ମୃତ୍ୟୁର କଟୁ ସତ୍ୟ:- ଅନ୍ତିମ ସଂସ୍କାର ପରେ ଆତ୍ମା ସହ କଣ ହୋଇଥାଏ ? ଜାଣିଲେ ଭୟରେ ଥରିବେ, ଦେଖନ୍ତୁ କଣ କୁହେ Garud Puran

ନମସ୍କାର ବନ୍ଧୁଗଣ, ସଂସାରର ସବୁଠାରୁ ଏକ ବଡ ସତ୍ୟ ହେଉଛି ମୃ-ତ୍ୟୁ । ଏହି ସତ୍ୟକୁ କେହି କେବେ ବଦଳାଇ ପାରିବେ ନାହିଁ । କିମ୍ବା ଏହାର ନିରାକରଣ ମଧ୍ୟ କୌଣସି ମନୁଷ୍ୟ ହାତରେ ନାହିଁ । ତେବେ ଆପଣ ମାନଙ୍କ ମନରେ ନିହାତି ଏକ ପ୍ରଶ୍ନ ଉଠିଥିବ କି ମୃ-ତ୍ୟୁ ପରେ ଆତ୍ମା ସହ କଣ ଘଟିଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ମୃ-ତ୍ୟୁ ପରେ ଆତ୍ମା ଶରୀରରୁ ବାହାରିବା ପରେ କଣ ସବୁ ଘଟିଥାଏ ସେହି ଆତ୍ମା ସହ ।

ମୃ-ତ୍ୟୁ ପରେ ଜମ ଲୋକରୁ ଦୁଇଟି ଜମା ଦତ୍ତ ଆସି ଆତ୍ମାକୁ କେବଳ 24 ଘଣ୍ଟା ପାଇଁ ନିଜ ସହ ନେଇ ଯାଇଥାନ୍ତି । ଏହି 24 ଘଣ୍ଟା ଭିତରେ ମୃତ ଆତ୍ମାର ଶରୀରର ଅନ୍ତିମ ସଂସ୍କାର ହୋଇସାରିଥାଏ । ସେତିକି ସମୟ ପର୍ଯ୍ଯନ୍ତ ଜମା ଲୋକରେ ସେହି ଆତ୍ମା କରିଥିବା ପାପ ପୂଣ୍ୟର ହିସାବ କରାଯାଏ । ଏହାପରେ ପୁଣି ସେହି ଆତ୍ମାକୁ ଆଣି ନିଜ ପରିଜନଙ୍କ ପାଖରେ ଛାଡିଦେଇଥାନ୍ତି ଯମଦୁତ୍ତ ।

ଏହାପରେ ସେହି ଆତ୍ମା 13 ଦିନ ପର୍ଯ୍ଯନ୍ତ ନିଜ ପରିବାର ଲୋକଙ୍କ ସହ ରହିଥାଏ ସେହି ଆତ୍ମାର ଶୁଦ୍ଧିକ୍ରିୟା ସାରିବା ପର୍ଯ୍ଯନ୍ତ । ଏହାପରେ ଆତ୍ମା ପୁଣି ଯମ ଲୋକ ଚାଲିଯାଇଥାଏ । ସେହି ଆତ୍ମା କରିଥିବା ପାପ ପୂଣ୍ୟର ହିସାବ ଅନୁଯାୟୀ ଆତ୍ମାକୁ ଦେବ ଲୋକ, ସ୍ଵର୍ଗ ଲୋକ କିମ୍ବା ନର୍କ ଲୋକ ମିଳିବ ତାହାର ନିସ୍ପତି ଯମରାଜ ନିଜେ ନେଇଥାନ୍ତି ।

ମୃ-ତ୍ୟୁ ପରେ ଯମଲୋକ ଯିବା ରାସ୍ତାରେ ଆତ୍ମାକୁ ବହୁତ ବାଧା ବିଘ୍ନ ଦେଇ ଗତି କରିବାକୁ ପଡିଥାଏ । ନିଆଁ ରାସ୍ତା ଦେଇ ଯିବାକୁ ପଡିଥାଏ । ପୂଣ୍ୟ ଆତ୍ମା ନିଆଁର ନଦୀକୁ ବହୁତ ସହଜରେ ପାର କରିଦେଇଥାଏ । କିନ୍ତୁ ପାପୀ ଆତ୍ମା ଏହି ନିଆଁର ନଦୀରେ ବହୁତ କଷ୍ଟ ସାହି ପାର କରିଥାନ୍ତି । ପାପୀ ଆତ୍ମାକୁ ଏହି ନଦୀ ଦେଇ ନର୍କ ଲୋକ ଯାଇଥାନ୍ତି । ଏବଂ ପୂଣ୍ୟ ଆତ୍ମା ସ୍ଵର୍ଗ ଲୋକ ଯାଇଥାନ୍ତି ।

ପୂଣ୍ୟ ଆତ୍ମା ପୁଣି ଥରେ ମଣିଷ ଭାବରେ ପୁନଃ ଜନ୍ମ ନେଇଥାନ୍ତି । କିନ୍ତୁ ପାପୀ ଆତ୍ମା ସାତୋଟି ପଶୁ ଜନ୍ମ ନେବା ପରେ ହିଁ ମଣିଷ ଜନ୍ମ ପାଇଥାନ୍ତି । ଯେଉଁ ଆତ୍ମାକୁ ସ୍ଵର୍ଗ ଲୋକ ମିଳିଥାଏ ସେହି ଆତ୍ମାକୁ ନିଜେ ଯମରାଜ ସ୍ଵର୍ଗ ଲୋକରେ ନେଇ ଛାଡିଥାନ୍ତି । ସେହି ପୂଣ୍ୟ ଆତ୍ମାଙ୍କୁ ସ୍ଵର୍ଗ ଲୋକରେ ଅପସରା ମାନେ ସ୍ଵାଗତ କରିଥାନ୍ତି ।

ପାପ ଅନୁଯାୟୀ 3ଟି ନର୍କ ଲୋକ ରହିଛି । ତେଣୁ ପାପର ତୁଳନାରେ କଷ୍ଟ ଦିଆଯାଇଥାଏ । ତେଣୁ ସର୍ବଦା ଜୀବନରେ ଭଲ କାର୍ଯ୍ୟ କରିବା ଆବଶ୍ୟକ । ଯାହାଫାଳରେ ମୃ-ତ୍ୟୁ ପରେ ସ୍ଵର୍ଗ ପ୍ରାପ୍ତି ହେବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।