ବାଛନ୍ତୁ ନିଜ ଜନ୍ମ ମାସର ପ୍ରଜାପତିକୁ ଓ ଜାଣନ୍ତୁ ନିଜ ବିଷୟରେ କିଛି ଖାସ କଥା!

ରଙ୍ଗ ବିରଙ୍ଗ ପ୍ରଜାପତି କୁ ଆକାଶ ରେ ଦେଖିଲେ ବହୁତ ଖୁସି ଲାଗିଥାଏ । ପ୍ରଜାପତି କେତେବେଳେ ପତ୍ର ରେ ତ କେତେବେଳେ ଗଛ ଚାରିପଟେ ବୁଲିଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି କି ପ୍ରଜାପତି ଜୀବନର ପରିଚୟ ଅଟନ୍ତି । ପୁରା ଦୁନିଆରେ ପ୍ରଜାପତି କୁ ଆଶା ଏବଂ ପରିବର୍ତ୍ତନ ର ପ୍ରତୀକ ବୋଲି କୁହାଯାଏ ।

ପ୍ରତି ମାସକୁ ଏକ ଅଲଗା ପ୍ରଜାପତି ଦର୍ଶାଇ ଥାଏ । କିଛି ପ୍ରଜାପତି ବହୁତ୍ ଖାସ ଅଟନ୍ତି କାରଣ ଏହା ଆପଣଙ୍କ ଜୀବନ, ବ୍ୟବହାର, ପରିଚୟ ସହିତ ଜଡିତ ଏମିତି କଥା ସାମ୍ନାକୁ ଆଣିଥାନ୍ତି ଯାହା ଆପଣଙ୍କ ପାଇଁ ଜାଣିବା ନିହାତି ଦରକାର । ତେବେ ଚାଲନ୍ତୁ ଜାଣିବା । ତଳେ ଥିବା ଫଟୋ ରୁ ନିଜ ଜନ୍ମ ମାସର ପ୍ରଜାପତି କୁ ବାଛନ୍ତୁ ଏବଂ ନିଜ ବିଷୟରେ ଜାଣନ୍ତୁ ।

ଜାନୁଆରୀ:- ଏହି ବ୍ୟକ୍ତି ମାନେ ବହୁତ ଖୋଲା ହୃଦୟର ହୋଇଥାନ୍ତି ଏବଂ ବହୁତ ମିଳି ମିଶି ରହିଥାନ୍ତି । ସମସ୍ତେ ଆପଣଙ୍କର ଭଲ ବ୍ୟବହାର ଏବଂ କଥାକୁ ପ୍ରଶଂସା କରିଥାନ୍ତି । ଏହି ବ୍ୟକ୍ତି ମାନେ ପ୍ରଜାପତି ପରି ବହୁତ ସୁନ୍ଦର ହୋଇଥାନ୍ତି ।

ଫେବୃଆରୀ:- ଏହି ବ୍ୟକ୍ତି ମାନେ ବହୁତ ପ୍ରଭାବଶାଳୀ ହୋଇଥାନ୍ତି ଯାହା ଦ୍ଵାରା ସବୁ ଲୋକ ଆପଣଙ୍କ ଆଡ଼କୁ ଟାଣି ହୋଇ ଆସିଥାନ୍ତି । ଆପଣଙ୍କ ଆତ୍ମବିଶ୍ବାସ ବହୁତ୍ ବେଶି ହୋଇଥାଏ ଯାହା ଦ୍ଵାରା ଆପଣଙ୍କୁ ସଫଳତା ମିଳିଥାଏ ।

ମାର୍ଚ୍ଚ:- ଏହି ବ୍ୟକ୍ତି ମାନଙ୍କୁ ଅସୁବିଧାକୁ ସାମ୍ନା କରିବା ଆସିଥାଏ କିନ୍ତୁ ଏମାନେ କେବେ ମଧ୍ୟ ହାର ମାନନ୍ତି ନାହିଁ । ଏହି ବ୍ୟକ୍ତିତ୍ଵ ଆପଣଙ୍କୁ ସବୁବେଳେ ସଫଳତା ଦେଇଥାଏ । ଆପଣ ଜୀବନକୁ ସବୁବେଳେ ଖୁସିରେ କାଟନ୍ତି ।

ଏପ୍ରିଲ:- ଏହି ବ୍ୟକ୍ତି ମାନେ ବହୁତ ଭାବୁକ ହୋଇଥାନ୍ତି । ଏମାନେ ଟିକେ ଟିକେ କଥା ରେ କାନ୍ଦି ପକାଇଥାନ୍ତି । କିନ୍ତୁ ଆପଣ କୌଣସି ଜିନିଷ ଲୁଚାନ୍ତି ଯାହା ଦ୍ଵାରା ଆପଣଙ୍କୁ ସମସ୍ତେ ଭଲ ପାଇଥାନ୍ତି ।

