ପ୍ରତିଶୋଧ ନେବାକୁ 8 ଦିନ ହେବ ଘର ଆଗରେ ଜଗି ବସିଛି ଷଣ୍ଢ, ଭୟରେ ଘର ଛାଡି ସମ୍ପର୍କୀୟଙ୍କ ଘରେ ଲୁଚିଛନ୍ତି ବ୍ୟକ୍ତି, ପୁରା ଘଟଣା ଜାଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ଘର ଆଗରେ ଜଗି ବସିଛି ଷଣ୍ଢ । ତିନି ପରିବାରର କାହାରିକୁ ମଧ୍ୟ ବାହାରକୁ ଛାଡୁନି । ଯାହାକୁ ବି ଦେଖୁଛି ମା-ରି ଗୋ-ଡା-ଉ-ଛି । ଏହି ତିନୋଟି ପରିବାର ପାଇଁ ଘରୁ ବାହାରିବା ଏକ ପ୍ରକାର ଅସମ୍ଭବ ହୋଇପଡିଛି । ମଣିଷ ଭଳି ପଶୁ ମଧ୍ୟ ପ୍ର-ତି-ଶୋ-ଧ ପ-ରା-ୟ-ଣ ହୋଇପାରେ, ଏହାର ଏକ ଜ୍ଵ-ଳ-ନ୍ତ ଉଦାହରଣ ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ଲହୁଣିପଡା ବ୍ଲକ ଅନ୍ତର୍ଗତ ଥେଣ୍ଟେଇପଶି ଗାଁ ରେ ।

ଏହି ଗ୍ରାମର ଡମ୍ବୁରୁ ମହାନ୍ତ, ସୁବାଶ ମହାନ୍ତ ଓ ଦେବରାଜ ମହାନ୍ତ ରହି ତିନୋଟି ପରିବାର ଥେଣ୍ଟେଇପଶି ଗାଁ ର ବାଦାମବାଡି ବସ୍ତିର ବାସିନ୍ଦା । ଆଜିକୁ ପ୍ରାୟ ଆଠ ଦିନ ତଳେ ଡମ୍ବୁରୁ ମହାନ୍ତ ତାଙ୍କ ଘର ଅଗଣାକୁ ଏକ ହୃଷ୍ଟପୃଷ୍ଟ ବୁଲା ଷଣ୍ଢ ପଶି ଆସିବା ଦେଖି ତାଙ୍କୁ ଟେକା ପଥର ମା-ରି ଘ-ଉ-ଡା-ଇ ଦେଇଥିଲେ । ସେହିଦିନ ଠାରୁ ଷଣ୍ଢଟି ପ୍ର-ତି-ଶୋ-ଧ ନେବାକୁ ଆରମ୍ଭ କରିଥିଲା । ପରିସ୍ଥିତି ଏଭଳି ହେଲା ଯେ ସେହି ବସ୍ତିରେ ରହୁଥିବା ତିନୋଟି ପରିବାରକୁ ଟାର୍ଗେଟରେ ରଖି ଦିନରାତି ଷଣ୍ଢଟି ଜଗି ରହିଛି ।

ଘରୁ ବାହାରିବା ଅସମ୍ଭବ ହେବା  ପରେ ଏହି ତିନି ପରିବାର ବାଧ୍ୟ ହୋଇ ଗ୍ରାମବାସୀଙ୍କ ସହାୟତା ଲୋଡିଥିଲେ । ଗ୍ରାମବାସୀ ଦୁଇ ଥର ଷଣ୍ଢକୁ ଦୂର ସ୍ଥାନକୁ ଘଉଡାଇବା ପରେ ମଧ୍ୟ ଷଣ୍ଢଟି ପୁଣି ଥରେ ସେହି ସ୍ଥାନକୁ ଫେରି ଜଗି ରହିଥିବା ଦେଖିବାକୁ ମିଳିଛି । ଷଣ୍ଢ ଆ-ତ-ଙ୍କ-ରେ ଭ-ୟ-ଭୀ-ତ ଏହି ତିନି ପରିବାର ଏବେ ଘର ଛାଡି ନିଜ ସମ୍ପର୍କୀୟଙ୍କ ଘରେ ଯାଇ ବାଧ୍ୟ ହୋଇ ମୁଣ୍ଡ ଗୁଞ୍ଜିଛନ୍ତି । ଏଭଳି ଏକ ଅଦ୍ଭୁତ ଘ-ଟ-ଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ପଶୁ ହୋଇ ମଧ୍ୟ ତା’ର ଏପରି ପ୍ର-ତି-ଶୋ-ଧ ପ-ରା-ୟ-ଣ ହାବଭାବ ଦେଖି ସମସ୍ତେ ଡ-ରି ଯାଉଛନ୍ତି । ଏତେ ଦିନ ବିତି ଯାଇଥିଲେ ମଧ୍ୟ ଷଣ୍ଢଟି ଭୁଲି ପାରିନାହିଁ ତା ପ୍ର-ତି-ଶୋ-ଧ-କୁ । ଯାହା ସମସ୍ତଙ୍କୁ ଖୁବ ଆଶ୍ଚର୍ଯ୍ୟ କରି ଦେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।