ଦୀର୍ଘ 19 ବର୍ଷ ପରେ ପଡୁଛି ଭୟଙ୍କର ଯୋଗ, ଏହି ଦିନରେ ପାଳନ କରନ୍ତୁନି ରକ୍ଷା ବନ୍ଧନ ଘଟିପାରେ ମୃତ୍ୟୁ !

ନମସ୍କାର ବନ୍ଧୁଗଣ । ଚଳିତ ବର୍ଷର ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଆସୁଛି । ତେବେ ଏହି ରାକ୍ଷୀପୂର୍ଣ୍ଣିମାରେ ଭଦ୍ର କାଳ ଥିବା ହେତୁ ଏହି ଦିନ ଭାଇ ହାତରେ ରାକ୍ଷୀ ବାନ୍ଧିବା ଦ୍ଵାରା ଭାଇର ଅକାଳ ମୃତ୍ୟୁ ଘଟିବାର ସମ୍ଭବନା ରହିଛି । ଶନିଦେବଙ୍କ ଭଉଣୀ ହେଉଛି ଭଦ୍ରକାଳ ଯିଏ କି ବହୁ ଗର୍ବୀ ଓ ଅହଂକାରୀ ଥିଲେ ଯେଉଁ କାରଣରୁ ଭଗବାନ ବ୍ରହ୍ମା ତାଙ୍କୁ  ଅଭିଶାପ ଦେଇଥିଲେ । ଯେଉଁ ଦିନ ତୁମର ଭଦ୍ରକାଳ ପଡିବ ସେହିଦିନ କୋଣସି ଶୁଭକାର୍ଯ୍ୟ କରିବା ଅଶୁଭ ଅଟେ ।

ଏଣୁ ସେହିଦିନ ଠାରୁ ଏଭଳି କିଛି ପ୍ରଥା ଚାଲିଆସୁଛି । ତେଣୁ ଚଳିତ ବର୍ଷର ରାକ୍ଷୀପୂର୍ଣ୍ଣିମାରେ ଏହି ଭଦ୍ରକାଳ ର ଯୋଗ ପଡୁଅଛି । ଏଣୁ ଆପଣମାନେ କଣ କରିବେ ତେବେ ଆସନ୍ତୁ ଜାଣିବ ଏହାର ଶାସ୍ତ୍ରଗତ ପ୍ରମାଣ ଓ ସମାଧାନ । ଶାସ୍ତ୍ର ଅନୁସାରେ ଭଗବାନ  ବଳଭଦ୍ରଙ୍କ ଜନ୍ମ ଦିନକୁ ରାକ୍ଷୀପୂର୍ଣ୍ଣିମା ଭାବେ ପାଳନ କରିଥାଉ । ତାହା ଏହି ବର୍ଷ 30 ତାରିଖରେ ପଡୁଛି ଯାହାକୁ ଆମେ ଶ୍ରାବଣ ପୂର୍ଣ୍ଣିମା ବୋଲି କହିଥାଉ ।

ବଳଭଦ୍ରଙ୍କ ଜନ୍ମ ଦିନରେ ପୂର୍ଣ୍ଣିମା ମୂହୁର୍ତ୍ତ ଚାଲିଥାଏ । ମାତ୍ର 31 ତାରିଖ ଦିନ ତାହା ପଡୁଅଛି । ଏଣୁ କେଉଁ ଦିନ ରାକ୍ଷୀ ବାନ୍ଧିବା ଉଚିତ୍ 30 ବା 31 । ତିଥି ଅନୁଯାୟୀ ପୂର୍ଣ୍ଣିମା ର ସମୟ 30 ତାରିଖ 10 : 30 ରୁ ଆରମ୍ଭ କରି 31 ତାରିଖ ସକାଳ 7: 45 ଯାଏ ଅଛି । ଭଦ୍ରକାଳ ର ଯେଉଁ ଯୋଗ ତାହା ଏହି ବର୍ଷ ପୃଥିବୀ ପୃଷ୍ଟରେ ନ ପଡି ଯଥା ପାତାଳ  ପୃଷ୍ଟରେ ତାହା ପଡୁଅଛି ।

ତେଣୁ ଆପଣମାନେ  ନିର୍ଭୟରେ ଚଳିତ ବର୍ଷର ରାକ୍ଷୀ ପୂର୍ଣ୍ଣିମା ପାଳନ କରିପାରିବେ । କାରଣ ପୃଥିବୀ ପୃଷ୍ଟରେ ବାସ କରୁଥିବା ଲୋକମାନଙ୍କ ଉପରେ ଏହାର କୋଣସି ପ୍ରଭାବ ପଡି ନ ଥାଏ । 30 ତାରିଖର ମଧ୍ୟାହ୍ନ ସମୟରେ ପୂର୍ଣ୍ଣିମା ପଡିବାରୁ ରାକ୍ଷୀପୂର୍ଣ୍ଣିମା ପର୍ବ ପାଳନ କରାଯାଇପାରିବ । ଏହି ରାକ୍ଷୀ ପୂର୍ଣ୍ଣିମାର କେତେକ ବିଶେଷ ନିୟମମାନ ରହିଛି ଯଥା ଏହି ରାକ୍ଷୀ ପୂର୍ଣ୍ଣିମାରେ ଭାଇ ର ସୁସ୍ଥ ଓ ସୁଖ କାମନା କରି ଭଉଣୀମାନେ ଦେଶୀ ଘିଅର ଦୀପ ଲଗାଇବ ଉଚିତ୍ । ରାକ୍ଷୀ ବାନ୍ଧିବା  ବେଳେ ଭାଇର ମୁଖ ପୂର୍ବ ଆଡକୁ ଓ  ଭଉଣୀର ମୁଖ ଦକ୍ଷିଣ ଆଡେ ରହିବା ଅତ୍ୟନ୍ତ ଶୁଭ ହୋଇଥାଏ ।

ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିବା ବେଳେ ମନ୍ତ୍ର ଉଚ୍ଚାରଣ କରିବା ନିହାତି ଆବଶ୍ୟକ ହୋଇଥାଏ । ରାକ୍ଷୀ ପୂର୍ଣ୍ଣିମା ଦିନ ଗାଈ ଗୋରୁମାନଙ୍କୁ ପୂଜା କରି ଚନ୍ଦନ ଆଦି ଲଗାଇବା ଶୁଭ ହୋଇଥାଏ । ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀ କଳା ରଙ୍ଗର ବସ୍ତ୍ର ପରିଧାନ କରି ରାକ୍ଷୀ ବାନ୍ଧିବା ଅଶୁଭ ଅଟେ । ତେଣୁ ଚଳିତ ବର୍ଷର ରାକ୍ଷୀପୂର୍ଣ୍ଣିମାରେ ଭଉଣୀକୁ ବିଶେଷ କରି ଏସବୁ ନିୟମ ପ୍ରତି ଧ୍ୟାନ ଦେବା ଉଚିତ୍ ହୋଇଥାଏ । ଆପଣଙ୍କୁ ଯଦି ଏହି ପୋଷ୍ଟ ଭଲ ଲାଗିଥାଏ ତେବେ ଆମ ପେଜ୍ କ୍କୁ ଲାଇକ ,ଶେୟାର ଓ କମେଣ୍ଟ କରନ୍ତୁ ।