ବାଛନ୍ତୁ ନିଜ ପସନ୍ଦର ମହାତ୍ମା ବୁଦ୍ଧଙ୍କର ଗୋଟିଏ ଛବି ଓ ଜାଣନ୍ତୁ ନିଜ ଵିଷୟରେ ଏକ ଖାସ କଥା- Personality Test

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ସମାଜ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ଶାସ୍ତ୍ର କୁ ବିଶ୍ଵ ର ପ୍ରାୟ ସମସ୍ତ ଲୋକ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ ବୋଲି ଆମେ ମାନେ ବିଶ୍ୱାସ କରିଥାଉ ଏବଂ ଏହା ପ୍ରମାଣିତ ମଧ୍ୟ ହୋଇଛି । ଶାସ୍ତ୍ର ରେ ଅନେକ ଉପକାରୀ ଜିନିଷ ସମ୍ପର୍କରେ ଲେଖା ହୋଇଥାଏ । ଶାସ୍ତ୍ର ରେ ଯାହା ସବୁ ଲେଖା ହୋଇଥାଏ ତାହା ସତ୍ୟ ଅଟେ ବୋଲି ଭଗବାନ ଶିବ ମଧ୍ୟ କହିଛନ୍ତି ।

ଶାସ୍ତ୍ର ରେ ଏପରି କିଛି ଲେଖା ହୋଇଥାଏ ବେଳେବେଳେ ଆମେ ଏହାକୁ ଦେଖିଲେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥାଉ । ଶାସ୍ତ୍ର ରେ ମନବିଜ୍ଞାନ ଵିଷୟ ରେ ଅନେକ କଥା ଲେଖା ହୋଇଛି । ମନ ବିଜ୍ଞାନ ଦ୍ଵାରା ଆମେ ଅନ୍ୟ ଜଣଙ୍କ ର ମନ କଥା କୁ ବହୁତ ସହଜ ରେ ଜାଣି ପାରିଥାଉ ।

ମନ ବିଜ୍ଞାନ ଅନୁସା ରେ ଲୋକଙ୍କ ର ବାଛିବା ଶୈଳୀ ରୁ ହିଁ ଆମେ ତାଙ୍କ ଵିଷୟ ରେ ବହୁତ କିଛି କଥା ଜାଣିପାରିବା । ଲୋକଙ୍କ ର ବାଛିବା ରୁ ସେମାନଙ୍କ ର ସ୍ଵଭାଵ ସମ୍ପର୍କରେ ମଧ୍ୟ ଜଣାପଡ଼ିଥାଏ । ତେବେ ଆଜି ମଧ୍ୟ ଆମେ ଆପଣଂକୁ ଏହି ପରି କିଛି ବିଷୟରେ ଜଣାଇବୁ । ତେବେ ଆସନ୍ତୁ ଜାଣିବା ସେହି ଵିଷୟରେ । ବନ୍ଧୁଗଣ ବର୍ତ୍ତମାନ ଆପଣଙ୍କ ସମ୍ମୁଖରେ ଭଗବାନ ବୁଦ୍ଧ ଙ୍କ ର କିଛି ଛବି ଦିଆ ଯାଇଛି ଏହା ମଧ୍ୟରୁ ଆପଣ ଗୋଟିଏ ଛବି କୁ ବାଛନ୍ତୁ ।

ପ୍ରଥମ ଛବି-ଯଦି ଆପଣ ପ୍ରଥମ ଛବି ଟି କୁ ବାଛିଛନ୍ତି ତେବେ ଜାଣି ରଖନ୍ତୁ ଯେ ଆପଣ ନିଜ ଲୋକ ମାନଙ୍କୁ ବହୁତ ଭଲ ପାଇଥାଆନ୍ତି । ଆପଣ ସବୁବେଳେ ଶାନ୍ତ ରହିବାକୁ ପସନ୍ଦ କରିଥାନ୍ତି । ଆପଣ ଯଦି ଏବେ କୌଣସି ଖାସ ବ୍ୟକ୍ତି ଙ୍କ ର ଅପେକ୍ଷା ରେ ରହିଛନ୍ତି ତେବେ ସେ ଆପଣଂକୁ ଖୁବ ଶୀଘ୍ର ମିଳିଯିବ ।

