ଅନ୍ୟ ମାନଙ୍କ ପାଇଁ ଏହି 3 ଟି ଖରାପ କାମ କେବେ ବି କରନ୍ତୁ ନାହିଁ, ନହେଲେ ସାରା ଜୀବନ କାନ୍ଦୁଥିବେ- Chanakya Niti

ଖୁସିଭରା ଜୀବନ ବଞ୍ଚିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ କିଛି ନୀତି କହିଛନ୍ତି । ଯଦି ଆପଣ ନିଜ ଜୀବନରେ ସୁଖ ଏବଂ ଶାନ୍ତି ଚାହୁଞ୍ଛନ୍ତି ତେବେ ଆଚାର୍ଯ୍ୟ ଚାଣକ୍ୟ ଙ୍କ ସୁବିଚାର କୁ ଆପଣାଇବେ । ତେବେ ଆପଣଙ୍କ ଜୀବନରେ ସୁଖ ଓ ଶାନ୍ତି ଭରିଯିବ । ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ମନ୍ୟୁସ କୁ ଅନ୍ୟ ସହ କେବେ ବି ଏହି କାମ କରିବା ଉଚିତ ନୁହେଁ । ଆପଣ ଯଦି ଏମିତି କରିଥାନ୍ତି ତେବେ ଆପଣଙ୍କ ପୁରା ଜୀବନ ବର୍ବାଦ ହୋଇଯିବ । ଏଥିପାଇଁ ଆପଣ ଅନ୍ୟ ସହ ଭୁଲ ରେ ବି ଏହି କାମ କରନ୍ତୁ ନାହିଁ ।

ଚାଣକ୍ୟ କହିଛନ୍ତି ମନ୍ୟୁଷ କୁ କୌଣସି ବି ଅଶୁଭ କାର୍ଯ୍ୟ କୁ ଭୁଲ ରେ କରନ୍ତୁ ନାହିଁ । ହିନ୍ଦୁଧର୍ମ ଶାସ୍ତ୍ର ରେ ଏହି କାର୍ଯ୍ୟ କୁ ମଧ୍ୟ ଅଶୁଭ ମାନା ଯାଇଛି । ଏହି କାର୍ଯ୍ୟ ରେ ନିଜ ଦ୍ଵାରା କରାଯାଇଥିବା କିଛି ଅଶୁଭ କାର୍ଯ୍ୟ ବା କାହା ଦ୍ଵାରା କରାଯିବା ଅଶୁଭ କାର୍ଯ୍ୟ ବୋଲି ଜଣା ଯାଇଥାଏ ।

ଯେପରି :- ଘରୁ କେହି ବାହାରିକି ଯିବା ବେଳେ ଜାଣିଶୁଣି ପାଣି ପକାଇବା ଏହା ଏକ ବଡ ଅଶୁଭ କାର୍ଯ୍ୟ ଅଟେ । ଏହା ପରେ ଘରର ବାହାରେ ଖାଲି ବାଲଟି ରଖିବା ଏହା ମଧ୍ୟ ଶାସ୍ତ୍ର ଅନୁସାରେ ବହୁତ ବଡ ଅଶୁଭ କାର୍ଯ୍ୟ ଅଟେ । ଓ ଘରୁ କେହି ଯିବା ପରେ ତୁରନ୍ତ ସ୍ନାନ କରିବା । ଶାସ୍ତ୍ର ରେ ଏହି କାର୍ଯ୍ୟ କୁ ବି ଅଶୁଭ କୁହାଯାଇଛି । କିଛି ଏପରି ବି କାର୍ଯ୍ୟ ଅଛି ଯାହା ଅଜାଣତ ରେ ହୋଇଥାଏ । ଏହାକୁ ମଧ୍ୟ ଅଶୁଭ କାର୍ଯ୍ୟ ବୋଲି ମାନାଯାଇଛି ।

ଯେପରି :- କେହି ଯିବା ବେଳେ ଅଚାନକ ଭାବେ ଛିଙ୍କି ଦେବା । ଏହା ଅଶୁଭ କାର୍ଯ୍ୟ ମଧ୍ୟରୁ ଏକ ଅଟେ । ଏହା ପରେ ବିଲେଇ ରାସ୍ତା କାଟିବା । ଏବଂ କାହାକୁ ଲେମ୍ବୁ ଓ ଲଙ୍କା ଏକା ସହ ଦେଇ ଦେବା । ଶାସ୍ତ୍ର ରେ ଏହାକୁ ମଧ୍ୟ ଅଶୁଭ ବୋଲି ମାନାଯାଇଛି ।

ନିଜ କାମର ସ୍ଵାର୍ଥ ସିଦ୍ଧ କରିବା ନିମନ୍ତେ କିଛି ଲୋକ ତନ୍ତ୍ର ବିଦ୍ୟା ର ସାହାରା ନେଇଥାନ୍ତି । ଏହି ସବୁ କାର୍ଯ୍ୟ ଜାଣିକି ହୋଇଥାଏ । ଏହି କାର୍ଯ୍ୟ କରୁଥିବା ବ୍ୟକ୍ତି ଉପରେ ଖରାପ ପ୍ରଭାବ ମଧ୍ୟ ପଡିହାଏ । ଜୀବନସାରା ଏହି କାର୍ଯ୍ୟ ମଧ୍ୟରେ ଫସି ରହିଥାନ୍ତି ।

ଏହି କାରଣରୁ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କିଛି ପ୍ରକାର ଅଶୁଭ କାର୍ଯ୍ୟ କରିବାରୁ ବଞ୍ଚିକି ରହିବା ଆପଣଙ୍କ ପାଇଁ ଭଲ ଅଟେ । ବାସ୍ତୁ ଶାସ୍ତ୍ର ଅନୁସାରେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯଦି ଆପଣ ଅନ୍ୟ କାହାର ଖରାପ କରିବେ । ତେବେ ତାର ଖରାପ କିଛି ହେବା ପୂର୍ବରୁ ନିଜ ଘରେ ଖରାପ ସମୟ ଆସିଯିବ । ତେଣୁ ଆପଣ ମାନେ ଅନ୍ୟ କାହାର ଖରାପ ଚିନ୍ତା କରନ୍ତୁ ନାହିଁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।