ମୋଟାପା କମ କରିବ କେବଳ 15 ଦିନରେ 7 କିଲୋ, ଚର୍ବି କମ କରିବାର ସହଜ ଉପାୟ -Health Tips

ନମସ୍କାର ବନ୍ଧୁଗଣ । କିଛି ଲୋକ ମାନେ ନିଜର ମୋଟାପା ଯୋଗୁ ଚିନ୍ତାରେ ରହିଥାନ୍ତି । ସେମାନେ ଯେତେ ଯୋଗ ବା ବ୍ୟାୟାମ କରିଲେ ମଧ୍ୟ ତାଙ୍କର ମୋଟାପା ଦୂର ହୋଇଥାଏ । ଏହାକୁ ନେଇ ସେମାନେ ଅନେକ ଚେଷ୍ଟା କରିଥାନ୍ତି କିନ୍ତୁ ସେଥିରେ ସଫଳ ହୋଇ ନ ଥାନ୍ତି ।

କିଛି ଲୋକ ମାନେ ଷ୍ଟେରୋଇଡ ର ବ୍ୟବହାର କରିଥାନ୍ତି ଯାହା ଫଳରେ ତାଙ୍କର ମୋଟାପା ଦୂର ହୋଇଥାଏ ସତ କିନ୍ତୁ ସେମାଙ୍କ ଶରୀରରେ କିଛି ସମସ୍ଯା ଉତ୍ପନ ହୋଇଥାଏ । କିଛି ଲୋକ ମାନେ ତ ମୋଟାପା ଦୂର କରିବା ପାଇଁ ଆଶା ହିଁ ଛାଡି ଦେଇଥାନ୍ତି । ଷ୍ଟେରୋଇଡର ବ୍ୟବହାର ଦ୍ଵାରା ହାର୍ଟ ସମସ୍ଯା, ହାଇ ବିପି, ଡାଇବେଟିସ କ୍ୟାନ୍ସର ଆଦି ରୋଗ ଦେଖା ଯାଇଥାଏ । ଅନେକ ଲୋକ ମାନେ ଡାଏଟ ଓ ବ୍ୟାୟାମ କରିବା ସତ୍ବେ ମଧ୍ୟ ମୋଟାପା ଦୂର ହୋଇ ନ ଥାଏ । ପ୍ରକୃତି ରେ ଏମିତି କିଛି ଜଡିବୁଟି ରହିଛି ଜହ ଦ୍ଵାରା ମୋଟାପା କମ ହୋଇଥାଏ ।

ଜଡିବୁଟି ସେବନ ଦ୍ଵାରା ଶରୀରରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ହୋଇ ନ ଥାଏ । ଏହାକୁ ମହିଳା ବା ପୁରୁଷ ମାନେ ଖାଇଲେ କୌଣସି ଅସୁବିଧା ହୋଇ ନ ଥାଏ । ଆଜି ଆମେ ଆପଣ ମାନଙ୍କୁ ଜଡିବୁଟିର ଗୋଟେ ଆୟୁର୍ବେଦିକ ଔଷଧ ବିଷୟରେ କହିବାକୁ ଯାଉଛୁ ଯାହା ମୋଟାପା ଦୂର କରିବାରେ ସାହାଜ୍ଯ କରିଥାଏ । ତେବେ ଆସନ୍ତୁ ଜାଣିବା ତାହା କଣ ।

ଏହି ଔଷଧର ନାଁ ହେଉଛି ବାୟୋସ୍ଲିମ ଯାହା ସୁନୋଭା ବ୍ରାଣ୍ଡର ଅଟେ । ଏହା ଗାରସେନୀୟା, କେମ୍ବୋକୋ, ଗ୍ରୀନ କଫି ଓ ଗୋଲମରୀଚରୁ ପ୍ରସ୍ତୁ ହୋଇଥାଏ । ଏହି ଔଷଧ ଆୟୁର୍ବେଦିକ ଔଷଧ ଭାବେ ବହୁତ ଦରକାରୀ ଅଟେ । ଏହି ଔଷଧର ସେବନ ପୁରୁଷ ହେଉ ବା ମହିଳା ହେଉ କରିବା ସହ ହାଲକା ଡାଏଟ ଓ ବ୍ୟାୟମ କରିଲେ ମୋଟାପା ଦୂର ହୋଇଥାଏ ।

ଏହି ଔଷଧର ଗୋଟେ ମାସ କରିଲେ ୫ରୁ ୭ କିଲୋ ଓଜନ କମ ହୋଇଥାଏ । ଏହି ଔଷଧର ସେବନ ଗରମ ପାଣି ସହ ଖାଲି ପେଟରେ ଦିନକୁ ଦୁଇ ଥର କରିବା ଉଚିତ । ଏହାର ସେବନ ଦ୍ଵାରା ମୋଟାପା ଦୂର ହେବ ସହ ଶରୀରର ଚର୍ବି ଅଂଶ ମଧ୍ୟ କମ ହୋଇଥାଏ । ଏହି ଔଷଧର ସେବନ କରିବା ଦ୍ଵାରା ଆମ ଶରୀରକୁ ବହୁତ ଫାଇଦା ମିଳିଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।