ଆତଙ୍କର ଅନ୍ୟ ନାଁ ‘ବାବା ଜଲନ୍ଧର’, ତାଲିବାନ ପାଇଁ ଯମ, ଦେଖନ୍ତୁ କିଏ ଏହି ବାବା ଜଲନ୍ଧର, ଯାହା ନାଁ ଶୁଣିଲେ ଥରହର ହୁଅନ୍ତି ତାଲିବାନୀ, ଦେଖନ୍ତୁ Video

କେହି ପଞ୍ଜଶିର ମାଟି ମା-ଡି-ଲେ ଲମ୍ପ ଦେଇ ଜୀବନ ନେଇଯାନ୍ତି । ଯାହାଙ୍କ ନାଁ ଶୁଣିଲେ ଥରହର ହେଉଛନ୍ତି ତା-ଲି-ବା-ନୀ । ଆଫଗାନିସ୍ତାନର ପନ୍ଜଶିର ଘାଟିରେ ତାଲିବାନ ସେନାଙ୍କୁ ନି-ପା-ତ କରି ଏହି ବ୍ୟକ୍ତି ଜଣକ ପାଲଟି ଯାଇଛନ୍ତି ମହାନାୟକ । ତାଙ୍କ ନାଁ ହେଉଛି ୱାହିଦ ଜଲନ୍ଧର । ସେ ବାବା ଜଲନ୍ଧର ନାମରେ ବେଶ ପରିଚିତ । ପଞ୍ଜଶିରରେ ତା-ଲି-ବା-ନ ବି-ରୁ-ଦ୍ଧ-ରେ ଚାଲିଥବା ଯୁ-ଦ୍ଧର ସେ ଦାୟିତ୍ଵ ନେଇଛନ୍ତି । ଅହମଦ ଶାହ ମାସୁଦଙ୍କ ନର୍ଥନ ଆଲିଆନ୍ସ କମାଣ୍ଡର ହେଉଛନ୍ତି ୱାହିଦ ଜଲନ୍ଧର ।

କହିବାକୁ ଗଲେ ୱାହିଦ ହେଉଛନ୍ତି ମାସୁଦଙ୍କ ଡାହାଣ ହାତ । ଯାହାର ନାଁ ଶୁଣିଲେ ଭୟରେ ଥରହର ହେଉଛି ତା-ଲି-ବା-ନ ସଂଗଠନ । ସେ ପଞ୍ଜଶିର ଘାଟିରେ ତାଲିବାନଙ୍କୁ ବାରମ୍ବାର ପାଣି ପିଆଇ ଚାଲିଛନ୍ତି । ତା-ଲି-ବା-ନ-ଙ୍କ ସହ ଲ-ଢେ-ଇ କରିବାରେ ୱାହିଦଙ୍କ ପକ୍ଷେ ରହିଛି ୩୫ ବର୍ଷର ଅଭିଜ୍ଞତା । ପଞ୍ଜଶିରରେ ତା-ଲି-ବା-ନୀ-ଙ୍କ ସହ ଲଢିବାରେ ସେ ଖୁବ ମାହିର । ନର୍ଥନ ଆଲିଆନ୍ସର କହିବା ଅନୁସାରେ ମାତ୍ର କେଇ ଘଣ୍ଟାରେ ସେ ୫୦୦ ତାଲିବାନୀଙ୍କୁ ନିହତ କରି ରେକର୍ଡ ସୃଷ୍ଟି କରିଛନ୍ତି ।

ତାଙ୍କ ଭୟରେ ଅନେକ ତା-ଲି-ବା-ନୀ ଆତ୍ମ ସମର୍ପଣ ମଧ୍ୟ କରିଛନ୍ତି । ପୂର୍ବରୁ ମଧ୍ୟ ପଞ୍ଜଶିର ଘାଟିରେ ତା-ଲି-ବା-ନୀ-ଙ୍କୁ ଆଣ୍ଠେଇବାକୁ ବାଧ୍ୟ କରିଥିବା କମାଣ୍ଡର ୱାହିଦ ଜଲନ୍ଧରଙ୍କୁ ପୁଣି ଥରେ ପଞ୍ଜଶିର ବଞ୍ଚେଇବାକୁ ଦାୟିତ୍ଵ ଦେଇଛି ନର୍ଥନ ଆଲିଆନ୍ସ । ବାବା ଜଲନ୍ଧର ଦାୟିତ୍ଵ ନେବା ପରେ ଯୁ-ଦ୍ଧ ଜୋ-ର-ଦାର ହୋଇଛି ।

ଏକ ହଜାରରୁ ଅଧିକ ତା-ଲି-ବା-ନୀ-ଙ୍କୁ ବ-ନ୍ଦୀ କରିଥିବା ଦାବି କରିଛନ୍ତି ପଞ୍ଜଶିର ରେଜିଷ୍ଟାନ୍ସ ଫୋର୍ସ । ଏହା ସହ ଅନେକ ଆ-ତ-ଙ୍କ-ବା-ଦୀ ଆତ୍ମ ସମର୍ପଣ କରିଥବା ମଧ୍ୟ ସୂଚନା ମିଳିଛି । ଆଫଗାନିସ୍ତାନକୁ ତାଲିବାନ ଦାଖଲ କରିବା ପରେ ପଞ୍ଜଶିରରେ ଘମାଘୋଟ ଲ-ଢେ-ଇ ଜାରି ରହିଛି । ତା-ଲି-ବା-ନ ପଞ୍ଜଶିରକୁ କବଜା କରିଥିବା କହୁଥିବା ବେଳେ ପଞ୍ଜଶିର ରେଜିଷ୍ଟାନ୍ସ ଫୋର୍ସର ନେତା ଅମୃହ୍ଲା ଶାହେ ଏହାକୁ ଖାରଜ କରିଛନ୍ତି । ପଞ୍ଜଶିର ରେଜିଷ୍ଟାନ୍ସ ଫୋର୍ସର ନେତୃତ୍ଵ ନେଉଛନ୍ତି ଅହମଦ ମାସୁଦ ଓ କାର୍ଯ୍ୟକାରୀ ରାଷ୍ଟ୍ରପତି ଅମୃହ୍ଲା ଶାହେ ।

୧୯୯୬ ରୁ ୨୦୦୧ ମଧ୍ୟରେ ଯେତେବେଳେ ଆଫଗାନିସ୍ତାନ ଉପରେ ତା-ଲି-ବା-ନ କବଜା କରିଥିଲା ସେହି ସମୟରେ ମଧ୍ୟ ପଞ୍ଜଶିର ଘାଟିକୁ ତା-ଲି-ବା-ନ ନିଜ ଅକ୍ତିଆରରେ ନେଇ ପାରି ନଥିଲା । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।