ଏହି ଦୁନିଆରେ ବହୁତ ବ୍ୟକ୍ତି ପ୍ରେମ କରିଥାନ୍ତି । କିନ୍ତୁ ଅନ୍ୟର ଭାବନା ଜାଣି ପାରନ୍ତି ନାହିଁ । ଆଜି ଆମେ ଆପଣଙ୍କୁ କିଛି ଲେଟର ଦେଖାଇବୁ ଓ ପସନ୍ଦ କରନ୍ତୁ ଏହି ଲେଟର ମଧ୍ୟରୁ ଆପଣଙ୍କ ଲଭର ର ପ୍ରଥମ ଅକ୍ଷର ଏବଂ ଜାଣନ୍ତୁ ଲଭରର ଭାବନାକୁ ।
A
ଆପଣଙ୍କୁ ସେ ବହୁତ ପ୍ରେମ କରନ୍ତି ।
B
ସେ ଆପଣଙ୍କର ଅପେକ୍ଷା କରିଛନ୍ତି ।
C
ସେ ଆପଣଙ୍କୁ ବହୁତ ଯତ୍ନ କରନ୍ତି ବା ଖିଆଲ ରଖନ୍ତି
D
ସେ ଆପଣଙ୍କୁ ପ୍ରକୃତ ରେ ପ୍ରେମ କରୁଛନ୍ତି ।
E
ସେ ଆପଣଙ୍କୁ କିଛି କହିବା ପାଇଁ ଚେଷ୍ଟା କରୁଛନ୍ତି ।
F
ସେ ଆପଣଙ୍କୁ ଦେଖା କରିବା ପାଇଁ ଚାହୁଁ ଛନ୍ତି ।
G
ସେ ଆପଣଙ୍କୁ ଅନୁକରଣ କରନ୍ତି ।
H
ସେ ଆପଣଙ୍କୁ ବହୁତ ପସନ୍ଦ କରନ୍ତି ।
I
ସେ ଆପଣଙ୍କ ସହ ସବୁବେଳେ ରହିବାକୁ ଚାହୁଁ ଛନ୍ତି ।
J
ସେ ଆପଣଙ୍କୁ ପ୍ରୋପଜ କରିବା ପାଇଁ ଚାହୁଁ ଛନ୍ତି ।
K
ସେ ଆପଣଙ୍କ ବିନା ବଂଚି ପାରିବେ ନାହିଁ
L
ସେ ଆପଣଙ୍କୁ କୌଣସି ସରପ୍ରାଇକ ଦେବାକୁ ଚାହୁଁ ଛନ୍ତି ।
M
ସେ ଆପଣଙ୍କ ପ୍ରତି ତାଙ୍କ ପ୍ରେମ ଭାବନା ଦେଖାଇ ପାରୁ ନାହାନ୍ତି ।
N
ସେ ଆପଣଙ୍କୁ ଛାଡିବାକୁ ଚାଂହୁ ନାହାନ୍ତି ।
O
ସେ ଆପଣଙ୍କ ସହ ବିବାହ କରିବା ପାଇଁ ଚାହୁଁ ଛନ୍ତି ।
P
ସେ ଆପଣଙ୍କ ଉପରେ ବହୁତ ବିଶ୍ୱାସ କରନ୍ତି ।
Q
ସେ ଆପଣଙ୍କ ସହ କଥା ହେବା କୁ ଚାହୁଁ ଛନ୍ତି ।
R
ସେ ଆପଣଙ୍କ ପାଇଁ ସ୍ପେଶାଲ ଭାବନା କରନ୍ତି ।
S
ସେ ସବୁ ବେଳେ ଆପଣଙ୍କ ସହ ଅଛନ୍ତି ।
T
ସେ ସବୁବେଳେ ଆପଣଙ୍କର ସମ୍ମାନ କରନ୍ତି ।
U
ସେ ଆପଣଙ୍କୁ ସବୁ ଖୁସି ଦେବା କୁ ଚାହାନ୍ତି ।
V
ଆପଣ ତାଙ୍କ ପାଇଁ ବହୁତ ଗୁରୁତ୍ୱ ପୂର୍ଣ୍ଣ ଅଟନ୍ତି ।
W
ସେ ସବୁ ବେଳେ ଆପଣଙ୍କୁ ତାଙ୍କ ପାଖରେ ଦେଖିବା କୁ ଚାହାନ୍ତି ।
X
ସେ ଆପଣଙ୍କ ସାଥ କେବେ ବି ଛାଡିବେ ନାହିଁ ।
Y
ସେ ଆପଣଙ୍କ ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ଅଛନ୍ତି ।
Z
ସେ ଆପଣଙ୍କର ସବୁ ସ୍ୱପ୍ନ ଔରଣ କରିବା ପାଇଁ ଚାହୁଁଛନ୍ତି ।
ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।