ଏହି ଦୁଇଟି ଗେଣ୍ଡୁଫୁଲ ମଧ୍ୟରୁ ବାଛନ୍ତୁ ଗୋଟିଏ ଗେଣ୍ଡୁ ଫୁଲ ଓ ଜାଣନ୍ତୁ ଭବିଷ୍ୟତରେ କିଏ ଆପଣଙ୍କୁ ଧୋକା ଦେବ !

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣମାନଙ୍କ ପାଇଁ ନେଇ ଆସିଛୁ ଦୁଇଟି  ଗେଣ୍ଡୁଫୁଲ । ଏଇ ଦୁଇଟି ମଧ୍ୟରୁ ଗୋଟିଏକୁ ବାଛନ୍ତି ଓ ଜାଣନ୍ତୁ ଆଗକୁ ଆପଣଙ୍କୁ କିଏ ଧୋକା ଦେବ ବା କି ଅତୀତରେ ଦେଉଛି ଏବଂ ଭବିଷ୍ୟତରେ ହେବାକୁ ଯାଉଥିବା ବିଷୟ ସମ୍ପର୍କରେ । ମୁଁ ଆପଣଙ୍କ ସାମ୍ନାରେ ଦୁଇଟି ଫୁଲ ରଖିଛି ଆପଣଙ୍କ ମନକୁ ଭଲ ଲାଗୁଥିବା ଗୋଟିଏ ଫୁଲକୁ ଚୟନ କରନ୍ତୁ । ମନେ ରଖିବେ ଆପଣ ଯାହାକୁ ଚୟନ କରିବେ ସେଥିରେ ଥିବା ବିଷୟକୁ କେବଳ ଶୁଣିବେ । କାରଣ ଦୁଇଟି ଭବିଷ୍ୟତ ସମ୍ପର୍କୀୟ ସୂଚନା ଜାଣିବା ଦ୍ଵାରା ଆପଣ ଦ୍ଵନ୍ଦା ରେ ପଡିବାର ସମ୍ଭାବନା ରହିଥାଏ ।

ହଳଦିଆ ଫୁଲ :  ହଳଦିଆ ଗେଣ୍ଡୁଫୁଲ କୁ ବାଛିଥିବା  ଲୋକମାନଙ୍କ ଜୀବନ ଶକ୍ତି ସଂଚାର କରିଥାଏ । ଯଦି ଆପଣ ଏହି ଫୁଲକୁ ଚୟନ କରିଥାନ୍ତି ତେବେ ଆପଣଙ୍କ ଜୀବନରେ ଘଟୁଥିବା କୁକର୍ମର ଅନ୍ତ ଘଟିବାକୁ ଯାଉଛି । ଆପଣଙ୍କ ଗ୍ରହରେ ମନ୍ଦଦୋଷର ପ୍ରଭାବ ପରିଲକ୍ଷିତ ହେଉଛି । ତେଣୁ ଆପଣ ଗୋଟିଏ କାମ କରିବାକୁ ଯାଉଥିବା ବେଳେ ଅନ୍ୟ ଏକ କାମ ବିଗିଡି ଯାଉଛି ଏବଂ କୋଣସି କାମ ସଫଳତାପୂର୍ବକ ସମ୍ପର୍ଣ୍ଣ ହେଉନି । ଏହିସବୁ ମନ୍ଦଦୋଷ ଯୋଗୁଁ ହେଉଛି ତେଣୁ ଭଲ ପଣ୍ଡିତ ପାଖକୁ ଯାଇ ଆପଣଙ୍କ ଦୋଷ ନିରାକରଣ ପାଇଁ ପୂଜାର ଆୟୋଜନ କରନ୍ତୁ ।

ପୂର୍ବ ଜନ୍ମରେ ଆପଣ କୋଣସି ପାପ କରିଛନ୍ତି ଯାହାର ଫଳ ଏବେ ଆପଣ ଭୋଗ କରୁଛନ୍ତି । ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ପିତାମାତାଙ୍କ ସେବା କରିବା ଆରମ୍ଭ କରନ୍ତୁ । ଆପଣଙ୍କ ନିକଟରୁ ଯାହା ଚାଲିଯାଇଛି । ତାହାକୁ ନେଇ ଅଧିକ ଚିନ୍ତା କରନ୍ତୁ ନାହିଁ । ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଚିନ୍ତା କରିବା ଉଚିତ୍ । ଆପଣଙ୍କ ମିତ୍ରମାନେ ଆପଣଙ୍କ ବିରୁଦ୍ଧ ହୋଇଯାଇଛନ୍ତି ଏବଂ ଆପଣଙ୍କ ପଛରେ ଷଡଯନ୍ତ୍ର କରୁଛନ୍ତି କିନ୍ତୁ ସେମାନଙ୍କ ଯୋଜନା ସଫଳ ହେବ ନାହିଁ । ଆପଣଙ୍କ ପାଇଁ ଭଲ ସମୟ ଆସୁଛି ଯାହା ବିଗତ ଦିନର ଅଶୁଭ ବଦଳରେ ଶୁଭକୁ ଆଣିବ ।

ଲାଲ ଫୁଲ : ଏହି ଫୁଲକୁ ଚୟନ କରିଥିବା ବ୍ୟକ୍ତିମାନଙ୍କ ଜୀବନରେ ମନ୍ଦଫଳ ଭୋଗ ସମୟ ଚାଲୁଥିଲା । ମାତ୍ର ଏବେ ତାହା ସମାପ୍ତ ହେବାକୁ ଯାଉଛି ଆପଣ ମନ୍ଦଫଳ ଶେଷ ହେବା ଯାଏ ଅପେକ୍ଷା କରନ୍ତୁ । ଆପଣଙ୍କ ଜୀବନରେ ଅନେକ ଦୁଃଖ ମଧ୍ୟ ଦେଇ ଗତି କରିବାକୁ ପଡିଥିଲା । ମାତ୍ର ତାହା ଏବେ ଅନ୍ତ ହେବ ଓ ଆପଣ ଦୁଇ ଗୁଣ ଲାଭବନ ହେବାକୁ ଯାଉଛନ୍ତି । ଆପଣଙ୍କ କୋଣସି ପ୍ରିୟ ବ୍ୟକ୍ତି ଆପଣଙ୍କୁ ଧନ ପ୍ରାପ୍ତି କରାଇବାରେ ସାହାଯ୍ୟ କରିବା ।

ଆପଣ ଯାହାକୁ ଭଲ ପାଉଥିଲେ ସେ ଆପଣଙ୍କ ଠାରୁ ଦୂରେଇ ଯାଇଛନ୍ତି କିନ୍ତୁ ଆଗାମୀ ଦିନରେ ଆପଣଙ୍କ ଜୀବନରେ ଏପରି ବ୍ୟକ୍ତି ଆସିବାକୁ ଯାଉଛନ୍ତି ଯିଏ କି ପୂର୍ବେ ଆପଣଙ୍କୁ ଭଲ ଲାଗୁନଥିଲେ ।  ମାତ୍ର ଏବେ ସେ ଆପଣଙ୍କୁ ଭଲ ଲାଗିବେ ଏବଂ ଜୀବନ ବଦଳିବାର କାରଣ ସାଜିବେ । ଏବେ ସମାଜରେ ଆପଣଙ୍କ ସମ୍ମାନ ଖ୍ଯାତି ଓ ଯଶ ବୃଦ୍ଧି ହେବ । ଏଭଳି ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ,ଶେୟାର ଓ କମେଣ୍ଟ କରନ୍ତୁ ।