ମଇ:- ଏହି ବ୍ୟକ୍ତି ମାନେ ବାସ୍ତବରେ ବହୁତ ଅଦ୍ଭୁତ ହୋଇଥାନ୍ତି । ଯିଏ ଆପଣଙ୍କୁ ଜାଣିଥାନ୍ତି ସେହି ମାନେ ଆପଣଙ୍କୁ ଭଲ ପାଇଥାନ୍ତି କିନ୍ତୁ ଯେଉଁ ମାନେ ଆପଣଙ୍କୁ ଜାଣିନଥାନ୍ତି ସେମାନେ ଆପଣଙ୍କୁ ଡରିଥାନ୍ତି । ଆପଣ ନିଜ ପରିବାର ଏବଂ ସାଙ୍ଗ ମାନଙ୍କ ସାହାଯ୍ୟ କରିବା ପାଇଁ କିଛି ମଧ୍ୟ କରିପାରିବେ ।

ଜୁନ:- ଏହି ବ୍ୟକ୍ତି ନିଜର ସାନ୍ତ ସ୍ଵଭାବ ପାଇଁ ବହୁତ୍ ପ୍ରଶଂସା ପାଇଥାନ୍ତି । ଆପଣ ବହୁତ ଭଲ ପାଟନର୍ ଅଟନ୍ତି । ଆପଣ ଅନ୍ୟକୁ ସାହାଯ୍ୟ କରିବାକୁ ସବୁବେଳେ ପ୍ରସ୍ତୁତ ଥାନ୍ତି ।

ଜୁଲାଇ:- ଏହି ବ୍ୟକ୍ତି ମାନେ ବହୁତ ନିଡର ହୋଇଥାନ୍ତି । ଏହା ଦ୍ଵାରା ଆପଣ ନିଜ ଜୀବନରେ ବହୁତ ଆଗକୁ ବଢ଼ନ୍ତି ।

ଅଗଷ୍ଟ:- ଏହି ବ୍ୟକ୍ତି ମାନେ ବହୁତ ଭଲ ହୋଇଥାନ୍ତି । ଏମାନେ କେବେ କାହାକୁ ଠକି ପାରିବେ ନାହିଁ । ଏହି ବ୍ୟକ୍ତି ମାନେ ସବୁବେଳେ ଅନ୍ୟ ର ଖୁସି ରେ ହିଁ ଖୁସି ହୋଇଥାନ୍ତି । ଆପଣ ଲୋକଙ୍କ ଭରସା ସଙ୍ଗେ ସଙ୍ଗେ ଜିତି ଥାନ୍ତି ।

ସେପ୍ଟେମ୍ବର:- ଏହି ବ୍ୟକ୍ତି ମାନେ ସବୁବେଳେ ନୂଆ ନୂଆ କଥା ଜାଣିବା ପାଇଁ ଚେଷ୍ଟା କରିଥାନ୍ତି । ଆପଣଙ୍କର ଚିନ୍ତାଧାରା ଅତି ଉତ୍ତମ ହୋଇଥାଏ । ଆପଣ ନିଜର ସ୍ବପ୍ନ କୁ ପୁରା କରିଥାନ୍ତି ଏବଂ ସଫଳତା ଲାଭ କରିଥାନ୍ତି ।

ଅକ୍ଟୋବର:- ଏହି ବ୍ୟକ୍ତି ମାନେ ସବୁ ପରିସ୍ଥିତି କୁ ନିଜ ଆତ୍ମବିଶ୍ବାସ ଦ୍ଵାରା ସାମ୍ନା କରିଥାନ୍ତି ଏବଂ ସଫଳତା ମଧ୍ୟ ହାସଲ କରିଥାନ୍ତି । ଆପଣ ଗରିବ ଲୋକମାନଙ୍କର ସବୁବେଳେ ସାହାଯ୍ୟ କରିଥାନ୍ତି ।

ନଭେମ୍ବର:- ଏହି ବ୍ୟକ୍ତି ମାନେ ସବୁ ବେଳେ କିଛି ନା କିଛି ଭାବିଥାନ୍ତି । ଆପଣ ଲୋକଙ୍କୁ ଚିହ୍ନିବାରେ କେବେ ବି ଭୁଲ୍ କରନ୍ତି ନାହିଁ । ଆପଣ ସବୁବେଳେ ବଡ଼ ସ୍ବପ୍ନ ହିଁ ଦେଖିଥାନ୍ତି ଏବଂ ତାକୁ ପୁରା କରିବାକୁ ଚେଷ୍ଟା କରିଥାନ୍ତି ।

ଡିସେମ୍ବର:- ଏହି ବ୍ୟକ୍ତି ମାନେ ଜୀବନରେ କେବଳ ସଫଳତା ହିଁ ପାଇଥାନ୍ତି । ଆପଣ କେବେ ବି ଅଳ୍ପ ରେ ଖୁସି ହେବେ ନାହିଁ । ଆପଣ ସବୁବେଳେ ଅଧିକ ଆଶାବାଦୀ ରହିବେ ଏବଂ ତାକୁ ପୁରଣ ମଧ୍ୟ କରିବେ । ଆପଣ ଜୀବନରେ ଉନ୍ନତି କରିଚାଲିବେ ।

ଏହା ଥିଲା ଆପଣଙ୍କ ଜନ୍ମ ମାସ ର ରହସ୍ୟ ମୟୀ ପ୍ରଜାପତି ବିଷୟରେ । ତେବେ ଆପଣଙ୍କ ଜନ୍ମ ମାସ କଣ କମ୍ମେନ୍ଟ ରେ ଲେଖନ୍ତୁ । ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକକରି ଦିଅନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।