ବାଛନ୍ତୁ କୌଣସି 1 ସ୍ଟୋନ ଓ ଜାଣନ୍ତୁ ନିଜର ସମସ୍ୟା ଓ ତା’ର ସମାଧାନ – Personality Test

ଜୋତିଶ ଶାସ୍ତ୍ର ଅନୁସାରେ ଜୀବନରେ ବହୁତ ସମସ୍ୟା ଥାଏ ଓ ତାକୁ ସାମାଧାନ କରୁ କରୁ କରୁ ଜୀବନ ବିତିଯାଏ । ସେଥିପାଇଁ ସେ ତାର ସମସ୍ୟା ସମାଧାନ କରିବା ପାଇଁ ସବୁ ବେଳେ ତତ୍ପର ହୋଇଥାଏ । ମନୁଷ୍ୟ ସବୁ ବେଳେ ଏକ ଖୁସି ବାତାବରଣ ର ଜୀବନ ବିତେଇବାକୁ ପସନ୍ଦ କରିଥାଏ । ଆଜି ଆମେ ଆପଣ ମାନଙ୍କୁ କିଛି ପଥର ର ଚିତ୍ର ଦେଖାଇବୁ ଏହି ପଥରକୁ ପସନ୍ଦ କରନ୍ତୁ ଓ ନିଜର ପସନ୍ଦ କରିଥିବା ପଥର ଅନୁସାରେ ଜାଣନ୍ତୁ ଆପଣଙ୍କର ସମସ୍ୟା ଓ ତାର ସମାଧାନ ବିଷୟରେ ।

ପ୍ରଥମ ପଥର

ଆପଣଙ୍କୁ ଯଦି ଏହି ପଥର ଆକର୍ଷିତ କରିଥାଏ ତ ଆପଣ ହାର ଜିତ ଅପେକ୍ଷା ନିଜର ସ୍ଵତନ୍ତ୍ରତାକୁ ପ୍ରାଥମିକତା ଦିଅନ୍ତି । ଅପଳାଇଟ ନାମକ ଏହି ପଥର ଅନୁସାରେ ଆପଣଙ୍କୁ ଜୀବନର ସମସ୍ୟା ଓ ଜନଜାଳରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ଏମିତି ଏକ ସ୍ଥାନ କୁ ଯିବା ଉଚିତ ଯାହାଦ୍ୱାରା କି ଆପଣ ବାହାରର ଚିନ୍ତା ରୁ ମୁକ୍ତି ପାଇ ନିଜର ସମସ୍ୟା ବିଷୟରେ ଧ୍ୟାନ ଦେଇପାରିବେ ଓ ନିଜ ମନ ଭିତରର କଥାକୁ ଶୁଣି ପାରିବେ ।

ଦ୍ଵିତୀୟ ପଥର

ଆପଣଙ୍କ ଜୀବନ ପରିବର୍ତନର ରାସ୍ତାରେ ଅଛି । ବହୁତ ଜଲ୍ଦି ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତନ ହୋଇ ଆପଣଙ୍କ ଭିତରେ ଆଧ୍ୟାତ୍ମିକ ଭାବନା ବୃଦ୍ଧି ହେବ ଯାହାକୁ କେବଳ ଆପଣ ହିଁ ଅନୁଭବ କରିପାରିବେ । ପ୍ରେମ ସମ୍ପର୍କରେ ବି ସୁଧାର ଆସିବ ।

ତୃତୀୟ ପଥର

ଆପଣ ଜଣେ ବହୁତ ଆଶାବାଡି ପ୍ରକୃତିର ମନୁଷ୍ୟ ଅଟନ୍ତି । ଆପଣଙ୍କ ଭବିଷ୍ୟତ ବହୁତ ଉଜ୍ଵଳ ହେବ । ଆପଣ ଅନ୍ୟ ମାନଙ୍କ ଭାବନକୁ ଯେତେ ବୁଝି ପାରିବେ ଆପଣଙ୍କୁ ସେତେ ଫାଇଦା ମିଳିବ ।

ଚତୁର୍ଥ ପଥର

ଆପଣଙ୍କ ଏହି ସମୟରେ ଚେତନା ଆପଣଙ୍କୁ ଆହା କହିବାକୁ ଚାହୁଁଛି କି ଏହି ସମୟ ଆପଣଙ୍କୁ ପୁରୁଣା ଜିନିଷ ଓ ପୁରୁଣା ସମ୍ପର୍କ ଓ ପୁରୁଣା ଜୀବନ ଶୈଳୀକୁ ଟିକିଏ ବିଶ୍ରାମ ଦେବାକୁ ହେବ ଓ ଆପଣଙ୍କୁ ନୂଆ ଜୀବନ ପ୍ରତି ଧ୍ୟାନ ଦେବାକୁ ହେବ । ପୁରୁଣା କଥାକୁ ଭୁଲି ଆପଣଙ୍କୁ ନୂଆ କ୍ଷେତ୍ର ଆଡକୁ ବଢିବା କୁ ହେବ । ଆପଣଙ୍କୁ ନିଜ ମନରୁ ରାଗ ଓ  ବିଦ୍ଵେଷକୁ ଭୁଲି ଯିବାକୁ ପଡିବ ।

ପଞ୍ଚମ ପଥର

ଆପଣଙ୍କ କୌଣସି ମୃତ୍ୟୁ ପୂର୍ବ ପୁରୁଷ କିମ୍ବା ପ୍ରେମୀ ଆପଣଙ୍କୁ କୌଣସି ସନ୍ଦେଶ ଦେବାକୁ ଚାହୁଁ ଛନ୍ତି , ଆପଣଙ୍କୁ ଏହି ସନ୍ଦେସକୁ ଭଲ ଭାବରେ ଶୁଣିବାକୁ ଓ ଭଲ ଭାବରେ ବୁଝିବାକୁ ଚେଷ୍ଟା କରିବା ଉଚିତ ।

ଷଷ୍ଠ ପଥର

ଆପଣଙ୍କ ଭିତରେ ଏକ ରୋମାଞ୍ଚକ ବ୍ୟକ୍ତିତ୍ବକୁ ପରିପ୍ରକାଶ କରୁଛି । ଯାହାଦ୍ୱାରା କି ଆପଣଙ୍କ ମନ ବା ଆପଣଙ୍କୁ ବହୁତ ମଉଜ ମସ୍ତି ଓ ନାଚ କୁଦ କରିବା ପାଇଁ ବହୁତ ପସନ୍ଦ ଲାଗେ । ଆପଣଙ୍କୁ ନୂଆ ନୂଆ ଅନୁଭବକୁ ପାଇବା ପାଇଁ ଚେଷ୍ଟା କରିବା ଉଚିତ ଏବଂ ଆପଣଙ୍କୁ ପାରୁ ପର୍ଯ୍ୟନ୍ତ ସାଙ୍ଗ ସୃଷ୍ଟି କରିବା ଉଚିତ  ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।