Personality Test- ବାଛନ୍ତୁ ନିଜ ପସନ୍ଦର ଗୋଟିଏ ଲେଟର ଓ ଜାଣନ୍ତୁ ନିଜ ଲଭର ର ଫିଲିଙ୍ଗ୍ସ

ଏହି ଦୁନିଆରେ ବହୁତ ବ୍ୟକ୍ତି ପ୍ରେମ କରିଥାନ୍ତି । କିନ୍ତୁ ଅନ୍ୟର ଭାବନା ଜାଣି ପାରନ୍ତି ନାହିଁ । ଆଜି ଆମେ ଆପଣଙ୍କୁ କିଛି ଲେଟର ଦେଖାଇବୁ ଓ ପସନ୍ଦ କରନ୍ତୁ ଏହି ଲେଟର ମଧ୍ୟରୁ ଆପଣଙ୍କ ଲଭର ର ପ୍ରଥମ ଅକ୍ଷର ଏବଂ ଜାଣନ୍ତୁ ଲଭରର ଭାବନାକୁ ।

A

ଆପଣଙ୍କୁ ସେ ବହୁତ ପ୍ରେମ କରନ୍ତି ।

B

ସେ ଆପଣଙ୍କର ଅପେକ୍ଷା କରିଛନ୍ତି ।

C

ସେ ଆପଣଙ୍କୁ ବହୁତ ଯତ୍ନ କରନ୍ତି ବା ଖିଆଲ ରଖନ୍ତି

D

ସେ ଆପଣଙ୍କୁ ପ୍ରକୃତ ରେ ପ୍ରେମ କରୁଛନ୍ତି ।

E

ସେ ଆପଣଙ୍କୁ କିଛି କହିବା ପାଇଁ ଚେଷ୍ଟା କରୁଛନ୍ତି ।

F

ସେ ଆପଣଙ୍କୁ ଦେଖା କରିବା ପାଇଁ ଚାହୁଁ ଛନ୍ତି ।

G

ସେ ଆପଣଙ୍କୁ ଅନୁକରଣ କରନ୍ତି ।

H

ସେ ଆପଣଙ୍କୁ ବହୁତ ପସନ୍ଦ କରନ୍ତି ।

I

ସେ ଆପଣଙ୍କ ସହ ସବୁବେଳେ ରହିବାକୁ ଚାହୁଁ ଛନ୍ତି ।

J

ସେ ଆପଣଙ୍କୁ ପ୍ରୋପଜ କରିବା ପାଇଁ ଚାହୁଁ ଛନ୍ତି ।

K

ସେ ଆପଣଙ୍କ ବିନା ବଂଚି ପାରିବେ ନାହିଁ

L

ସେ ଆପଣଙ୍କୁ କୌଣସି ସରପ୍ରାଇକ ଦେବାକୁ ଚାହୁଁ ଛନ୍ତି ।

M

ସେ ଆପଣଙ୍କ ପ୍ରତି ତାଙ୍କ ପ୍ରେମ ଭାବନା ଦେଖାଇ ପାରୁ ନାହାନ୍ତି ।

N

ସେ ଆପଣଙ୍କୁ ଛାଡିବାକୁ ଚାଂହୁ ନାହାନ୍ତି ।

O

ସେ ଆପଣଙ୍କ ସହ ବିବାହ କରିବା ପାଇଁ ଚାହୁଁ ଛନ୍ତି ।

P

ସେ ଆପଣଙ୍କ ଉପରେ ବହୁତ ବିଶ୍ୱାସ କରନ୍ତି ।

Q

ସେ ଆପଣଙ୍କ ସହ କଥା ହେବା କୁ ଚାହୁଁ ଛନ୍ତି ।

R

ସେ ଆପଣଙ୍କ ପାଇଁ ସ୍ପେଶାଲ ଭାବନା କରନ୍ତି ।

S


ସେ ସବୁ ବେଳେ ଆପଣଙ୍କ ସହ ଅଛନ୍ତି ।

T

ସେ ସବୁବେଳେ ଆପଣଙ୍କର ସମ୍ମାନ କରନ୍ତି ।

U

ସେ ଆପଣଙ୍କୁ ସବୁ ଖୁସି ଦେବା କୁ ଚାହାନ୍ତି ।

V

ଆପଣ ତାଙ୍କ ପାଇଁ ବହୁତ ଗୁରୁତ୍ୱ ପୂର୍ଣ୍ଣ ଅଟନ୍ତି ।

W

ସେ ସବୁ ବେଳେ ଆପଣଙ୍କୁ ତାଙ୍କ ପାଖରେ ଦେଖିବା କୁ ଚାହାନ୍ତି ।

X

ସେ ଆପଣଙ୍କ ସାଥ କେବେ ବି ଛାଡିବେ ନାହିଁ ।

Y


ସେ ଆପଣଙ୍କ ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ଅଛନ୍ତି ।

Z

ସେ ଆପଣଙ୍କର ସବୁ ସ୍ୱପ୍ନ ଔରଣ କରିବା ପାଇଁ ଚାହୁଁଛନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।