ଦୁଃଖର ମାସ ହେଲା ଶେଷ, ସାନି ବିରାଜମାନ କରିବେ, ୫ ରାଶିର କୁଣ୍ତଳିରେ ଧନବର୍ଷା

ଯେତେବେଳେ କୋୖଣସି ଗ୍ରହ ନିଜର ଗତି ପରିବର୍ତ୍ତନ କରିଥାଏ ତେବେ ସେହି ଗ୍ରହର ପ୍ରଭାବ ଆମ ସମସ୍ତଙ୍କ ଉପରେ ପଡିଥାଏ । କିନ୍ତୁ ଆମ୍ଭେ ଏହି ପ୍ରଭାବକୁ ବୁଝି ପାରି ନ ଥାଉ ଯେଉଁ କାରଣରୁ ଆମ ସହିତ କିଛି ଭଲ ଓ ଖରାପ ଘଟଣା ଘଟିଥାଏ । ତେବେ ଆଜି ଆମେ ଆପଣଙ୍କୁ ଶନି ଗ୍ରହ ବିଷୟରେ କହିବାକୁ ଯାଉଛୁ । ହିନ୍ଦୁ ଧର୍ମର ଭଗବାନ ଶନି ଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ ।

କହିବାକୁ ଗଲେ ଭଗବାନ ଶନିଦେବ ଯେତେବେଳେ କୌଣସି ବ୍ୟକ୍ତି ଉପରେ ଅଧିକ ପ୍ରସନ୍ନ ହୋଇଯାଆନ୍ତି ତେବେ ତାହାର ଜୀବନକୁ ସୁଖମୟ କରି ଦିଅନ୍ତି । ଆପଣଙ୍କୁ କହିଦେଉଛୁ କି ଶନିଦେବ କାହାର ଶତ୍ରୁ ନୁହନ୍ତି । ସେ ପ୍ରତ୍ୟେକ ବ୍ୟକ୍ତି ସହ ନ୍ୟୟ କରିଥାନ୍ତି । ଶନିଦେବ ଜଣେ ନ୍ୟାୟ ପ୍ରିୟ ଦେବତା ଅଟନ୍ତି । କିନ୍ତୁ ଯେଉଁ ବ୍ୟକ୍ତିମାନେ ଅନୈତିକ ଓ ଭୁଲ କାର୍ଯ୍ୟ କରନ୍ତି ତାଙ୍କୁ ଭଗବାନ ଶନିଦେବ ଦଣ୍ଡ ଦେଇଥାନ୍ତି ।

ଆପଣଙ୍କୁ କହିଦେଉଛୁ କି ଯେତେବେଳେ ଭଗବାନ ଶନିଦେବ ନିଜର ଗତି ପରିବର୍ତ୍ତନ କରନ୍ତି ତେବେ କିଛି ବ୍ୟକ୍ତିଙ୍କୁ ଏହା ଦ୍ଵାରା ଶୁଭ ଫଳ ମିଳିଥାଏ କିଛି ବ୍ୟକ୍ତିଙ୍କୁ ଅଶୁଭ ଫଳ ମିଳିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମିତି କିଛି ରାଶି ଅଛି ଯେଉଁମାନଙ୍କ ଉପରେ ଆଗାମୀ ୨୧ ବର୍ଷ ପର୍ଯ୍ୟନ୍ତ ଶନିଦେବଙ୍କ ଅତ୍ୟନ୍ତ ଖୁସି ରହିବେ ।

ମେଷ ରାଶି

ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ଶନି ଦେବ ଖୁସି ରହିବେ । ଏହି ରାଶି ଉପରେ ଭଗବାନ ଶନିଙ୍କ ଅସୀମ କୃପା ରହିବ । ଏହା ପୁଣି ସମ୍ପୂର୍ଣ୍ଣ ୨୧ବର୍ଷ ପର୍ଯ୍ୟନ୍ତ ରହିବ । ଧନର କୌଣସି ଅଭାବ ରହିବ ନାହିଁ । ଏମାନଙ୍କ ସବୁ ମନସ୍କାମନା ଭଗବାନ ଶନିଦେବ ପୂର୍ଣ କରିଦେବେ । କିନ୍ତୁ ଏମାନଙ୍କୁ ଭଗବାନ ଶନିଦେବଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖିବାକୁ ପଡିବ ।

