ଚାଲିଛି ମାର୍ଗଶିର ମାସ, ଭୁଲରେ ବି କରନ୍ତୁ ନାହିଁ ଏହି କାମ, ନହେଲେ ରୁଷ୍ଟ ହେବେ ମା ଲକ୍ଷ୍ମୀ ଘରର ସର୍ବନାଶ ହୋଇଯିବ (Margasira Masa)

ବନ୍ଧୁଗଣ ଆସୁଅଛି ମାର୍ଗଶିର ମାସ । ଏହି ମାସରେ ମା ଲକ୍ଷ୍ମୀଙ୍କ ପୂଜା ବିଶେଷ ଭାବେ କରାଯାଇଥାଏ । ଯାହା ଫଳରେ ମା ଲକ୍ଷ୍ମୀ ଧନର ବର୍ଷା କରିଥାନ୍ତି । କିନ୍ତୁ କିଛି ଛୋଟ ଛୋଟ ଭୁଲ ପାଇଁ ମା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସିପାରାନ୍ତି ନାହି । ଫଳରେ ଘରେ ଧୀରେ ଧନ ପାଣି ଭଳି ସରିଯାଏ । ଯାହା ପାଇଁ ବ୍ୟକ୍ତି କାଙ୍ଗାଳ ବା ଗରିବ ହୋଇଯାଏ । ଆଜି ଆମେ ଆପଣଙ୍କୁ ମାର୍ଗଶିର ମାସରେ କେଉଁ କେଉଁ ଭୁଲ କରିଲେ ସର୍ବନାଶ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- ଦିନ ସାରା କାମ କରିବା ପରେ ରାତିରେ ଯେବେ ଆମେ ଶୋଇବାକୁ ଯାଇଥାଉ ତେବେ ବିଛଣା ବଙ୍କା ପାରିବା ଦ୍ଵାରା ନେଗେଟିଭ ଊର୍ଜା ସୃଷ୍ଟି ହୋଇଥାଏ । ସେହି ଖରାପ ପ୍ରଭାବ ପାଇଁ ଅନେକ ସମସ୍ୟାର ସାମନା କରିବାକୁ ପଡିଥାଏ ।

୨- ବାପା-ମା ଙ୍କ ସେବା ଓ ଗୋମାତାଙ୍କ ସେବା ଠାରୁ ବଡ ସେବା କିଛି ନାହି । କିନ୍ତୁ ଯିଏ ବାପା-ମା ଙ୍କ ଉପରେ ଅତ୍ୟାଚାର ଅରିଥାନ୍ତି ବା ଦୁଖ ଦେଇଥାନ୍ତି ସେମାନେ ଭଲରେ ଜୀବନଯାପନ କରିପାରନ୍ତି ନାହି ।

୩- ଶୋଇବା ସମୟରେ କେବେ ବି ଉଲଙ୍ଗ ହୋଇ ଶୋଇବା ଉଚିତ ନୁହେଁ । ଏହା ଦ୍ଵାରା ମା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି ଆଉ ଘରକୁ ଆଗମନ କରିବେ ନାହି ।

୪- ଅମାବାସ୍ୟା, ସଙ୍କ୍ରାନ୍ତି ଦିନ ବିଲରେ ହଲ ଉଲିବା ଉଚିତ ନୁହେଁ । ଏମିତିକି ଧନହାନି କି ଖୋଲାଖୋଲି କରିବା ଉଚିତ ନୁହେଁ । କାରଣ ଏହି ଭୁଲ ଲକ୍ଷ୍ମୀ ଛାଡ କରାଇଥାଏ । ଏହି ଦିନରେ ଘରକୁ ତେଲ ଆଣନ୍ତୁ ନାହି ।

୫- ରାତିରେ କେବେ ବି ଚୂନ ଆଣନ୍ତୁ କି ଦିଅନ୍ତୁ ନାହି । ଏହା ଦ୍ଵାରା ଯିଏ ଦେଇଥାଏ ବା ନେଇଥାଏ କ୍ଷତି ହୋଇଥାଏ । ଗୁରୁବାର ଦିନରେ ତରଭୁଜ କାଟନ୍ତୁ ନାହି । ଏହା ଦ୍ଵାରା ଘରୁ ଲକ୍ଷ୍ମୀ ଛାଡି ଚାଲି ଯାଇଥାନ୍ତି ।

 

୬- ଯେଉଁ ଲୋକମାନେ ଖାଇବା ପୂର୍ବରୁ ଗୋଡ ହାତ ଧୋଇ ନ ଥାନ୍ତି ସେମାନେ ମା ଲକ୍ଷ୍ମୀଙ୍କ ଅପମାନ କରିଥାନ୍ତି । ଅର୍ଣ୍ଣକୁ ମା ଲକ୍ଷ୍ମୀ ମନାଯାଏ । ଯେବେ ଆମେ ମନ୍ଦିର ଯାଇଥାଉ ହାତ ଗୋଡ ଧୋଇଥାଉ ।

୭- ଅନେକ ଲୋକ କଥା କଠାରେ ହସିଥାନ୍ତି ଆଉ ସେମାନେ ବହୁତ ଦୁଖ ପାଇବା ସହ ଆୟୁଷ କମିଯାଏ । ତେଣୁ ଗୁରୁବାର ଦିନ ନାରୀ ବା ପୁରୁଷ ଅଧିକ ହସିବା ଉଚିତ ନୁହେଁ ।

୮- ଗୁରୁବାର ଦିନ ଭୁଲରେ ବି ସକାଳୁ ବା ଭୋର ସମୟରେ ଶାରୀରିକ ସମ୍ପର୍କ ରଖନ୍ତୁ । ନଚେତ ଦାଂପତ୍ଯ ଜୀବନରେ ଖରାପ ପ୍ରଭାବ ପଡିଥାଏ । ସକାଳୁ ସୋଇକି ଉଠିବା ପରେ ଶେଯ କୁ ଭଲ ଭାବେ ଭାଙ୍ଗିକି ରଖନ୍ତୁ । ନଚେତ ନା ଲକ୍ଷ୍ମୀ ରାହିଥାନ୍ତି ।

 

୯- ଯେଉଁ ବ୍ୟକ୍ତି ପଶ୍ଚିମ ମୁଖରେ ବସି ଖାଇଥାନ୍ତି, ସ୍ନାନ ପରେ ଦେହରେ ତେଲ ଲଗାଇଥାନ୍ତି, ସନ୍ଧ୍ୟାରେ ମୁଣ୍ଡ କୁଣ୍ଡାଇଥାନ୍ତି ସେମାନଙ୍କ ପାଖରେ ଲକ୍ଷ୍ମୀ ରୁହନ୍ତି ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି  ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।