ପୁଣି ଥାନାକୁ ଗଲେ Anubhav, Varsha ଙ୍କ ବିରୁଦ୍ଧରେ ଆଣିଲେ ଏହି ସଙ୍ଗୀନ ଅଭିଯୋଗ, କହିଲେ– “ମୋତେ ଆଉ ମୋ ପରିବାରକୁ….

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଓଲିଉଡ ଜଗତର ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ୨୦୧୪ରେ ପରସ୍ପରକୁ ପ୍ରେମ କରି ସବୁ ଦିନ ପାଇଁ ବିବାହ ବନ୍ଧନରେ ବା-ନ୍ଧି ହୋଇଥିଲେ ।

କିନ୍ତୁ ଗତ ୬ ମାସ ହେବ ଦୁହିଙ୍କ ମଧ୍ୟରେ କିଛି ମନାନ୍ତର ହେବାରୁ ଦୁହେଁ ପରସ୍ପର ଠାରୁ ଅଲଗା ହେବ ପାଇଁ ନିସ୍ପତି ନେଇଛନ୍ତି । ଏଥିପାଇଁ ବର୍ଷା ଅନୁଭବ ଓ ତାଙ୍କ ପରିବାର ଲୋକଙ୍କ ନାଁ ରେ ମାମଲା ରୁଜୁ କରିଥିଲେ । ଏହା ପରେ ଏହି କେ-ସ କୋ-ର୍ଟ-କୁ ସ୍ଥାନାନ୍ତର ହୋଇଥିଲା । ଅନୁଭବ କୋ-ର୍ଟ-ରେ ସବୁ ଡେଟରେ ଉପସ୍ଥିତ ଥିଲେ ମଧ୍ୟ ବର୍ଷା କୌଣସି ବି ଡେଟରେ ଉପସ୍ଥିତ ରହୁ ନାହାନ୍ତି । ଏ ନେଇ ଅନୁଭବ ପ୍ର-ତି-ବା-ଦ ମଧ୍ୟ କରିଥିଲେ ।

ବର୍ତ୍ତମାନ ସୂଚନା ଅନୁସାରେ ଅନୁଭବ ମହାନ୍ତି ବର୍ଷାଙ୍କ ନାଁ ରେ ଏକ ସ-ଙ୍ଗି-ନ ଅ-ଭି-ଯୋ-ଗ ପୁରିଘାଟ ଥା-ନା-ରେ କରିଛନ୍ତି । ଅନୁଭବଙ୍କ କହିବା ଅନୁସାରେ ବର୍ଷା ତାଙ୍କର ଓ ତାଙ୍କର ପରିବାର ଲୋକଙ୍କର କ୍ଷ-ତି କରିବା ପାଇଁ ଷ-ଡ-ଯ-ନ୍ତ୍ର କରୁଛନ୍ତି ।

ସେ ନିଜର ଓ ତାଙ୍କ ପରିବାର ସୁରକ୍ଷା ପାଇଁ ଘରେ ଭଏସ ରେକର୍ଡଯୁକ୍ତ ସିସିଟିଭି କ୍ୟାମେରା ଲଗାଇଛନ୍ତି ବୋଲି ଅନୁଭବ କହିଛନ୍ତି । ଅନୁଭବ ଆହୁରି ମଧ୍ୟ କହିଛନ୍ତି ଯେ ହେଲମେଟ ପିନ୍ଧି କିଛି ଦୁ-ର୍ବୁ-ତ୍ତ ଲୋକ ମାନେ ତାଙ୍କ ଘରେ ବୁଲୁଥିବାର ଓ ବର୍ଷା ତାଙ୍କୁ ସାହାଜ୍ଯ କରୁଥିବା ଏହି ସିସିଟିଭି କ୍ୟାମେରାରେ ଦେଖିଛନ୍ତି ବୋଲି ଅ-ଭି-ଯୋ-ଗ କରିଛନ୍ତି । ବର୍ତ୍ତମାନ ବର୍ଷା ଅନୁଭବଙ୍କ ବାପାଙ୍କ ଘରେ ରହୁଛନ୍ତି ଯେଉଁଠାରେ ଅନୁଭବଙ୍କ ଅଜାଣତରେ କିଛି ଯୁବକ ସେ ଘରକୁ ପ୍ରବେଶ କରୁଛନ୍ତି ।

