ଲକ୍ଷ୍ମଣ ଙ୍କୁ ଛାଡି ଅଯୋଧ୍ୟାରେ ପହଞ୍ଚିଲେ ରାମ ସୀତା । ରାମ ସୀତା ଙ୍କ ମନ ବହୁତ ଦୁଃଖ ଅଛି । ଅଯୋଧ୍ୟାରେ ପହଞ୍ଚିଲା ପରେ ଲକ୍ଷ୍ମଣ ଙ୍କୁ ଖୋଜିଲେ ରାମ । ହଁ ଦର୍ଶକ ବନ୍ଧୁ ମୁହଁ ରେ ସିନା ହସୁଛନ୍ତି କିନ୍ତୁ ମନରେ ରହି ଯାଇଛି ଦୁଃଖ । ସେ ରାମ ହୁଅନ୍ତୁ କି ସୀତା । ସମସ୍ତେ ମନେ ମନେ ଖୋଜୁଛନ୍ତି ଲକ୍ଷ୍ମଣ ଙ୍କୁ । ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଚାଲିଛି । ଆଉ ବୁଲି ବୁଲି ଦେଖୁଛନ୍ତି ରାମ ସୀତା ।
ରାମ ସୀତା ଙ୍କର ଫୋଟୋ ଆଜି ବି ଲୋକେ ଘରେ ରଖିକି ପୂଜା କରୁଥିଲେ କାହିଁକି କଳିଯୁଗର ଏ ଦୁହେଁ ଥିଲେ ରାମ ସୀତା । ଆଉ ଏବେ ଅଯୋଧ୍ୟାରେ ପହଞ୍ଚିବା ପରେ ରାମ ସୀତା ଙ୍କ ର ପାଦ ଛୁଇଁ ଆଶୀର୍ବାଦ ନେଉଛନ୍ତି ଲୋକ ମାନେ । ଅଯୋଧ୍ୟାର ପ୍ରାଣ ପ୍ରତିଷ୍ଠା ସମାରୋହ ରେ ରାମ ସୀତାଙ୍କୁ ନିମନ୍ତ୍ରଣ କରା ଯାଇଛି ହେଲେ ଲକ୍ଷ୍ମଣ ଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ । ଏବେ ଅଯୋଧ୍ୟାରେ ରାମ କିନ୍ତୁ ଘରେ ଅଛନ୍ତି ଲକ୍ଷ୍ମଣ ।
ଯାହା ପରେ ଏବେ ରାମ ସୀତା ମନ ଦୁଃଖ କରିଛନ୍ତି । ରାମ ତାଙ୍କ ସାନ ଭାଇଙ୍କୁ ମନେ ପକାଉଛନ୍ତି ଆଉ ମା ସୀତା ତାଙ୍କ ଦିଅର କୁ ମନେ ପକାଉଛନ୍ତି । ମୁହଁ ରେ ସିନା ହସ ରହିଛି ହେଲେ ଉଭୟଙ୍କ ମନରେ ବହୁତ ଦୁଃଖ ରହିଛି । ତେବେ ଏଠାରେ ଆମେ କହୁଚୁ “ରାମାୟଣ” ଧାରାବାହିକ ରେ ରାମ ଚରିତ୍ରରେ ଅଭିନୟ କରିଥିବା କଳାକାର ଅରୁଣ ଗୋଭିଲ ଓ ମା ସୀତା ଙ୍କ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ଦୀପିକା ଚିକଲିୟା ଙ୍କ କଥା ଏବଂ ଲକ୍ଷ୍ମଣ ଭୂମିକା ରେ ଥିବା ଅଭିନେତା ସୁନିଲ ଲାହିରି ଙ୍କ କଥା ।
22 ଜାନୁଆରୀ ରେ ହେବାକୁ ଯାଉଛି ରାମ ମନ୍ଦିର ପ୍ରତିଷ୍ଠା । ଯାହାକୁ ନେଇ ଏବେ ଅଯୋଧ୍ୟା ପୁରା ଚଳ ଚଞ୍ଚଳ ହୋଇ ଉଠିଛି । ପୂଜା ଅର୍ଚ୍ଚନା ରେ ପ୍ରକମ୍ପିତ ହେଉଛି ଅଯୋଧ୍ୟା ନଗରି । ଆଉ ଏବେ ଅତିଥି ମନେ ମଧ୍ୟ ଅଯୋଧ୍ୟାରେ ପହଞ୍ଚିବା ଆରମ୍ଭ କରିଲେଣି । ଆଉ ଏହାରି ମଧ୍ୟରେ ଅଯୋଧ୍ୟା ବିମାନ ବନ୍ଦର ରେ ପହଞ୍ଚି ଥିଲେ ରାମାୟଣ ଧାରାବାହିକର ରାମ ଭୂମିକା ରେ ଥିବା ଅରୁଣ ଗୋଭିଲ ଓ ମା ସୀତା ଙ୍କ ଭୂମିକା ରେ ଥିବା ଦୀପିକା ଚିକଲିୟା । କିନ୍ତୁ ଲକ୍ଷ୍ମଣ ସୁନୀଲ ଲାହିରି ଙ୍କୁ ନିମନ୍ତ୍ରଣ ନ ମିଳି ଥିବାରୁ ଏବେ ସେ ଦୁଃଖ ପ୍ରକାଶ କରିଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।