ଅନୁଭବ ଙ୍କୁ ହାଇ କୋର୍ଟ ରେ ଦେଖି ଏବେ ଭୟରେ ବର୍ଷା ପ୍ରିୟଦର୍ଶିନୀ, ପୁଣି ଥରେ ରଣଭୂମି କୁ ଓଲହାଇଲେ ଅନୁଭବ ମହାନ୍ତି…

ଅନୁଭବ ମହାନ୍ତି ଗଲେ ହାଇ କୋର୍ଟ । ଏବେ ଭୟରେ ଅଛନ୍ତି ବର୍ଷା ପ୍ରିୟଦର୍ଶିନୀ । ମିଳିବ ଛାଡପତ୍ର ଆଉ ହୋଇଯିବେ ଅଲଗା । ଯାହାକୁ ନେଇ ଭୟରେ ଏବେ ବର୍ଷା । ଆଉ ଏବେ ଏକାଠି ରହିବେ ନାହିଁ । ସବୁ ଆଶା ଏବେ ନିରାଶା ରେ ପରିଣତ ହେବ । ହଁ ଦର୍ଶକ ବନ୍ଧୁ ବହୁତ ଜଲ୍ଦି ଦୁହେଁ ଅଲଗା ହୋଇପାରନ୍ତି । କାରଣ ହାଇ କୋର୍ଟ ରେ ହାଜର ହୋଇଛନ୍ତି ଅନୁଭବ ମହାନ୍ତି । ହାଇ କୋର୍ଟଙ୍କ ହାତରେ ଏବେ ରହିଛି ଛାଡପତ୍ର ମାମଲା ।

ଯାହା କରିବେ ଏବେ ହାଇ କୋର୍ଟ ହିଁ କର ଇବେ । ତେବେ ବର୍ଷା ଓ ଅନୁଭବଙ୍କର ବିବାଦ ଥମିବାର ନାଁ ନେଉ ନାହିଁ । ବର୍ଷ ବର୍ଷ ଧରି ସମାଧାନ ହୋଇପାରୁ ନାହିଁ ଏହି ମାମଲା । ଏହା ଏମିତି ଏକ ମାମଲା ଯାହା ଇତିହାସ ରଚିବାକୁ ଯାଉଛି । ସମାନ ମାମଲାରେ ଅନେକ ଲୋକଙ୍କୁ ଛାଡପତ୍ର ମିଳି ସାରି ଥିବା ବେଳେ ଅନୁଭବ ଙ୍କୁ ଏ ଯାଏଁ ଛାଡପତ୍ର ମିଳିପାରି ନାହିଁ ।

ବର୍ଷା ଛାଡପତ୍ର ନେବାକୁ ଅରାଜି ଅଛନ୍ତି । ଆଉ ଏହାରି ମଧ୍ୟ ରେ ଅନୁଭବ ହାଇ କୋର୍ଟ ରେ ହଜାର ହୋଇଛନ୍ତି । ଗତ 3 ବର୍ଷ କାଳ ମାମଲା ଚାଲିଲା ପରେ କଟକ ପରିବାର ଅଦାଲତ ରେ ଅନୁଭବ ମହାନ୍ତିଙ୍କ ଛାଡପତ୍ର ମାମଲା କୁ ଖାରଚ କରି ଦେଇଥିଲେ । ବର୍ଷା ମଧ୍ୟ ଯେଉଁ ଆବେଦନ କରିଥିଲେ ଉଭୟ ଏକାଠି ରହିବା ପାଇଁ ତାହାକୁ ମଧ୍ୟ ଫ୍ୟାମିଲି କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି ।

ଯାହା ପରେ ଅନୁଭବ ପୁରା ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଏହି ରାୟ କୁ ନେଇ । ଅନୁଭବ କହିଥିଲେ କି ନ୍ୟାୟ ଆଗରେ ଅନ୍ୟାୟ ର ହାର ହୋଇଛି ଅହକୁ ସେ ହାଇ କୋର୍ଟ ରେ ଚ୍ୟାଲେଞ୍ଜ କରିଛନ୍ତି । ଗତ କାଲୀ ଅନୁଭବ ହାଇ କୋର୍ଟ ରେ ପିଟିସନ ଦାୟର କରିଛନ୍ତି । ଅନ୍ୟାୟ କୁ ହରାଇବା ପାଇଁ ରଣାଭୂମି କୁ ପୁଣି ଥରେ ବାହାରି ପଡିଛନ୍ତି ଅନୁଭବ । ଯାହା ପରେ ଏବେ ଭୟ ଭିତରେ ଅଛନ୍ତି ବର୍ଷା ।

କାରଣ ବର୍ଷା ଜାଣିଛନ୍ତି ହାଇ କୋର୍ଟ ରେ ତାଙ୍କ ମିଛ ସବୁ ଧରା ପଡିପାରେ । ଯାହା ପରେ ମାନ୍ୟ ବାର ହାଇ କୋର୍ଟ ଅନୁଭବ ଙ୍କ ଛାଡପତ୍ର ମାମଲା କୁ ମଞ୍ଜୁରୀ ଦେଇ ପାରନ୍ତି । ଅନ୍ୟ ପରେ ଛାଡପତ୍ର ମାମଲା ଖାରଚ ହେବା ସହ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବାରେ ଲାଗିଛନ୍ତି ଅନୁଭବ ମହାନ୍ତି । ଶେଷ ଭିଡିଓ ରେ ଅନୁଭବ କହିଥିଲେ ମୋ ବାପାଙ୍କ ଦେହ ବହୁତ ଖରାପ ତେଣୁ ବର୍ଷା ତୁମେ ଛାଡପତ୍ର ପାଇଁ ରାଜି ହୋଇଯାଅ । ଯାହା ପରେ ବର୍ଷା ଅନୁଭବ ଙ୍କୁ ବ୍ଲକ କରି ଦେଇଲେ ସୋସିଆଲ ଆକାଉଣ୍ଟ ରୁ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।