ଏଥିପାଇଁ ଅନୁଭବ ସନ୍ଦେହ କରୁଛନ୍ତି ଯେ ତାଙ୍କର ଓ ତାଙ୍କ ପରିବାର ଜୀବନ ପ୍ରତି ବି-ପ-ଦ ରହିଛି ଯାହାକୁ ନେଇ ସେ ପୁରିଘାଟ ଥାନାରେ ଲିଖିତ ଆକାରରେ ଏ-ଫା-ୟା-ର ଦେଇଛନ୍ତି । ଯେ ହେତୁ ବର୍ଷା ଓ ଅନୁଭବଙ୍କର ସମ୍ପର୍କକୁ ନେଇ କିଛି ବି ଫଇସଲା ହୋଇନାହିଁ ସେଥିପାଇଁ ବର୍ଷା ଅନୁଭବଙ୍କ ଘରେ ରହୁଛନ୍ତି । ଅନୁଭବ ଅ-ପ-ରା-ଧି-କ ଓ ରାଜନୈତିକ ଷ-ଡ-ଯ-ନ୍ତ୍ର-ର ଆ-ରୋ-ପ ବର୍ଷାଙ୍କ ନାଁ ରେ କରିଛନ୍ତି ।

ଅନୁଭବଙ୍କ ସଠିକ ଭାବେ ଜାଣି ନାହାନ୍ତି ଯେ ତାଙ୍କ ଘରକୁ ଆସୁଥିବା ହେଲମେଟ ପିନ୍ଧି ଯୁବକ ମାନେ କିଏ । ଯେ ହେତୁ ବର୍ଷା ବର୍ତ୍ତମାନ ସମାଜ ସେବାରେ ଧୀରେ ଧୀରେ ସକ୍ରିୟ ହେବାରେ ଲାଗିଛନ୍ତି ସେ ହୁଏ ତ ରାଜନୈତିକ ଲୋକଙ୍କ ସହ ମିଶି ଅନୁଭବଙ୍କ ବିରୁଦ୍ଧରେ କିଛି ଷ-ଡ-ଯ-ନ୍ତ୍ର କରିଥାଇ ପାରନ୍ତି ବୋଲି ଅନୁଭବ ସନ୍ଦେହ କରୁଛନ୍ତି ।

ଏହି ମା-ମ-ଲା-କୁ ନେଇ ବର୍ଷା ଙ୍କ ଠାରୁ କୌଣସି ବି ପ୍ରତିକ୍ରିୟା ମିଳି ନାହି । ଗତ କିଛି ମାସ ତଳେ ବର୍ଷା ମଧ୍ୟ ଅନୁଭବ ଓ ତାଙ୍କ ପରିବାର ବି-ରୁ-ଦ୍ଧ-ରେ ତାଙ୍କ ପ୍ରତି ନି-ର୍ଯ୍ୟା-ତ-ନା ହେବାର ଅ-ଭି-ଯୋ-ଗ ପୁ-ରି-ଘା-ଟ ଥାନରେ କରିଥିଲେ । ବର୍ତ୍ତମାନ ଅନୁଭବ ବର୍ଷାଙ୍କ ନାଁ ରେ ଏଭଳି ସ-ଙ୍ଗି-ନ ଅ-ଭି-ଯୋ-ଗ ଆଣିଛନ୍ତି । ତେବେ ଏହି କଥା କେତେ ସତ କେତେ ମିଛ ତାହା ବର୍ତ୍ତମାନ ଯାଏଁ ଜଣାପଡି ନାହି ।

ବନ୍ଧୁଗଣ ଏହି ଘ-ଟ-ଣା-କୁ ନେଇ ଆପଣ ମାନଙ୍କ ମତାମତ କଣ ରହିଛି ଆମକୁ କମେଣ୍ଟ କରି ଜଣାଇବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