ବାଛନ୍ତୁ ନିଜ ପସନ୍ଦର ଗୋଟିଏ ଜହ୍ନ ଓ ଜାଣନ୍ତୁ କଣ କହୁଛି ଏହା ଆପଣଙ୍କ ବିଷୟରେ- Personality Test

ଜହ୍ନ  ଏହା ସମତେ ନିଶ୍ଚିତ ଦେଖିଥିବେ । ଏହାକୁ ସନ୍ଧ୍ୟା ବେଳେ ଦେଖିଲେ ବହୁତ ସୁନ୍ଦର ଦେଖାଜାଏ । ସମସ୍ତଙ୍କ ପାଇଁ ଜହ୍ନ ଏକ ଅଲଗା ମହତ୍ଵ ରଖୀଥାଏ । କବି ମାନେ ଏହାକୁ ଅଳଙ୍କାର ଭାବରେ ପ୍ରୋୟୋଗ କରିଛନ୍ତି । ପ୍ରତ୍ୟେକ ମା ପାଇଁ ଜହ୍ନ ତାର ପୁତ୍ର ସଦୃସ ହୋଇଥାଏ । ପ୍ରେମିକା ପାଇଁ ତାର ପ୍ରେମି ଓ ପିଲା ମାନଙ୍କ ପାଇଁ ଜହ୍ନ ସେମାନଙ୍କ ପାଇଁ ମାମୁ ହୋଇଥାଏ । ଆକାଶର ଜହ୍ନ ଯେତେ ସୁନ୍ଦର ହୋଇଥାଏ ସେତିକି ରହସ୍ୟମୟ ମଧ୍ୟ ହୋଇଥାଏ ।

ପୂର୍ଣ୍ଣିମା ଠାରୁ ଆରମ୍ଭ କରି ଅମାବସ୍ୟା ପର୍ଯ୍ୟନ୍ତ ଜନ୍ହ କୁ ଅଲଗା ଅଲଗା ରୂପରେ ଦେଖିବାକୁ ମିଳିଥାଏ । କିନ୍ତୁ ଜହ୍ନ  ତ ଗୋଟିଏ ହିଁ ଥାଏ  କିନ୍ତୁ ତାକୁ ଦେଖିବାର ନଜର ଓ ବ ବୁଝିବାର ଅଲଗା ଅଲଗା ମାନସିକତା ଥାଏ । କିଛି ଏହି ଚିତ୍ରରେ ଏପରି କିଛି ଜହ୍ନ  ଚିତ୍ର ଅଛି ସେଥିରୁ ଆପଣ ଗୋଟିଏ ଚିତ୍ରକୁ ପସନ୍ଦ କରନ୍ତୁ ଆଉ ଜାଣନ୍ତୁ ଆପଣଙ୍କ ସ୍ଵଭାବ ବିଷୟରେ ।

୧ – ପ୍ରଥମ ଚିତ୍ର

ଆପଣ ଯଦି ଏହି ଚିତ୍ରକୁ  ପସନ୍ଦ କରନ୍ତି ତେବେ ଆପଣ ଜଣେ ଊର୍ଜାବାନ , ସକ୍ଷମ ଓ ନିଜର ଉଦସ୍ୟ ପ୍ରତି ଏକାଗ୍ରତା ରଖିଥାନ୍ତି । ଆପଣଙ୍କ ସକାରାତ୍ମକ ସ୍ଵଭାବ ପାଇଁ ଆପଣ ସବୁ କାର୍ଯ୍ୟରେ ସଫଳତା  ପାଇବା ପାଇଁ ଚେଷ୍ଟା କରନ୍ତି । ଆପଣ ବହୁତ କର୍ମଠ ଥାଆନ୍ତି ।

