ଏବେ NCB ଫାସରେ Ananya Pandey, ସାମ୍ନାକୁ ଆସୁଛି ଭିତିରି କଥା, ସମସ୍ତ ଫିଲ୍ମ ଫ୍ଲପ ହେଇ ବି ଏତେ କମ୍ ବୟସରେ ଅନନ୍ୟା କେମିତି ହେଲେ ଏତେ ଟଙ୍କାର ମାଲିକାଣୀ ?

ମୁମ୍ବାଇ କୃଜ ଡ୍ର-ଗ୍ସ ପା-ର୍ଟି ମା-ମ-ଲା-ରେ ପଦାକୁ ଆସୁଛି ବଲିଉଡର ଭିତିରି କଥା । ଜଣଙ୍କ ପରେ ଜଣେ ସେଲିବ୍ରିଟିଙ୍କୁ ଯା-ଞ୍ଚ କରୁଛି ଏନ-ସି-ବି । ପ୍ରଥମେ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଏନ-ସି-ବି ଜା-ଲ-ରେ ଫ-ସି-ବା ପରେ ଏବେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏନ-ସି-ବି ରାଡ଼ାରକୁ ଆସିଛନ୍ତି । ଏକାଧିକ ଥର ଅନନ୍ୟାଙ୍କୁ ପ-ଚ-ରା-ଉ-ଚ-ରା କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସଠିକ ତଥ୍ୟ ପାଇ ନାହିଁ ଏନ-ସି-ବି । ତେବେ କିଏ ଏହି ଅନନ୍ୟା ପାଣ୍ଡେ ? ମାତ୍ର ୨୨ ବର୍ଷ ବୟସରେ ୭୨ କୋଟି ଟଙ୍କାର ମାଲିକାଣୀ କେମିତି ହେଲେ ତାହା ଆଜି ଆମେ ଆପଣଙ୍କୁ କହିବୁ ।

ବଲିଉଡ ଅଭିନେତା ତଥା କମେଡିଆନ ଚଙ୍କି ପାଣ୍ଡେଙ୍କ ଝିଅ ହେଉଛନ୍ତି ଅନନ୍ୟା ପାଣ୍ଡେ । ତାଙ୍କ ବୟସ ଏବେ ମାତ୍ର ୨୨ ବର୍ଷ । ବାପା ଚଙ୍କି ପାଣ୍ଡେଙ୍କ ଠାରୁ ସେ ଅଲଗା ହୋଇ ନିଜେ କିଣିଥିବା ଏକ ଘରେ ରହୁଛନ୍ତି ଅନନ୍ୟା । ଏତେ କମ୍ ବୟସରୁ ୭୨ କୋଟି ଟଙ୍କାର ମାଲିକାଣୀ ହୋଇ ପଡ଼ିଛନ୍ତି ଅନନ୍ୟା ପାଣ୍ଡେ । ଗୋଟିଏ ଫିଲ୍ମରେ କାମ କରିବା ପାଇଁ ସେ ପ୍ରାୟ ୨ କୋଟି ଟଙ୍କା ଚାର୍ଜ କରନ୍ତି । ଏହା ଛଡା ବିଜ୍ଞାପନରୁ ତାଙ୍କର ଅଧିକାଂଶ ରୋଜଗାର ଆସିଥାଏ । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର ପ୍ରାୟ ୨୦.୩ ମିଲିୟନ ଫଲୋର୍ସ ଅଛନ୍ତି ।

ଏହା ସହ ଅନନ୍ୟାଙ୍କ ପକ୍ଷେ ଏକାଧିକ ବି-ଳା-ସ-ପୂର୍ଣ୍ଣ ଓ ମହଙ୍ଗା କାର ସବୁ ରହିଛି । ଅନନ୍ୟାଙ୍କ ପକ୍ଷେ Audi a8 ଗାଡି ଅଛି ଯାହାର ମୂଲ୍ୟ ପ୍ରାୟ ୬୦ ଲକ୍ଷ ଟଙ୍କା । ସେହିପରି ତାଙ୍କ ୭୦ ଲକ୍ଷ ଟଙ୍କାର BMW 6GT ଗାଡି ମଧ୍ୟ ଅଛି । ଏହା ବ୍ଯତୀତ ତାଙ୍କର ଏକ ରେଞ୍ଜ ରୋଭର ସ୍ପୋର୍ଟ୍ସ କାର ମଧ୍ୟ ଅଛି । ଯାହାର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା । ଏହା ବ୍ଯତୀତ ୧ କୋଟିର Mercedes Benz e class, ୩୫ ଲକ୍ଷର Ford ଏବଂ ୭୦ ଲକ୍ଷ ଟଙ୍କାର Skoda କୋଡିଂ ଲକ୍ସରି କାର ମଧ୍ୟ ଅଛି ।

ଆଜି ପର୍ଯ୍ୟନ୍ତ ଅନନ୍ୟା ଷ୍ଟୁଡେଣ୍ଟ୍ସ ଅଫ ଦି ଇୟର-୨, ଖାଲିପିଲି ଓ ପତି ପତ୍ନୀ ଓର ବୋ ନାମକ ତିନୋଟି ଚଳଚିତ୍ରରେ ଅଭିନୟ କରିଛନ୍ତି । ଷ୍ଟାର କିଡ ହୋଇଥିବାରୁ ଅନନ୍ୟାଙ୍କୁ ଅନେକ ଥର ଟ୍ରୋଲ ମଧ୍ୟ କରାଯାଏ । ଅନନ୍ୟା ଶାହରୁଖଙ୍କ ଝିଅ ସୁହାନାଙ୍କ ଭଲ ବନ୍ଧୁ ଅଟନ୍ତି ଓ ଆର୍ୟନ ଖାନଙ୍କ ସହ ମଧ୍ୟ ତାଙ୍କର ସମ୍ପର୍କ ଖୁବ ଭଲ । ଅନେକ ସମୟରେ ଏହି ତିନି ଜଣ ଏକାଠି ପାର୍ଟି କରୁଥିବାର ଦେଖିବାକୁ ମିଳିଛି । ଏଥିପାଇଁ ଅନନ୍ୟା ମଧ୍ୟ ଆର୍ୟନଙ୍କ ସହ ଡ୍ର-ଗ୍ସ ଲି-ଙ୍କ-ରେ ଜଡିତ ରହିଛନ୍ତି ବୋଲି ଏନ-ସି-ବି ସ-ନ୍ଦେ-ହ କରୁଛି ।

ଆର୍ୟନଙ୍କ ସହ ଅନନ୍ୟା ହ୍ଵା-ଟ୍ସ-ଆ-ପ୍ ଚା-ଟି-॰ରେ ମ-ଦ୍ୟ-ପା-ନ ବିଷୟରେ ଆଲୋଚନା କରୁଥିବା ନେଇ ସାମନାକୁ ଆସିଛି । ଏହି ଆଧାରରେ ଏନ-ସି-ବି ଆର୍ୟନଙ୍କ ସହ ଅନନ୍ୟା ପାଣ୍ଡେଙ୍କୁ ମଧ୍ୟ ଜେ-ରା କରୁଛି । ଜେ-ରା ବେଳେ ବିଳମ୍ବରେ ଆସୁଥିବାରୁ ତାଙ୍କୁ ତା-ଗି-ଦ ମଧ୍ୟ କରାଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।