ଅନୁଭବ ଓ ବର୍ଷାଙ୍କ ସମ୍ପର୍କର ବିଚାର ହେବ ଓଟିଭିର ଆଶାର ଆଲୋକ କାର୍ଯ୍ୟକର୍ମରେ!

ବନ୍ଧୁଗଣ ବର୍ତ୍ତମାନ ଓଡିଶା ଫିଲ୍ମ ଜଗତର ଦୁଇଟି ନାମିଦାମି କଳାକାର ଅନୁଭବ ଓ ବର୍ଷାଙ୍କ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ଚାଲିଛି । ବିବାହର ଦୀର୍ଘ ୬ ବର୍ଷ ପରେ ଦୁଇ ଜଣକ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି । ତେବେ ଏ ସମ୍ପର୍କରେ ତିକ୍ତତାର କାରଣ ପ୍ରକୃତରେ କିଏ ଏହା ତ ସେମାନେ ହିଁ ଜାଣିଥିବେ । କିନ୍ତୁ ସୋସିଆଲ ମିଡିଆରେ ସେମାନେ ପରସ୍ପର ଉପରେ ଦୋଷ ଲାଇ ଚାଲିଛନ୍ତି ।

ଯେମିତିକି ଆପଣ ଜାଣିଥିବେ ପ୍ରଥମେ ବର୍ଷା ଅନୁଭବଙ୍କ ଉପରେ ଆରୋପ ଲଗାଇଥିଲେ କି ସେ ଏକ ନିଶାଶକ୍ତ ବ୍ୟକ୍ତି ଯିଏ ନୀଜ ବେଡରୂମରେ ମଧ୍ୟ ତାଙ୍କ ସାଙ୍ଗ ମାନଙ୍କ ସହ ମଦ ପିଇବାରେ ଟିକେ ବି ସଙ୍କୋଚ ମାନେ କରନ୍ତିନି ।

ଏମିତି କି ପ୍ରତିବାଦ କଲେ ସେ ବର୍ଷାଙ୍କୁ ବହୁତ ଗାଳି ଗୁଲଜ କରିଥାନ୍ତି । ତେବେ ଏହା ପରେ ଅନୁଭବ ମଧ୍ୟ ସେହିଭଳି କିଛି ଅଭିଯୋଗ ଆଣି ବର୍ଷାଙ୍କ ବିରୁଦ୍ଧରେ କହିଥିଲେ କି ବର୍ଷା ତାଙ୍କ ସହ ସମ୍ପର୍କ ରଖିବାକୁ ଚାହୁଁ ନଥିଲେ ଓ ସେ ବହୁତ ଚେଷ୍ଟା କଲା ପରେ ବି ବିଫଳ ହୋଇଥିଲେ ।

ଏହା ଆପରେ ସେମାନଙ୍କ ମଧ୍ୟରେ ଦୂରତା ହେବା ଆରମ୍ଭ ହୋଇଥିଲା । କିନ୍ତୁ ବର୍ଷା ଆଉ ଏକ ଅଭିଯୋଗ ଆଣି କହିଥିଲେ ଯେ ଅନୁଭବଙ୍କର ଅନ୍ୟ ଯୁବତୀ ମାନଙ୍କ ସହ ଅବୈଧ ସମ୍ପର୍କ ଅଛି । ଏହିଭଳି ସେମାନେ ଦୁହେଁ ଦୁହିଁ ଙ୍କୁ ଆରୋପ ଲଗାଇ ଚାଲିଛନ୍ତି । କିନ୍ତୁ ସୂଚନା ଅନୁସାରେ ବର୍ଷା ଛାଡପତ୍ର ଚାହୁଁନାହାନ୍ତି ଓ ଅନୁଭବ ତାଙ୍କ ସହ ରହିବାକୁ ଚାହୁଁ ନାହାନ୍ତି ।

କିନ୍ତୁ ବର୍ଷା କହିଥିଲେ ସେ ତାଙ୍କର ପାରୁ ପର୍ଯ୍ୟନ୍ତ ଏହି ସଂପର୍କକୁ ବଞ୍ଚାଇ ରଖିବାକାଉ ଚାହାନ୍ତି ଓ ସେ ସବୁବେଳେ ଅନୁଭବଙ୍କ ବିବାହିତ ସ୍ତ୍ରୀ ହୋଇ ରହିବାକୁ ଚାହାନ୍ତି । ଏହି ସବୁ ଖବର ମଧ୍ୟରେ ଲୋକମାନେ ଏହା ବି ଚର୍ଚ୍ଚା କରୁଛନ୍ତି କି ସେମାନଙ୍କୁ ନିଜ ସମ୍ପର୍କକୁ ଆଉ ଏକ ସୁଯଗ ଦେବା ଆବଶ୍ୟକ ଓ ସେଥିପାଇଁ ସେମାନେ ଅଶାର ଆଲୋକ କାର୍ଯ୍ୟକ୍ରମକୁ ଯିବା ଉଚିତ ।

ସେମାନକ ମଧ୍ୟରେ ସବୁ ବୁଝାମଣା ହେଇଯାଉ ବୋଲି ସେମାନଙ୍କ ଫ୍ୟାନ ମାନେ ଆଗ୍ରହ ପ୍ରକାଶ କରୁଛନ୍ତି । ତେବେ ଏହା ଉପରେ ଅପାଣମାନଙ୍କର ମତ କଣ ନିଶ୍ଚୟ କମେଣ୍ଟ କରି ଜଣାଇବେ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।