ସିଂହ ରାଶି

ଏହି ରାଶିର ବ୍ୟକ୍ତିମାନଙ୍କ ମନସ୍କାମନା ଭଗବାନ ଶନିଦେବଙ୍କ ଦ୍ଵାରା ପୂର୍ଣ ହେବ । ଏମାନଙ୍କ ମଧ୍ୟରେ ଆତ୍ମାବିଶ୍ବାସ ଜାଗ୍ରତ ହେବ । ଆପଣଙ୍କୁ ଧ୍ୟାନ ଦେବାକୁ ହେବ କି ଆପଣଙ୍କୁ ନିଜର ସମସ୍ତ କାର୍ଯ୍ୟକୁ ମନ ଧ୍ୟାନ ଦେଇ ଓ ପରିଶ୍ରମ କରିବାକୁ ହେବ ।

କନ୍ୟା ରାଶି

ଶନି ମହାରାଜ ଆପଣଙ୍କ ଉଧାର କରିବେ । ଆପଣଙ୍କୁ ନିଜର ଜୀବନସାଥିଙ୍କ ସହ ସମୟ କାଟିବାକୁ ପଡିବ । ଶନି ଦେବ ଆପଣଙ୍କ ଉପରେ କୃପା ଦ୍ରୁଷ୍ଟି ରଖିଛନ୍ତି । ତେବେ ଆପଣଙ୍କ ଅଟକି ଯାଇଥିବା କାର୍ଯ୍ୟ ପୂର୍ଣ ହେବ । ଯଦି ଆପଣଙ୍କ ଵିଵାହ ହୋଇ ନାହିଁ ତେବେ ଆପଣ ନିଜର ମାତା ପିତାଙ୍କ ସହିତ କଥାବାର୍ତ୍ତା କରି ନିଜ ପାଇଁ ଏକ ଭଲ ପାତ୍ର ଖୋଜି ପାରନ୍ତି କାରଣ ଏହି ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ଅଟେ ।

ତୁଳା ରାଶି

ଏହି ରାଶିର ଵ୍ୟକ୍ତିମାନଙ୍କର ସଫଳତା କବାଟ ପାଖରେ ଛିଡା ହୋଇଛି । ଆପଣ ସବୁବେଳେ କଳି ଝଗଡା ଠାରୁ ଦୂରେଇ ରୁହନ୍ତୁ । ତେବେ ଆପଣଙ୍କ ଘର ଓ ପରିବାରରେ ସୁଖମୟ ପରିବେଶ ରହିବ । ଶନିଦେବଙ୍କ କୃପା ଦ୍ଵାରା ଆପଣ ବ୍ୟର୍ଥ କାର୍ଯ୍ୟରୁ ନିବୃତ୍ତ ହୋଇ ନିଜର କାର୍ଯ୍ୟ ଉପରେ ବିଶେଷ ଭାବରେ ଧ୍ୟାନ ଦେବେ । ଶନି ଦେବଙ୍କ କୃପାରୁ ସମ୍ପୂର୍ଣ ୨୧ ବର୍ଷ ପର୍ଯ୍ୟନ୍ତ ଆପଣଙ୍କ ଜୀବନରେ ସୁଖ ଲାଗି ରହିବ ।

କର୍କଟ ରାଶି

ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ଶନି ଦେବ ଅତ୍ୟନ୍ତ ପ୍ରସନ୍ନ ରହିବେ । ଆପଣଙ୍କୁ କିଛି ଚିନ୍ତା କରିବାର ଆବଶ୍ୟକତା ନାହିଁ । ଏହି ରାଶି ଉପରେ ଶନିଦେବଙ୍କ କୃପା ରହିବ । ଏହ ରାଶି ଲୋକମାନଙ୍କୁ ଧନର ଅଭାବ ରହିବ ନାହିଁ । ଅଟକି ରହିଥିବା କାର୍ଯ୍ୟ ଜୋର ସୋରେ ଆରମ୍ଭ ହେବ ।

କୁମ୍ଭ ରାଶି

ଏହି ରାଶିର ବ୍ୟକ୍ତିମାନଙ୍କ ଜୀବନ ସାଥୀ ସହିତ ସମ୍ବନ୍ଧ ଭଲ ରହିବ । ଏହି ବର୍ଷ ଆପଣ ନୂଆ ବାହାନ କ୍ରୟ କରିବାର ମନ କରିପାରନ୍ତି । ଏହି ବର୍ଷ ଧାର୍ମିକ ଯାତ୍ର କରିବାର ଯୋଗ ମଧ୍ୟ ଅଛି । ଶନି ଦେବଙ୍କ କୃପାରୁ ଆପଣଙ୍କ ଘରେ ସୁଖ ସମୃଦ୍ଧି ଲାଗି ରହିବ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।