ଅତୀତର କାହାଣୀ କହୁଛି ଏହି ସ୍ଥାନ, ଏହି ସ୍ଥାନରେ ବସି କବିତା ଲେଖି ରାଧାନାଥ ପାଇଥିଲେ କବିବର ଉପାଧୀ

ଅତୀତରେ ଯେଉଁ କାହାଣୀ ସବୁ ବିତି ଯାଇଥାଏ ତାହା ସାହିତ୍ଯ, କଳା, ସଂସ୍କୃତି ରେ ବର୍ଣ୍ଣନା କରା ଯାଇଥାଏ । ଏମିତି ଏକ ଐତିହାସିକ ପୃଷ୍ଠ ଭୂମି ରହିଛି ଯେଉଁଠି କବିବର ରାଧାନାଥ ରାୟ କବିତା ଲେଖି କବିବର ଉପାଧି ପାଇଥିଲେ । ଯାହା ସାରା ଭାରତ ବର୍ଷରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି । ଯାହା ପୂର୍ବରୁ ବାମଟା ରାଜ୍ୟ ବୋଲି ପରିଚିତ ଥିଲା । ଯେଉଁ ଠାରେ ରାଜା ମାନେ କାହିଁ କେତେ ଅମଳରୁ ଶାସନ କରୁଥିଲେ ।

ଆଜି ବି ଯେଉଁଠି ଲୁଚି ରହିଛି କଳା ସଂସ୍କୃତି ସ୍ଥାପତ୍ୟ କୀର୍ତ୍ତିମାନ । ହଁ ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ କବିବର ରାଧାନାଥ ରାୟ ଙ୍କୁ ବେଶ ଭଲ ଭାବେ ଜାଣି ଥିବେ । ସେ ନିଜର ସୁନ୍ଦର ସୁନ୍ଦର କବିତା ମାଧ୍ୟମ ରେ ଅନେକ କଥାମାନ ଲେଖି ଯାଇଛନ୍ତି । ସେ ଏତେ ସୁନ୍ଦର କବିତା ଲେଖୁଥିଲେ ଯାହା ବି ଚର୍ଚ୍ଚା ର ବିଷୟ ବସ୍ତୁ ପାଲଟିଛି । ତେବେ ରାଧାନାଥ ରାୟ କବିବର ଉପାଧି କେମିତି ଲାଇଲେ ଓ ତାଙ୍କୁ କିଏ ଦେଇଥିଲେ ତାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଦେବଗଡ ସହର ଠାରୁ ମାତ୍ର 15 ଜ୍କିମୀ ଦୁଆରରେ ବଳମପୁର ରେ ଥିବା ପୁରାତନ ରାମ ଗୋବିନ୍ଦ ମନ୍ଦିର ବାସୁଦେବ 1900 ମସିହାରେ ଦେବଗଡ ରାଜା ବାସୁଦେବ ଶୁକ୍ଳ ଦେବଙ୍କ ଦ୍ଵାରା ନିର୍ମାଣ ହୋଇଥିଲା ରାମ ଗୋବିନ୍ଦ ମନ୍ଦିର । ଏହି ମନ୍ଦିରର ଭଗବାନ ରାମ, ମା ସୀତା ଓ ଲକ୍ଷ୍ମଣ ଙ୍କ ମୂର୍ତ୍ତି ସ୍ଥାପନ କରା ଯାଇଥିଲା । ଏହି ମନ୍ଦିର୍ଟ ରେ ଅଜୋଧ୍ୟା ର ଚିତ୍ର ମଧ୍ୟ ବଖଣା ଯାଇଛି ।

ପାର୍ଶ୍ଵ ଦେବୀ ଭାବେ ମା ଭୈରବୀ, ମହାଦେବଙ୍କର ମଧ୍ୟ ପୂଜା କରା ଯାଇଥାଏ । ରାଜା ଅଞ୍ଚଳର ଚାଷ ପାଇଁ ନକ୍ସାଣୀ ଆରତୀ ଫିସିଆଲ ଡ୍ୟାମ କରିଥିଲେ । କଳାଜୀରା ଅଞ୍ଚଳରେ ପାଣି ସମସ୍ଯା ଦୂର କରିବା ପାଇଁ ପ୍ରତିଯୋଗଶାଳ ରେ 136 ପ୍ରକାରର ପରୀକ୍ଷା ହୋଇଥିଲା । ଭଲଭ ଗାଁ ଓଡିଶା ବାହାରେ ଆଜି ବି ପରିଚିତ ଅଟେ ।

କାରଣ ଏହି ମନ୍ଦିରର ପରିସାରେ ଥିବା ପଲମ କବି ରାଧାନାହ ରାୟ, ଆକିର ମୋହନ ସେନାତୀୟ ଓ ବିଶ୍ଵନାଥ ଆଦି କବି ମାନେ ଲେଖିବା ପାଇଁ ଏହାର ବ୍ୟବହାର କରୁଥିଲେ । ଯେଉଁ ଜାଗା ଆଜି ଗୌରବମୟ ଗାଥା ବଖାଣୁଛି ସେହି ସ୍ଥାନ ଆଜି ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି । ଯଦି ଏହି ସ୍ଥାନ ର ରକ୍ଷଣାବେକ୍ଷଣ ନ କରାଯିବ ତେବେ ଐତିହ୍ୟ କାହାଣୀ କହୁଥିବା ଏହି ସ୍ଥାନ ଟି ନିଜର ପରିଚୟ ହରାଇ ଦେବ । ବନ୍ଧୁଗଣ ଆପଣ ମାନେ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।