ବାଛନ୍ତୁ ଗୋଟିଏ ନମ୍ବରର ଶିବଲିଙ୍ଗ ଓ ଜାଣନ୍ତୁ ଉପରବାଲା ଆପଣଙ୍କୁ ଖୁବ ଶୀଘ୍ର କେଉଁ ଖୁସି ଖବର ଦେବାକୁ ଯାଉଛନ୍ତି (Tarot Card Reading)

ନମସ୍କାର ବନ୍ଧୁଗଣ, ଆଗାମୀ ସମୟରେ ଘଟିବାକୁ ଯାଉଥିବା ଘଟଣାର ଅନୁମାନ ମଣିଷ କେବେ ମଧ୍ୟ ଲଗାଇପାରିନଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଟାରୋଟ କାର୍ଡ ରିଡିଙ୍ଗ । ଯାହାଫଳରେ ଆପଣ ନିଜ ପସନ୍ଦର ଏକ ନମ୍ବରଟିଏ ବାଛି ଆଗାମୀ ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣା ସମ୍ପର୍କରେ ଜାଣି ସତର୍କ ହେବା ସହ ଅନେକ କିଛି ଖୁସି ଖବରର ସଙ୍କେତ ମଧ୍ୟ ପାଇବେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସମ୍ପୂର୍ଣ ଭାବରେ ।

ଆପଣମାନେ ଉପରେ ଦେଖୁଥିବା 3ଟି ନମ୍ବର ମଧ୍ୟରୁ ଆପଣଙ୍କୁ ଆକର୍ଷିତ କରୁଥିବା ନମ୍ବରଟିକୁ ଚୟନ କରନ୍ତୁ । 1- ଯଦି ଆପଣ ଏହି ନମ୍ବରଟି ବାଛିଥିଲେ ତେବେ ଜାଣି ରଖନ୍ତୁ କି ଟାରୋଟ କାର୍ଡ ସୂଚନା ଦେଉଅଛି ଆପଣ ସମସ୍ତଙ୍କୁ ଭଲ ପାଇବା ଆବଶ୍ୟକ । ଆପଣଙ୍କ ମନରେ ସମସ୍ତ ଜୀବ ଜନ୍ତୁ, ମଣିଷ ସମସ୍ତଙ୍କ ପାଇଁ ଭଲ ପାଇବା ଭାବନା ରହିବା ଦ୍ଵାରା ଆପଣ ସେମାନଙ୍କ ସନ୍ତୁଷ୍ଟିର କାରଣ ପାଇଁ ହିଁ ନିଜ ଜୀବନରେ ଆଗକୁ ବଢିବାକୁ ଲାଗିବେ ।

ଭଗବାନ ସମସ୍ତଙ୍କ ଠାରେ ବାସ କରିଥାନ୍ତି ତେଣୁ ଆପଣ ସେମାନଙ୍କୁ ଭଲ ପାଇବାର ଅର୍ଥ ଭଗବାନଙ୍କୁ ଭଲ ପାଇବା ହୋଇଥାଏ ଯାହାଫଳରେ ଆପଣଙ୍କ ଉପରେ ଭଗବାନ ପ୍ରସନ୍ନ ହୁଅନ୍ତି । ଆପଣଙ୍କୁ ଆପଣଙ୍କ କର୍ମ ଉପରେ ଧ୍ୟାନ ଦେବା ଦରକାର । ଆପଣଙ୍କ କର୍ମକୁ ଶୁଦ୍ଧ ରଖିବା ଆବଶ୍ୟକ ।

2- ଆପଣଙ୍କୁ ଟାରୋଟ କାର୍ଡ ଏହା ସୂଚନା ଦେଉଅଛି କି ଆପଣଙ୍କ ମନରେ ଚାଲୁଥିବା କଥାକୁ ଆପଣ ନିଶ୍ଚିନ୍ତ ରୂପରେ ପ୍ରକାଶ କରିବା ଉଚିତ । ନିଜ ମନର କଥାକୁ ପ୍ରକାଶ କରିବାରେ କେବେ ମଧ୍ୟ ସଙ୍କୋଚ କରିବା ଉଚିତ ହୋଇନଥାଏ । ପ୍ରଥମେ ଆପଣଙ୍କୁ ଆପଣଙ୍କ ମନ ଭିତରେ ଥିବା କଥାକୁ ଲୋକଙ୍କ ଆଗରେ ପ୍ରକାଶ କରିବା ଆବଶ୍ୟକ ରହିଛି । କାହା କଥାକୁ ଚୁପ ଚାପ ସହିଯିବା ଏବେ ବନ୍ଦ କରନ୍ତୁ । ଠିକ କୁ ଠିକ ଆଉ ଭୁଲ କୁ ଭୁଲ କହିବାର ସାହସ ଏବେ ଆପଣଙ୍କୁ ଆପଣଙ୍କ ଭିତରେ ଆଣିବାକୁ ପଡିବ ।

3- ଟାରୋଟ କାର୍ଡ ଆପଣଙ୍କୁ ସୂଚନା ଦେଉଅଛି କି ଆପଣ ନିଜ ଜୀବନରେ ବଡ କଥା କିଛି ଭାବିବା ପୂର୍ବରୁ ଛୋଟ ଛୋଟ କଥାରେ ନିଜକୁ ବାନ୍ଧି ରଖିଦେଉଛନ୍ତି । ଯାହା ଫଳରେ ଆପଣ ନିଜ ଜୀବନରେ ବଡ କାର୍ଯ୍ୟ କରି ଆଗକୁ ବଢିବାରୁ ବଞ୍ଚିତ ହୋଇଯାଉଛନ୍ତି । ଛୋଟ ଛୋଟ ଅସୁବିଧାରେ ଆପଣ ବହୁତ ଚିନ୍ତାରେ ପଡିଯାଇଥାନ୍ତି ।

ଆପଣଙ୍କ ପାଇଁ ଟାରୋଟ କାର୍ଡ ଏହା ଉପଦେଶ ଦେଉଅଛି କି ଏବେ ଆପଣ ଦୁନିଆକୁ ଦେଖିବା ଆରମ୍ଭ କରନ୍ତୁ । ଜୀବନରେ କିଛି ବଡ କାର୍ଯ୍ୟ କରିବାର ସାହସ ଆଣନ୍ତୁ ମନରେ । କେବେ ମଧ୍ୟ ସୀମିତ ହୋଇ ରହିବା ପାଇଁ ଚେଷ୍ଟା କରନ୍ତୁ ନାହିଁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।