Love Game: ଆମେ କହି ଦେଇପାରିବୁ ଆପଣଙ୍କ ଲଭର୍ ଙ୍କ ନାଁ, ନିଜେ ପରୀକ୍ଷା କରି ଦେଖନ୍ତୁ 100% Tasted !

ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ନିଜ ଜୀବନରେ କେବେ ନା କେବେ କାହାକୁ ଭଲ ପାଉଥିବେ କି ଭଲ ପାଉଛନ୍ତି । ତେବେ ଆଜି ଆମେ ଆପଣଙ୍କ ପାଇଁ ମଜାଦାର ଗେମ ନେଇ ଆସିଛୁ । ଆଜି ଆମେ ଆପଣଙ୍କୁ ଜେନେରାଲ କାଉଣ୍ଟ କରି ଆପଣଙ୍କ ଲଭର ଙ୍କ ନାମର ପ୍ରଥମ ଅକ୍ଷର କହିବାକୁ ଯାଉଛୁ । ଏଥିପାଇଁ ଆମେ ୨ ପ୍ରକାରର ଚ୍ୟାଟ ନେଇ ଆସିଛୁ ।

ଏଥିପାଇଁ ଆପଣଙ୍କୁ ଆପଣଙ୍କ ଲଭର ଙ୍କ ପ୍ରଥମ ନାମ ବାଛିବାକୁ ପଡିବ । ତା ପରେ ଆମେ କହିବୁ ଆପଣଙ୍କ ଲଭର ଙ୍କ ନାଁ । ତେବେ ଆସନ୍ତୁ ଗେମ ଆରମ୍ଭ କରିବା । ଷ୍ଟେପ-୧ ରେ A- ୧୭, B-୧୫, C-୭, D-୬, E-୧୬, F-୧୮, G-୪, H-୧୩, I-୧୯, J-୫, K-୨୦, L-୧୨, M-୧୪, N-୨, O-୧୦, P-୯, Q-୮, R-୧, S-୨୪, T-୨୫, U-୩, V-୨୨, W-୨୬, X-୧୧, Y-୨୧, Z-୨୩ ।

ଆପଣଙ୍କ ଲଭର ଙ୍କ ନାମ ର ପ୍ରଥମ ଅକ୍ଷର ଯାହା ବି ରହିଛି ଆପଣ ସେହି ନମ୍ବର ଚୁଜ କରନ୍ତୁ । ଉଦାହରଣ ଯଦି ଆପଣଙ୍କ ଲଭର ଙ୍କ ନାମ A ରୁ ଆରମ୍ଭ ତେବେ ନମ୍ବର ୧୭ ହେବ ।

ସ୍ଟେପ-୨ – ରେ ଆପଣ ନିଜ ଲଭର ଙ୍କ ନାମର ପ୍ରଥମ ଅକ୍ଷର ରେ ଯାହା ବି ନମ୍ବର ଥିଲା ସେଥିରେ ୨୦ ଆଡ କରନ୍ତୁ । ଯେମିତିକି A ରେ ନମ୍ବର ଥିଲା ୧୭ ସେଥିରେ ୨୦ ଆଡ କରିଲେ ସମୁଦାୟ ହେବ ୩୭ ।

ସ୍ଟେପ-୩ ରେ ୨୦ ଆଡ କରିବା ପରେ ଆପଣଙ୍କର ଜବାବ ଯାହା ବି ଆସିଛି ସେଥିରୁ ୧ ମାଇନସ କରନ୍ତୁ । ଯେମିତିକି ଆପଣଙ୍କର ଆସିଥିଲା ୩୧ ସେଥିରୁ ୧ ମାଇନସ କରିଲେ ଆଉ ରହିବ ୩୬ ।

ସ୍ଟେପ-୪ ରେ ଆପଣ ୧ ମାଇନସ କରିବା ପରେ ଯାହା ବି ଉତ୍ତର ଆସିଛି ସେଥିରେ ୩ ଗୁଣନ କରନ୍ତୁ । ଯେମିତିକି ପୂର୍ବରୁ ଥିଲା ୩୬ ସେଥିରେ ୩ ଗୁଣନ କରିଲେ ୧୦୮ ହେବ ।

ସ୍ଟେପ-୫ ରେ ଆପଣଙ୍କର ସ୍ଟେପ-୪ ରେ ଯାହା ବି ଜବାବ ଆସିଛି ସେଥିରେ ୨ ଗୁଣନ କରନ୍ତୁ । ଯେମିତି କି ୧୦୮ ରେ ୨ ଗୁଣନ କରିଲେ ୨୧୬ ହେବ ।

ଏହା ପରେ ଅନ୍ୟ ଏକ ଚ୍ୟାଟ ରହିଛି ଯେମିତିକି R-୧୨୦, N-୧୨୬, U-୧୩୨, G-୧୩୮, J-୧୪୪, D-୧୫୦, C-୧୫୬, Q-୧୬୨, P-୧୬୮, O-୧୭୪, X-୧୮୦, L-୧୮୬, H-୧୯୨, M-୧୯୮, B-୨୦୪, E-୨୧୦, A-୨୧୬, F-୨୨୨, I-୨୨୮, K-୨୩୪, Y-୨୪୦, V-୨୪୬, Z-୨୫୨, S-୨୫୮, T-୨୬୪, W-୨୭୦ । ତେବେ ଆପଣ ଜାଣି ସାରିଥିବେ ଜବାବ କଣ ହେଲା ।

ତେବେ ଆମେ ନେଇଥିବା ପ୍ରଥମ ଅକ୍ଷର ମାନେ ମାନେ A ହେଉଛି ଆପଣଙ୍କ ଲଭର ଙ୍କ ପ୍ରଥମ ଅକ୍ଷର । ଆପଣ ମାନେ ଏହିପରି ଭାବେ ଆମେ ଦେଇଥିବା ଚ୍ୟାଟ ଅନୁଯାୟୀ ନମ୍ବର ଚୁଜ କରି ଲଭର ଙ୍କ ପ୍ରଥମ ଅକ୍ଷର ଜାଣି ପାରିବେ ।

ବନ୍ଧୁଗଣ ଆପଣ ମାନଙ୍କର ଲଭର ଙ୍କ ନାମର ପ୍ରଥମ ଅକ୍ଷର ଆମକୁ କମେଣ୍ଟ ଜରିଆରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।