Jyotish Shastra- ଦରିଦ୍ରତାର ହେଲା ଅନ୍ତ, ଆସନ୍ତା 33 ବର୍ଷ ପର୍ଯ୍ୟନ୍ତ ଏହି 4 ଟି ରାଶି ଉପରେ ଧନ ବର୍ଷା କରିବେ ଶନିଦେବ

ହିନ୍ଦୁ ଧର୍ମରେ ବହୁତ ଦେବା ଦେବୀଙ୍କର ମାନ୍ୟତା ରହିଛି । ଏହି ଦେବୀ ଦେବତାଙ୍କ ମଧ୍ୟରୁ ଗୋଟିଏ ନାମ ଭଗବାନ ଶନିଦେବଙ୍କର ଅଟେ । ଭଗବାନ ଶନିଦେବ ସେ ଉଚ୍ଚ ନ୍ୟାୟାଧୀଶ ଅଟନ୍ତି । ଓ ଭଗବାନ ଶନିଦେବ ଅନୁଚିତ କାର୍ଯ୍ୟ କରୁଥିବା ଲୋକଙ୍କୁ ସମୟ ଆସିଲେ ଦଣ୍ଡବି ଦେଇଥାନ୍ତି । ଶନିଦେବ ସୂର୍ଯ୍ୟ ପୁତ୍ର ଓ କର୍ମ ଫଳର ଦାତା ଅଟନ୍ତି ଓ ମୋକ୍ଷକୁ ପ୍ରଦାନ କରୁଥିବା ଗୋଟେ ମାତ୍ର ଭଗବାନ ଶନିଦେବ ହିଁ ଅଟନ୍ତି । ଶନି ଦେବଙ୍କୁ ନେଇ ବହୁତ ଲୋକଙ୍କ ମଧ୍ୟରେ ବହୁତ ଚିନ୍ତା ରହିଥାଏ କିନ୍ତୁ ସତ କଥା ହେଲା ଶନିଦେବ ପ୍ରକୃତିରେ ସନ୍ତୁଳନ ବନାଇ ରଖନ୍ତି ।

ସେ ସବୁ ପ୍ରାଣୀଙ୍କ ସହ ଉଚିତ ନ୍ୟାୟ କରିଥାନ୍ତି । ଶାଣିଦେବଙ୍କ କୃପା ଯେଉଁ ମନୁଷ୍ୟ ଉପରେ ହୋଇଥାଏ ତା ଉପରେ କୌଣସି ପ୍ରକାର ଦୁଖ ଆସିନଥାଏ । ଆଉ ଯିଏ ଭୁଲ କାମ କରିଥାନ୍ତି ଓ ପାପ କରିଥାନ୍ତି ଅନ୍ୟ ଲୋକଙ୍କୁ କ୍ଷତି ପହଞ୍ଚାଇ ଥାନ୍ତି । ଭଗବାନ ଶନିଦେବ ତାଙ୍କୁ ଦଣ୍ଡ ଦେଇଥାନ୍ତି । ଏବେ ଶନିଦେବଙ୍କର କୃପା କିଛି ରାଶିର ଲୋକଙ୍କ ଉପରେ ରହିବ ।

ମିଥୁନ ରାଶି:-

ଏହି ରାଶିର ଲୋକଙ୍କ ଉପରେ ଶନି ଙ୍କର ଅସ୍ତ ହେବା କାରଣରୁ କୌଣସି ବି ଦୁଃପ୍ରଭାବ ପଡିବ ନାହିଁ । ଆମି କିଛି ଦିନ ପର୍ଯ୍ୟନ୍ତ କିଛି ବି ନୂଆ କାର୍ଯ୍ୟ କରିବାକୁ ବା କିଛି ନୂଆ କାର୍ଯ୍ୟ କୁ ଳୌ କରିବାକୁ ଆପଣ ମାନେ ଭାବନ୍ତୁ ନାହିଁ । ଏହି ସମୟରେ ଆପଣଙ୍କୁ କିଛି ନୂଆ ପ୍ରସ୍ତାବ ମିଳିପାରେ । କିନ୍ତୁ ସ୍ଵୀକାର କରିବା ପୂର୍ବ ଥରେ ନିଶ୍ଚୟ ବିଚାର କରନ୍ତୁ । ଘର ପରିବାର ଲୋକଙ୍କର ପୁରା ସାଥ ମିଳିବ ।

କର୍କଟ ରାଶି:-

ଏହି ରାଶିର ଲୋକଙ୍କୁ ଶନି ମହାରାଜ ଙ୍କର ଅସ୍ତ ହେବା କାରଣରୁ ଲାଭଦାୟୀ ପରିଣାମ ପ୍ରାପ୍ତ ହେବ । ବ୍ୟାପାର ଏବନ ଚାକିରି ରେ ଆପଣ ଯେଉଁ କ୍ଷେତ୍ର ରେ କାମ କରୁଛନ୍ତି ସେଥିରେ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ । ଆର୍ଥିକ ଅଧିକ ମଜବୁତ ରହିବ । ବିଦ୍ୟାର୍ଥୀ ମାନଙ୍କୁ ଅଧିକ ଆତ୍ମବିଶ୍ଵାସ ରୁ ବଞ୍ଚିବା ଜରୁରୀ ଅଟେ ।

ତୁଳା ରାଶି:-

ଏହି ରାଶିର ପ୍ରତିକୂଳ ଚାଲିଥିବା ସମୟରେ ଶନି ଙ୍କର ଅସ୍ତ ହେବା ଲାଭଦାୟୀ ହୋଇପାରେ । ଆପଣଙ୍କ କାର୍ଯ୍ୟ ରେ ତେଜ ଆସିବ । ଓ ନୂଆ ଦିଗରେ ଆପଣ ସଫଳତା ପ୍ରାପ୍ତ କରିବେ । ଚାକିରି କ୍ଷେତ୍ର ରେ ଭଲ ଅନୁଭବ ପ୍ରାପ୍ତ କରିବେ । ମନ କୁ ସ୍ଥିର ରଖନ୍ତୁ । ସାମାଜିକ ଲୋକଙ୍କ ମଧ୍ୟରେ ନିଜ କଥା ରଖିବା ପୂର୍ବରୁ ଟିକେ ଧ୍ୟାନ ଦିଅନ୍ତୁ ।

ଧନୁ ରାଶି:-

ଏହି ରାଶି ଉପରେ ଶନି ଙ୍କ ଅସ୍ତ ହେବାରୁ ପ୍ରତିକୂଳ ପ୍ରଭାବ ପଡିବ ନାହିଁ । ଶନି ଙ୍କ କୃପାରୁ ଆପଣଙ୍କ ଆୟରେ ଲାଭ ହେବାର ସମ୍ଭାବନା ରହିଛି । ଯେଉଁ ମାନେ ଚାକିରି ଖୋଜୁଛନ୍ତି ଏହି ସମୟରେ ସେମାନେ ସଫଳତା ପାଇବେ । ଭାଇ, ଭଉଣୀ ଏବଂ ସାଙ୍ଗସାଥି ମାନଙ୍କର ସହଯୋଗ ମିଳିବ । ସବୁ କିଛି ଭଲ ହେବା କାରଣରୁ ଆପଣଙ୍କ ମନୋବଳ ବଢିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।