ଦ୍ଵିତୀୟ ଛବି-ଯଦି ଆପଣଂକୁ ଦ୍ଵିତୀୟ ଛବି ଟି ପସନ୍ଦ ଆସିଛି ତେବେ ଆପଣ ଜାଣି ରଖନ୍ତୁ ଯେ ଆପଣ ବହୁତ ମଜବୁତ ସ୍ଵଭାଵ ର ବ୍ୟକ୍ତିତ୍ୱ ଅଟନ୍ତି । ଦୁନିଆ ରେ ଏପରି କିଛି ଜିନିଷ ନାହିଁ ଯାହା ଆପଣଙ୍କୁ ଡ଼ରାଇ ପାରିବ । ଆପଣ ସବୁବେଳେ ସ୍ୱତନ୍ତ୍ର ରହିବାକୁ ପସନ୍ଦ କରିଥାନ୍ତି । ବର୍ତ୍ତମାନ ଆପଣଙ୍କ ଜୀବନ ରେ ସେହି ସମୟ ଆସିବାକୁ ଯାଉଛି ଯାହା ଆପଣଂକୁ ବଦଳାଇବା ପାଇଁ ପ୍ରେରଣା ଦେଇପାରେ ।

ତୃତୀୟ ଛବି-ଯଦି ଆପଣ ତୃତୀୟ ଛବି ଟି କୁ ବାଛିଛନ୍ତି ସେମାନଙ୍କ ମଧ୍ୟରେ ଅଦ୍ଭୁତ ଧର୍ଯ୍ୟ ରହିଥାଏ । ଏହା ସହିତ ତାଙ୍କ ଉପରେ ଭରସା ମଧ୍ୟ କରାଯାଇପାରେ । ଏହି ଲୋକ ମାନେ ବହୁତ ବିଶ୍ୱସ୍ତ ଓ ସମର୍ପିତ ମନଭାବ ବିଶିଷ୍ଟ ବ୍ୟକ୍ତି ହୋଇଥାନ୍ତି । ଆପଣ କାହାର ମନ କି କଷ୍ଟ ହେଲା ଭଳି କିଛି କାମ କରି ନ ଥାନ୍ତି ।

ଚତୁର୍ଥ ଛବି-ଯେଉଁ ମାନେ ବୁଦ୍ଧ ଙ୍କ ର ଏହି ଚତୁର୍ଥ ଛବି କୁ ବାଚିଛନ୍ତି ସେମାନେ ସର୍ବ ପ୍ରଥମେ ଅନ୍ୟର ହିତ ପାଇଁ ଚିନ୍ତା କରିଥାନ୍ତି । ଯେତେବେଳେ ବି ଯାହାକୁ ସାହାଯ୍ୟ ର ଆବଶ୍ୟକତା ହୋଇଥାଏ ସେତେବେଳେ ସେ ଆପଣଙ୍କ ଉପରେ ନିର୍ଭର କରିଥାଏ । ଆପଣ ବହୁତ ନମ୍ର ଓ ସ୍ୱତନ୍ତ୍ର ସ୍ଵଭାଵ ର ବ୍ୟକ୍ତି ଅଟନ୍ତି ।

ପଞ୍ଚମ ଛବି-ଯେଉଁ ମାନେ ବୁଦ୍ଧ ଙ୍କ ର ପଞ୍ଚମ ଛବି ଟି କୁ ବାଛିଛନ୍ତି ସେମାନେ ବହୁତ ମହତ ଆକାଂକ୍ଷୀ ବ୍ୟକ୍ତି ଅଟନ୍ତି । ଆପଣଙ୍କ ର ଉଦେଶ୍ୟ ବହୁତ ବଡ଼ ହୋଇଥାଏ । ଆପଣ ରଚନାତ୍ମକ ସ୍ଵଭାଵ ର ବ୍ୟକ୍ତି ଅଟନ୍ତି । ଆପଣଂକୁ ଯେଉଁ ଶକ୍ତି ର ଆବଶ୍ୟକ ଅଛି ତାହା ଆପଣଙ୍କ ମଧ୍ୟରେ ହିଁ ଲୁଚି କରି ରହିଛି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।