଖାଇବୁ ଯେଉଁଥିରୁ ଆପଣଙ୍କୁ ଆପଣଙ୍କ ପସନ୍ଦର ପ୍ରଜାପତି ବାଛିବାକୁ ପଡ଼ିବ ।

ଏଥିପାଇଁ ଆପଣଙ୍କୁ ମାତ୍ର ୫ ସେକେଣ୍ଡ ସମୟ ମିଳିବ, ଆପଣ ବାଛିଥିବା ପ୍ରଜାପତିରୁ ଆମେ କହିବୁ ଆପଣଙ୍କ ଜୀବନରେ ଶିଘ୍ର କିଏ ଆସିବାକୁ ଯାଉଛନ୍ତି । ଏବେ ଏଥିରୁ ବାଛନ୍ତୁ ଗୋଟିଏ ପ୍ରଜାପତି ଏବଂ ଜାଣନ୍ତୁ ଆପଣଙ୍କ ଜୀବନରେ କିଏ ଆସିବାକୁ ଯାଉଛି ? ବାଛନ୍ତୁ ଏଥିରୁ ଗୋଟିଏ ପ୍ରଜାପତି ୧, ୨, ୩, ୪, ଏବଂ ୫ ।

୧- ସର୍ବପ୍ରଥମେ କଥା ହେବା ତାଙ୍କର ଯେଉଁମାନେ ନଂ-୧ ପ୍ରଜାପତି ବାଛିଛନ୍ତି । ଯଦି ଆପଣ ବାଛିଛନ୍ତି ନଂ-୧ ତେବେ ଆପଣଙ୍କ ଜୀବନରେ ସେହି ବ୍ୟକ୍ତି ଆସିବେ ଯାହାକୁ ଆପଣ ଅନେକ ଦିନ ଧରି ଧର୍ଯ୍ୟର ସହିତ ଅପେକ୍ଷା କରିଛନ୍ତି, ଯାହା ବିଷୟରେ ଆପଣ ସବୁବେଳେ ଭାବୁ ଥାନ୍ତି ।

୨- ଏବେ କଥା ହେବା ତାଙ୍କର ଯେଉଁମାନେ ନଂ-୨ ପ୍ରଜାପତି ବାଛିଛନ୍ତି । ଯଦି ଆପଣ ନଂ-୨ ପ୍ରଜାପତି ବାଛିଛନ୍ତି ତେବେ ଉତ୍ତର ହେଉଛି ଆପଣଙ୍କ ଜୀବନରେ ଆପଣଙ୍କ ଜୀବନସାଥି ବହୁତ ଶିଘ୍ର ଆସିବାକୁ ଯାଉଛନ୍ତି, ଯାହାଙ୍କୁ ନେଇ ଆପଣ ସବୁବେଳେ ଉଦାସ ହୋଇ ରୁହନ୍ତି ଏବଂ ଆପଣଙ୍କର କୈାଣସି କାର୍ଯ୍ୟରେ ମନ ଲାଗେ ନାହିଁ, ଯାହାଙ୍କ କଥା ଆପଣ ସବୁବେଳେ ଭାବି ଥାନ୍ତି ।

୩- ଏବେ କଥା ହେବା ତାଙ୍କର ଯେଉଁମାନେ ନଂ-୩ ପ୍ରଜାପତି ବାଛିଛନ୍ତି । ଯଦି ଆପଣ ନଂ-୩ ପ୍ରଜାପତି ବାଛିଛନ୍ତି ତେବେ ଉତ୍ତର ହେଉଛି ଆପଣଙ୍କ ଜୀବନରେ ଜଣେ ଭଲ ସାଙ୍ଗ ମାନେ ଯିଏ ଆପଣଙ୍କ ମନ କଥା ବୁଝି ପାରୁଥିଲା ପ୍ରକୃତ ସାଙ୍ଗ ଆସିବାକୁ ଯାଉଛି । ଯାହାଙ୍କ ସହିତ ଆପଣଙ୍କୁ ସମୟ ବିତାଇବାକୁ ବହୁତ ଭଲ ପାଆନ୍ତି । ଏମିତିରେ ଆପଣଙ୍କର ଅନେକ ସାଙ୍ଗ ଥିବେ ହେଲେ ଆପଣଙ୍କର ଘନିଷ୍ଠ ସାଙ୍ଗ ବହୁତ କମ୍ ଥିବେ ନହେଲେ ହୋଇପାରେ କେହି ବି ନଥିବେ ।

୪- ଏବେ କଥା ହେବା ତାଙ୍କର ଯେଉଁମାନେ ନଂ-୪ ପ୍ରଜାପତି ବାଛିଛନ୍ତି । ଯଦି ଆପଣ ନଂ-୪ ବାଛିଛନ୍ତି ତେବେ ଉତ୍ତର ହେଉଛି ଆପଣଙ୍କ ଜୀବନରେ ବହୁତ ଶିଘ୍ର ପ୍ରେମିକା/ପ୍ରମିକ ଆସିବାକୁ ଯାଉଛନ୍ତି, ଯାହାକୁ ଆପଣ ବହୁତ ଭଲ ପାଆନ୍ତି ଏବଂ ତାଙ୍କ ସାଥିରେ ରହି ଆପଣ ଆପଣଙ୍କ ସମସ୍ତ ସମସ୍ୟାର ସମାଧାନ କରି ପାରିବେ ।

୫- ଏବେ କଥା ହେବା ତାଙ୍କର ଯେଉଁମାନେ ନଂ-୫ ପ୍ରଜାପତି ବାଛିଛନ୍ତି । ଜଦି ଆପଣ ବାଛିଛନ୍ତି ନଂ-୫ ତେବେ ଆପଣ ଆପଣଙ୍କ ଜୀବନରେ ପ୍ରକୃତ ପ୍ରେମକୁ ପାଇବାକୁ ଯାଉଛନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।