ହାତ ରେ ଚେକ ଧରିଲେ! ସିରାଜ ଙ୍କୁ କୁଣ୍ଢାଇ ଅତ୍ୟନ୍ତ ଖୁସି ରେ କାନ୍ଦି ପକାଇଛନ୍ତି ଶ୍ରୀଲଙ୍କା ର ଗ୍ରାଉଣ୍ଡ ଷ୍ଟାଫ….

ନମସ୍କାର ବନ୍ଧୁଗଣ । ଏସିଆ କପ ଫାଇନାଲ ମ୍ଯାଚ ରେ ଶ୍ରୀଲଙ୍କା କୁ ହରାଇ ଭାରତ ମ୍ଯାଚ ଜିତିଛି । ଯାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ଆଉ ଏହାରି ଭିତରେ କିଛି ଏମିତି ଦ୍ରୁଶ୍ଯ ଦେଖିବାକୁ ମିଳିଛି ଯାହାକୁ ନେଇ ଏବେ ଇଣ୍ଡିଆ ଟିମ ର ଜଣେ ଖେଳାଳି ବେଶ ଚର୍ଚ୍ଚା ସାଉଁନ୍ଟିଛନ୍ତି । ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ ।

ହାତରେ ଚେକ ଧରି ସିରାଜ ଙ୍କୁ କୁଣ୍ଢାଇ କାନ୍ଦି ପକାଇଲେ । ଅତ୍ୟନ୍ତ ଖୁସିରେ ସିରାଜ ଙ୍କୁ ଧରି ସେଲ୍ଫି ନେଇଥିଲେ । ହଁ ଦର୍ଶକ ବନ୍ଧୁ ସିରାଜ ଙ୍କୁ ଧରି ଡ୍ୟାନ୍ସ କରିଲେ ଗ୍ରାଉଣ୍ଡ ଷ୍ଟାଫ । ସାଙ୍ଗ ହୋଇ ସିରାଜ ଙ୍କ ସହ ଫୋଟୋ ବି ଉଠାଇଲେ । ବହୁତ ଖୁସି ପ୍ରକାଶ କରିଲେ ଖେଳର ବ୍ୟାଟ୍ସ ମ୍ୟାନ ମାନେ । ସାରିଛି ଏସିଆ କପ ହେଲେ ମନ ଜିତି ଯାଇଛନ୍ତି ସିରାଜ ।

ଗ୍ରାଉଣ୍ଡ ଷ୍ଟାଫ ମାନଙ୍କୁ ତାଙ୍କ ଦେଲା ପରେ ଦେଖିବାକୁ ମିଳିଛି ଭାବ ବିହ୍ଵଳ ଚିତ୍ର । ଷ୍ଟାଡିୟମ ରେ ଖାଲି ସିରାଜ ଙ୍କ ନାଁ ଙ୍କୁ ନେଇ ଚର୍ଚ୍ଚା ହେଉଥିଲା । ଏମିତିକି ସିରାଜ ଙ୍କୁ ଧରି କାନ୍ଦି ପକାଇଥିଲେ ଗ୍ରାଉଣ୍ଡ ଷ୍ଟାଫ । ଏମିତି ପୂର୍ବରୁ କେବବେ ବି ହୋଇନି କି ଗ୍ରାଉଣ୍ଡ ଷ୍ଟାଫ ଙ୍କୁ ନିଜେ ପାଇଥିବା ଅର୍ଥ ରାଶି କୁ ଦାନ କରିବା । ଯାହା ଏଥର ଏସିଆ କପରେ ହୋଇଛି ।

କାରଣ ଏସିଆ କପରେ ବିଜୟୀ ହାସଲ ଆରେ ଗ୍ରାଉଣ୍ଡ ଷ୍ଟାଫ ଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦାନ କରି ପୁରା ଏସିଆ କପ ରେ ଚର୍ଚ୍ଚା ହୋଇଥିଲା । ଯଦି ଗ୍ରାଉଣ୍ଡ ଷ୍ଟାଫ ମାନେ ପରିଶ୍ରମ କରି ନ ଥାନ୍ତେ ତେବେ ଏହା ସହ ସମ୍ଭବ ହୋଇପାରି ନ ଥିଲା । ଗ୍ରାଉଣ୍ଡ ଷ୍ଟାଫ ମାନଙ୍କ ଅହେତୁକ ପରିଶ୍ରମ ପାଇଁ ଆଜି ମ୍ୟାଚ ସଫଳ ହୋଇଛି । ଭାରତ ଆଜି ସଫଳତା ହାସଲ କରିଛି ।

ପ୍ରକୃତରେ ମହମ୍ମଦ ସିରାଜ ଏମିତି କରି ଦେଖାଇ ଛନ୍ତି । ଯେବେ ସିରାଜ 6 ଟି ୱିକେଟ ନେଇଥିଲେ ତାଙ୍କୁ 4 ଲକ୍ଷ ତାଙ୍କର ପୁରସ୍କାର ରାଶି ମିଳିଥିଲା । ଆଉ ଏହି ସମୟରେ ସିରାଜ ଙ୍କୁ ମ୍ୟାନ ଅଫ ଦି ମ୍ଯାଚ ଘୋଷଣା କରା ଯାଇଥିଲା । ଶ୍ରୀଲଙ୍କା ର 1 ଲକ୍ଷ କ୍ରାଇସେସ ଦେଖିବାକୁ ମିଳିଥିଲା । ତେବେ ସିରାଜ ଏ ଡୋନେଟ ନିଜ ସ୍ଵ-ଇଚ୍ଛା ରେ କରିଛନ୍ତି । ବନ୍ଧୁଗଣ ଆପଣ ମାନେ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।