ଆମେରିକା ପତ୍ରକାର ସହ ଶାରୀରିକ ସମ୍ବନ୍ଧ ରଖିବାକୁ ଚାହୁଁ ଥିଲେ ପାକିସ୍ତାନୀ ପିଏମ ଇମରାନ ଖାନ, ଦେଖନ୍ତୁ ଭିଡିଓରେ କେମିତି ହେଲା ଖୁଲାସା

ଜଣେ ଆମେରିକାର ପରାମର୍ଶଦାତା ଓ ପତ୍ରକାର ସିଂଥିୟା ଡୀ ରିଚୀ ବର୍ତ୍ତମାନ ଦିନରେ ବହୁତ ଚର୍ଚାରେ ଅଛନ୍ତି । ଶୁକ୍ରବାର ଦିନ ସେ ପାକିସ୍ତାନର ପୂର୍ବ ଗୃହମନ୍ତ୍ରୀ ରହମାନ ମଲିକ ଉପରେ ବଳତ୍କାର କରିବାର ଗମ୍ଭୀର ଆରୋପ ବି ଲଗାଇ ଥିଲେ । ସିଂଥିୟା ଡୀ ରିଚୀ କହିଥିଲେ କି ୨୦୧୧ ରେ ପାକିସ୍ତାନର ଇସ୍ଲାମାବାଦ ସ୍ଥିତ ରାଷ୍ଟ୍ରପତି ଭବନରେ ତତ୍କାଳୀନ ଗୃହମନ୍ତ୍ରୀ ରହମାନ ମଲିକ ତାଙ୍କର ରେପ କରିଥିଲେ ।

ସିଂଥିୟା ଏହିଭଳି କିଛି ଆରୋପ ତତ୍କାଳୀନ ପ୍ରଧାନମନ୍ତ୍ରୀ ୟୁସୁଫ ରଜା ଗିଲାନିଙ୍କ ଉପରେ ବି ଲଗାଇ ଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ପୁଣିଥରେ ଏହିଭଳି କିଛି ଆରୋପ ସୋସିଆଲ ମିଡିଆରେ ଏକ ନୂଆ ଭିଡିଓ ମାଧ୍ୟମରେ ଭାଇରାଲ ହେଉଛି ଓ ପୁଣି ଥରେ ଏହିଭଳି କିଛି ଆରୋପ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଉପରେ ବି ଲାଗିଛି ।

ପାକିସ୍ତାନୀ ଟିଭି ହୋସ୍ଟ ଅଲି ସଲିମ, ଯାହାଙ୍କୁ ବେଗମ ନୱାଜିଶ ଅଲି ନାମରେ ଜଣା ଯାଇଥାଏ । ସେ କହିଲେ କି ଆମେରିକା ଫିଲ୍ମ ନିର୍ମାତା ସିଂଥିୟା ତାଙ୍କୁ କହିଥିଲେ କି ଇମରାନ ଖାନ ତାଙ୍କୁ ପସନ୍ଦ କରନ୍ତି ଓ ତାଙ୍କ ସହିତ ଶାରୀରିକ ସମ୍ବନ୍ଧ କରିବା ପାଇଁ ଚାହୁଁଥିଲେ । ସଲିମ କହିଥିଲେ କି ସେ ସିଂଥିୟାର ଏତେ ପାଖାପାଖି ଥିଲେ କି ସେ ବହୁତ ଦିନ ପର୍ଯ୍ୟନ୍ତ ଗୋଟିଏ ହିଁ ରୁମରେ ରହିଛନ୍ତି ।

ଅଲି ସଲିମ କହିଲେ, ମୁଁ ଓ ସିଂଥିୟା ଦୁଇ ସପ୍ତାହ ପର୍ଯ୍ୟନ୍ତ ଗୋଟିଏ ହିଁ ରୁମରେ ରହିଥିଲୁ । ଏହି ସମୟରେ ଆମର ବିଭିନ୍ନ ମାମଲାରେ କଥାବାର୍ତ୍ତା ବି ହେଲା । ସେହି ସମୟରେ ସିଂଥିୟା କହିଥିଲେ କି ଇମରାନ ଖାନ ତାଙ୍କ ପାଇଁ ପାଗଳ ହୋଇ ଯାଇଥିଲେ । ସିଂଥିୟା କହିଲେ କି ଇମରାନ ଖାନ ମୋ ସହିତ ସେକ୍ସ କରିବା ପାଇଁ ବି କହିଥିଲେ ।

ମୋତେ ସେହି ସମୟରେ ଆଶ୍ଚର୍ଯ୍ୟ ହେଉଥିଲା କି ସିଂଥିୟା ମୋ ସହିତ ଏହିଭଳି କଥାବାର୍ତ୍ତା ହେଉଛନ୍ତି । ସିଂଥିୟା ଆଗକୁ କହିଲେ କି ଇମରାନ ଖାନ ମୋ ସହିତ ଶୋଇବାକୁ ଚାହୁଁଥିଲେ ଓ ଶାରୀରିକ ସମ୍ବନ୍ଧ କରିବାକୁ ଚାହୁଁଥିଲେ । ତେବେ ସେ ସେହି ସମୟରେ ମୋତେ ରହମାନ ମଲିକଙ୍କ ବିଷୟରେ ବି କହି ପାରିଥାନ୍ତେ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।