Vastu Tips- ଆପଣଙ୍କ ଘରେ ଥିବା ମାତ୍ର ଗୋଟିଏ ଲବଙ୍ଗ ଆପଣଙ୍କୁ ରାତାରାତି କରିଦେବ ଧନୀ, ଏତେ ଧନ ଆସିବ କି ସମ୍ଭାଳି ପାରିବେନି

ମନୁଷ୍ୟ ଜୀବନରେ ବଞ୍ଚିବାକୁ ହେଲେ ତାକୁ ସବୁବେଳେ ଖୁସି ଆବଶ୍ୟକ ହୋଇଥାଏ । କିନ୍ତୁ ସବୁ ମନୁଷ୍ୟ ଜୀବନରେ ଏହା ସହଜ ରେ ମିଳେ ନାହିଁ । ଜୀବନରେ ଏମିତି ବି ସମୟ ଆସେ ଯେ ବହୁତ ପରିଶ୍ରମ କରି ମଧ୍ୟ କିଛି ମିଳେ ନାହିଁ । ଆଜି ଆମେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଘରେ ଥିବ ଲବଙ୍ଗର ଏକ ଉପାୟ କହିବୁ
ଲବଙ୍ଗର ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ଘର ଶୁଖ ଶାନ୍ତି ରେ ପୂର୍ଣ୍ଣ ହୋଇଯିବ ଏବଂ ଆପଣ ଆପଣଙ୍କ ଜୀବନରେ ଥିବା ସବୁ ସମସ୍ୟାରୁ ମୁକ୍ତି ପାଇବେ ।

ଆପଣ ଆପଣଙ୍କ ପରିଶ୍ରମ ଅନୁସାରେ ଦୁଇ ଗୁଣ  ଫଳ ପାଇବେ । ଆପଣ ଜୀବନରେ ବହୁତ ଭଲ କାମ କରନ୍ତି କିନ୍ତୁ ଆପଣଙ୍କୁ ଏହାର ଓଲଟା ଫଳ ମିଳିଥାଏ । ଆପଣ ଯେତେ ଧନ ଉପାର୍ଜନ କଲେ ବି ଆପଣ କୌଣସି ଧନ ସଞ୍ଚୟ କରି ପାରନ୍ତି ନାହିଁ ବରଂ ଆବଶ୍ୟକ ପଡ଼ିଲେ ଅନ୍ୟଠୁ ଉଧାର ମଧ୍ୟ ଆଣିଥାନ୍ତି ।

ଏଥିପାଇଁ ଲବଙ୍ଗର ଏହି ଉପାୟଟି କରନ୍ତୁ ଆପଣ ଧନ ଧାନ୍ୟ ରେ ପୁରି ଉଠିବେ ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ । ଲବଙ୍ଗ ଏମିତି ଏକ ଜିନିଷ ଯାହାକି ସମସ୍ତଙ୍କ ରୋଷେଇ ଘରେ ଅତି ସହଜରେ ମିଳିଯାଇଥାଏ । ଏହି ଲବଙ୍ଗକୁ ଖାଦ୍ୟରେ ବ୍ୟବହାର କଲେ ଖାଦ୍ୟ ବହୁତ ସ୍ୱାଦିଷ୍ଟ ହୋଇଥାଏ । ଏହି ଲବଙ୍ଗ ମଧ୍ୟ ଘରର ବହୁତ ଅସୁବିଧା ଦୂର କରିଦେଇଥାଏ । ଆପଣ ଦୁଇଟି କର୍ପୂର ଓ ଗୋଟିଏ ଲବଙ୍ଗ ନିଅନ୍ତୁ । ଘରେ ପୂଜା କରିବା ବେଳେ ଗୋଟିଏ ଛୋଟ ପାତ୍ରରେ ଏହାକୁ ଜଳାଇ ଦିଅନ୍ତୁ ।

ଏହା ଦ୍ବାରା ଘରେ ଥିବା ସବୁ ନକରାତ୍ମକ ଶକ୍ତି ନଷ୍ଟ ହୋଇଥାଏ ଓ ଆପଣଙ୍କ ଅଧ ରହିଥିବା ସବୁ କାର୍ଯ୍ୟ ସହଜରେ ସମାପ୍ତ ହୋଇଯାଏ । ଆପଣଙ୍କ ଘରେ ଉପୁଜିଥିବା ସବୁ ସମସ୍ୟା ଦୂର ହୋଇଯିବ । ଆପଣ ଧନ ଧାନ୍ୟରେ ପୁରୀ ଉଠିବେ । ଆପଣ ଯଦି ବହୁତ କରଜରେ ବୁଡିରହିଛନ୍ତି ତେବେ ଆପଣ ଶନିବାର ଦିନ ୫ ଟି ଲବଙ୍ଗକୁ ନେଇ ଚାଟ ଉପରେ କିମ୍ବା ଆପଣଙ୍କ ଅଗଣାରେ ଚାରି ପଟେ ଚାରୋଟି ଲବଙ୍ଗ ଫୋପାଡ଼ି ଦିଅନ୍ତୁ ଓ ଶେଷ ଲବଙ୍ଗଟିକୁ ଆପଣଙ୍କୁ ମୁଣ୍ଡ ଉପରକୁ ଫୋପାଡ଼ି ଦିଅନ୍ତୁ ।

ଏହାପରେ ପଛକୁ ଅନାଇ ଘରକୁ ଚାଲି ଆସନ୍ତୁ ଦେଖିବେ ଆପଣ ଆସ୍ତେ ଆସ୍ତେ ସବୁ କରାଜରୁ ମୁକ୍ତି ପାଇଁ ଶାନ୍ତିରେ ଜୀବନ ବିତାଇବେ । ଏହି ଉପାୟଟି କାହାକୁ କୁହନ୍ତୁ ନାହିଁ । ଏହି ଉପାୟଟିକୁ ଆପଣ ୨୫ ଦିନ ପର୍ଯ୍ୟନ୍ତ କରନ୍ତୁ । ଦେକିବେ ଆପଣ ସବୁ ଧନ ସମ୍ବନ୍ଧୀୟ ସବୁ ସମସ୍ୟାରୁ ମୁକ୍ତି ପାଇବେ ।

ଯଦି ପାରୁଛନ୍ତି ଲବଙ୍ଗର ଏହି ଉପାୟ କୁ କରିବା ବେଳେ ଭଗବାନ ବିଷ୍ଣୁଙ୍କର ୨୧ଥର ନାମ ଜପ କରିପାରିବେ । ଲବଙ୍ଗର ଏହି ଉପାୟ କରନ୍ତୁ ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହୋଇଯିବ ଓ ଆପଣ ବହୁତ ଖୁସିରେ ଜୀବନ ଅତିବାହିତ କରିବେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।