୨ – ଦ୍ଵିତୀୟ ଚିତ୍ର

ଆପଣ ଜଣେ କଳାତ୍ମକ ବ୍ୟକ୍ତିତ୍ବର ବ୍ୟକ୍ତି ଅଟନ୍ତି । ଆପଣ ବହୁତ ଭାବୁକ ହୋଇଥାନ୍ତି ଏଥିପାଇଁ ଯେଉଁ ଜିନିଷରେ ଅନ୍ୟମାନେ ଧ୍ୟାନ ଦିଅନ୍ତି ନାହିଁ ଆପଣ ସେଥିରେ ଧ୍ୟାନ ଦେଇଥାନ୍ତି । ଆପଣ ନିଜର ଭାବନାକୁ ନିଜ ବ୍ୟକ୍ତିରରେ ରଖିବାକୁ ଚେଷ୍ଟା କରନ୍ତୁ ।

୩ – ତୃତୀୟ ଚିତ୍ର

ଆପଣ ଜଣେ ଊର୍ଜାବାନ ଓ ରାଗି ଅଟନ୍ତି । ଆପଣଙ୍କୁ ଆପଣଙ୍କ ଚରିତ୍ରର ଦୃଢତା ପାଇଁ ପରିଚୟ ମିଳିଥାଏ । ଆପଣଙ୍କୁ ଜୀବନରେ ଧୋକା ଖାଇବାରେ ବହୁତ ଭୟ ଲାଗିଥାଏ । ଆପଣ ନିଜର ସମ୍ପର୍କୀୟମାନଙ୍କର ବହୁତ ଚିନ୍ତା ଥାଏ । ଆପଣ ଯାହା ଦିଅନ୍ତି ବ୍ରମହଣ୍ଡ ଦ୍ଵାରା ପୁଣି ଆପଣଙ୍କ ପାଖକୁ ଫେରିଆସିଥାଏ ।

୪ – ଚତୁର୍ଥ ଚିତ୍ର

ଆପଣ ବହୁତ ସମ୍ବେଦନଶୀଳ ବ୍ୟକ୍ତି ଅଟନ୍ତି । ଆପଣ ସବୁବେଳେ ଭଲ କରିବା ପାଇଁ ଚହାନ୍ତି । ଆପଣ ଅନ୍ୟମାନଙ୍କର ଆବଶ୍ୟକତାକୁ ଧ୍ୟାନ ଦେଇଥାନ୍ତି । ଆପଣ ନିଜକୁ  ସନ୍ତୁଳନ ରଖି କାର୍ଯ୍ୟ କରନ୍ତୁ ସବୁବେଳେ ସଫଳତା ପାଇବେ ।

୫ – ପଞ୍ଚମ ଚିତ୍ର

ଆପଣ ବହୁତ କର୍ମଠ ପ୍ରକୃତିର ବ୍ୟକ୍ତି ଅଟନ୍ତି । ପ୍ରକୃତିକୁ ଆପଣ ବହୂତ ଭଲ ପାଇଥାନ୍ତି । ଆପଣ  ଯାହାକୁ ପସନ୍ଦ କରନ୍ତି ଆପଣଙ୍କ ସହ କଥା ହେବା ପାଇଁ  ଭଲ ପାଇଥାନ୍ତି । ଆପଣ ସବୁବେଳେ ନୂଆ ନୂଆ କଥା ଚିନ୍ତା କରିଥାନ୍ତି ।

୬ – ଷଷ୍ଠ ଚିତ୍ର

ଆପଣ ବହୁତ ଧରଜ୍ୟବାନ ଯାହା ଦ୍ଵାରା ସମସ୍ତଙ୍କଠାରୁ ଅଲଗା ରହିଥାଆନ୍ତି । ଆପଣ ସବୁବେଳେ ଭାବି ବିଚାରୀ କାର୍ଯ୍ୟ କରନ୍ତୁ । ଆପଣ ସବୁ କାର୍ଯ୍ୟକୁ  ଧରଜ୍ୟର ସହ କରନ୍ତି । ଆପଣଙ୍କ ଛୋଟୋ ଛୋଟୋ କଥାରେ ଧ୍ୟାନ ଦିଅନ୍ତି ନାହିଁ ଓ ଏଥିରେ ଆପଣ ବହୁତ ଖୁସି ଅନୁଭବ କରନ୍ତି । ଆପଣ ଆପଣଙ୍କର ଅଧିକାଂଶ ସମୟ ଆପଣଙ୍କ ଭବିଷ୍ୟ ବିଷୟରେ ଚିନ୍ତା କରନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।