ଆନ୍ଧ୍ରପ୍ରଦେଶରୁ ବନ୍ଧା ହେଲା ରସିକିଆ ଓଡିଆ ପ୍ରେମିକ, ଯାହାଙ୍କ କାରନାମା ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ, ଦେଖନ୍ତୁ ଏହି Video

ପ୍ରେମ ନାମରେ ଶା-ରୀ-ରି-କ ସ-ମ୍ପ-ର୍କ ରଖିବାକୁ ପ୍ରେମିକାଙ୍କୁ ମିଛ ପ୍ରତିଶ୍ରୂତି ଦେବା ଘଟଣା ପ୍ରାୟ ପ୍ରତ୍ଯେକ ଦିନ କେଉଁଠୁ ନ କେଉଁଠୁ ଶୁଣିବାକୁ ମିଳିଥାଏ । ଝିଅଙ୍କୁ ନିଜ ପ୍ରେମ ଜା-ଲ-ରେ ଫସାଇ କେବଳ ଶା-ରୀ-ରି-କ ସ-ମ୍ପ-ର୍କ ରଖିବା ପାଇଁ ତାଙ୍କ ଭାବନା ସହ ମଧ୍ୟ ଖେଳିବାକୁ ପଛାନ୍ତି ନାହିଁ କିଛି ଯୁବକ ।

କା-ମ ବା-ସ-ନା ସେମାନଙ୍କୁ ଅ-ନ୍ଧ କରି ଦେଇଥାଏ ଭଲ ମନ୍ଦ କିଛି ବୁଝିବା ପାଇଁ । ଅନେକ ଯୁବତୀ ଏପରି ଯୁବକଙ୍କ ମି-ଛ ପ୍ରେମର ଫା-ଶ-ରେ ଶି-କା-ର ହେଉଛନ୍ତି । ଏପରି ହୋଇଥିଲା ଗୁଜୁରାଟର ଜଣେ ଯୁବତୀଙ୍କ ସହ । କିନ୍ତୁ ସେ ଚୁପ ହୋଇ ରହି ନ ଥିଲେ । ନ୍ୟାୟ ପାଇବା ପାଇଁ ସୁଦୂର ଗୁଜୁରାଟରୁ ଓଡିଶା ଆସିଥିଲେ । ଆଉ ଏବେ ପାଇଛନ୍ତି ନ୍ୟାୟ ।

ବହୁ ଦିନ ଚୋ-ର ପୋ-ଲି-ସ ଖେଳିବା ପରେ ଏବେ ଧରା ପଡିଛନ୍ତି ଏହି ରସିକିଆ ଠ-କ ପ୍ରେମିକ । ଗୁଜୁରାଟରେ ଜଣେ ଝିଅଙ୍କୁ ପ୍ରେମ କରି ତାଙ୍କ ସହ ଶା-ରୀ-ରି-କ ସ-ମ୍ପ-ର୍କ ରଖିବା ପରେ ଓଡିଶା ଫେ-ରି ଆସିଥିଲେ । ଏହି ରସିକିଆ ପ୍ରେମିକ ହେଉଛନ୍ତି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟ ନଗର ବଡଆଗୁଳର ଅରେନ୍ଦ୍ର କରଣ ।

ନ୍ୟାୟ ପାଇବା ଆଶାରେ ଯୁବତୀ ଜଣଙ୍କ ସୁଦୂର ଗୁଜୁରାଟରୁ ଆସି ବଡଆଗୁଳ ଗାଁ ରେ ପହଞ୍ଚି ଥିଲେ ଏବଂ ପୋ-ଲି-ସ-ର ଦ୍ଵାରସ୍ଥ ହୋଇଥିଲେ । ଦୀର୍ଘ ଦିନ ଧରି ଥା-ନା-କୁ ଦଉଡି ଦଉଡି ନୟାନ୍ତ ହୋଇ ଯାଇଥିଲେ ଯୁବତୀ ଜଣଙ୍କ । ହେଲେ କୌଣସି ଫଳ ମିଳି ନ ଥିଲା କି କେହି ତାଙ୍କ ଗୁହାରି ଶୁଣି ନ ଥିଲେ ।

ଶେଷରେ ସେହି ଗାଁ ର ଜଣେ ସହୃଦୟ ମହିଳା ତାଙ୍କ କଥା ଶୁଣିଥିଲେ ଓ ତାଙ୍କୁ ସହଯୋଗ କରିଥିଲେ । ମହିଳା ଙ୍କ ସହ ହୋଇଥିବା ଅନ୍ୟାୟକୁ ସେ ଖୁବ ଭଲ ଭାବେ ବୁଝି ପାରି ଥିଲେ ଆଉ ଯୁବକଙ୍କୁ ଧରିବା ପାଇଁ ପୋ-ଲି-ସ-କୁ ସାହାଯ୍ୟ ମାଗିବାରେ ଗୁଜୁରାଟର ଏହି ଯୁବତୀଙ୍କୁ ସହାୟତା କରିଥିଲେ ।

ଅନେକ ଦିନ ଖୋଜା ଖୋଜି ପରେ ଯାଇ ଆନ୍ଧ୍ରପ୍ରଦେଶରୁ ଏହି ରସିକିଆ ପ୍ରେମିକଙ୍କୁ ଗି-ର-ଫ କରିଛି ପୋ-ଲି-ସ । ଏହି ଯୁବତୀଙ୍କୁ ନିଶ୍ଚୟ ନ୍ୟାୟ ମିଳିବ ବୋଲି ଆମର ଆଶା ଓ ବିଶ୍ବାସ । ଏହି ମାମଲାରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।