ଅଣ୍ଡା ଖାଇବା ପରେ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଏହି ୫ଟି ଜିନିଷ, ନହେଲେ ଭୋଗିବେ ଭୟଙ୍କର ପରିଣାମ ! Health Tips

ଅଣ୍ଡା ଖାଇବା ଆମ ସ୍ବାସ୍ଥ୍ୟ ପ୍ରତି ବହୁତ ଭଲ ହୋଇଥାଏ । ଅଣ୍ଡାକୁ ଆମ ସ୍ବାସ୍ଥ୍ୟ ପାଇଁ ବହୁତ ଭଲ ଖାଦ୍ୟ ବୋଲି ମାନନ୍ତି । ଏହାକୁ ଖାଇବା ଶରୀର ପାଇଁ ଭଲ ହୋଇଥାଏ କିନ୍ତୁ ଯଦି ଏହାକୁ ଠିକ୍ ଭାବରେ ଖିଆ ନଯାଏ ତେବେ ଏହା ଶରୀରର କ୍ଷତି ମଧ୍ୟ କରାଇଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବୁ କି ଅଣ୍ଡାରେ କେଉଁ ୫ଟି ଜିନିଷ ଖାଇବା କଥା ନୁହେଁ ।

୧- ସର୍ବପ୍ରଥମେ ଅଣ୍ଡା ସହିତ ଚିନି ଖାଇବା କଥା ନୁହେଁ । ଯଦି ଆପଣ ଅଣ୍ଡା ସହିତ ଚିନି ଖାଉଛନ୍ତି ତେବେ ସେହି ଦୁଇଟି ଜିନିଷରେ ଥିବା ଏମିନୋ ଏସିଡ ଆପଣଙ୍କ ଶରୀରର କ୍ଷତି କରାଇ ପାରେ । ଅଣ୍ଡା ଏବଂ ଚିନିରୁ ବାହାରୁଥିବା ଏମିନୋ ଏସିଡ ଶରୀର ପାଇଁ ବିଷାକ୍ତ ହୋଇଥାଏ, ଯାହା ରକ୍ତ ସଞ୍ଚାଳନ ରେ ସମସ୍ୟା ଦେଖାଦେଇ ଥାଏ । ଆଉ ଆପଣ ଏହାର ମାନେ ଖୁବ ଭଲ ଭାବରେ ଜାଣନ୍ତି ‌ । ହାର୍ଟ ଆଟାକ୍ ଭଳି ସମସ୍ୟା ହୋଇପାରେ ତେବେ ଏଥିପାଇଁ ଧ୍ୟାନ ଦିଅନ୍ତୁ ଯେ ଭୁଲରେ ମଧ୍ୟ ଅଣ୍ଡା ସହିତ ଚିନି ଖାଆନ୍ତୁ ନାହିଁ ।

୨- ଏହା ଛଡ଼ା ଅଣ୍ଡା ସହିତ ସୋୟା ଦୁଗ୍ଧ ହା-ନି-କା-ର-କ ବୋଲି କୁହାଯାଏ । ସୋୟା ଦୁଗ୍ଧରେ ପ୍ରୋଟିନ, ପ୍ୟାଟ୍, ଭିଟାମିନ ଏବଂ ମିନେରାଲ ଅନେକ ମାତ୍ରାରେ ପାଆନ୍ତି । ଏହାର ନିୟମିତ ସେବନ ଦ୍ବାରା ଅନେକ ଲାଭ ମିଳିଥାଏ । ଯଦି ଆପଣ ଏହାକୁ ଅଣ୍ଡା ସହିତ ଖାଆନ୍ତି ତେବେ ଆପଣଙ୍କ ସ୍ଵାସ୍ଥ୍ୟ ସହ ଜଡ଼ିତ ଅନେକ ସମସ୍ୟା ଦେଖାଦେଇପାରେ । ସେଥିପାଇଁ ସୋୟା ଦୁଗ୍ଧ ସହିତ ଅଣ୍ଡା ଖାଇବା କଥା ନୁହେଁ ।

୩- ଆଜି କାଲିର ଦୁନିଆରେ ପ୍ରାୟ ଲୋକ ସକାଳର ଜଳଖିଆ ଖାଇବାରେ ଅଣ୍ଡା ଖାଇବାକୁ ପସନ୍ଦ କରନ୍ତି ଏବଂ ଏହା ସହିତ ଚା କିମ୍ବା କଫି ପିଇ ବାକୁ ପସନ୍ଦ କରନ୍ତି । କଣ ଆପଣ ଜାଣନ୍ତି ଅଣ୍ଡା ଖାଇବା ସହିତ ଚା କିମ୍ବା କଫି ପିଇବା କେତେ ମାତ୍ରାରେ ସ୍ବାସ୍ଥ୍ୟ ପ୍ରତି ହା-ନି-କା-ର-କ ହୋଇଥାଏ । ଯଦି ଆପଣ ଏହାକୁ ନିୟମିତ ରୂପେ ସେବନ କରୁଛନ୍ତି ତେବେ ଆପଣଙ୍କର ଖାଦ୍ୟ ହଜମ ଏବଂ ଅନ୍ୟାନ୍ୟ ସମସ୍ୟା ଦେଖାଦେଇପାରେ । ସେଥିପାଇଁ କେବେବି ଅଣ୍ଡା ସହିତ ଚା କିମ୍ବା କଫି ପିଅନ୍ତୁ ନାହିଁ ।

୪- ଆପଣଙ୍କୁ ଏହା ତ ଜଣା ଥିବ ଅଣ୍ଡା ସହିତ କଦଳୀ ମଧ୍ୟ ହା-ନି-କା-ର-କ ହୋଇଥାଏ । ଆଜି କାଲିର ସମୟରେ କେହି ଏହି କଥାକୁ ଧ୍ୟାନ ଦିଅନ୍ତି ନାହିଁ ଏବଂ ସକାଳେ ଅଣ୍ଡା ଏବଂ କଦଳୀ ଖାଆନ୍ତି କିନ୍ତୁ ଏମିତି ଖାଇବା ଶରୀର ପାଇଁ କ୍ଷ-ତି-କା-ର-କ ହୋଇଥାଏ । ଯଦି ଆପଣ ଏହାକୁ ଖାଆନ୍ତି ତେବେ କୋଷ୍ଠକାଠିନ୍ୟ ଏବଂ ଖାଦ୍ୟ ହଜମର ସମସ୍ୟା ଦେଖାଦେଇପାରେ ।

୫- ଏହାଛଡା ଅଣ୍ଡା ଖାଇବାପରେ ଖଟା ଜାତୀୟ ଖାଦ୍ୟ ଖାଇବା କଥା ନୁହେଁ । ଏହାକୁ ଖାଇବା ଦ୍ବାରା ଆମ ଶରୀରରେ କ୍ଷତି ହୋଇଥାଏ । ଏହାଦ୍ବାରା ହାର୍ଟ ଆଟାକ୍ ଏବଂ ହୃଦୟସହିତ ଯୋଡ଼ି ଗମ୍ଭୀର ରୋଗ ହୋଇପାରେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