ରାମ ମନ୍ଦିର ରୁ ଛୋଟ ବ୍ଯାଗରେ କଣ ନେବେ ମୋଦୀ ? ଅଯୋଧ୍ୟାରୂ ଫେରିବା ସମୟ ରେ ମୋଦୀ ଙ୍କ ପାଖରେ କଣ ଥିବ ? ଯାହାକୁ ଝୋଟ ବ୍ୟାଗ ରେ ପୁରାଇ ଦେବ ମନ୍ଦିର ଟ୍ରଷ୍ଟ ବୋର୍ଡ । ନମସ୍କାର ବନ୍ଧୁଗଣ । ଯେବେ ରାମ ଲାଲା ଆସୁଛନ୍ତି ଯୋଧ୍ୟା କୁ ଆଉ ଉଶ୍ଚବ ମୁଖର ହୋଇ ଉଠିଛି ସାରା ବିଶ୍ଵ । ଆଉ ରାମ ଧ୍ୱନି ରେ କମ୍ପନ କରିବ ସାରା ବିଶ୍ଵ ଠିକ ସେତିକି ବେଳେ ଭାରତ ଉପରେ ସାରା ବିଶ୍ଵ ର ନଜର ରହିଛି ।
ଆଉ ଏ ସବୁ ଭିତରେ ଯେବେ ଜଜମାନ ସାଜିଛନ୍ତି ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ସେତେବେଳେ ଯେବେ ରାମ ଲାଲ ପ୍ରତିଷ୍ଠା ହୋଇ ସାରିଥିବେ । ଯେବେ ମୋଦୀ ଅଯୋଧ୍ୟା ରୁ ଫେରିବେ ଓ ଯେବେ ତାଙ୍କର କର୍ତ୍ତବ୍ୟ ଶେଷ ହୋଇ ସାରିଥିବ । ସେତେବେଳେ ମୋଦୀ କଣ ନେଇ ରାମ ମନ୍ଦିର ରୁ ଫେରିବେ ଏମିତି ଏକ ଖବର ଏବେ ସବୁ ଆଡେ ଭାଇରାଲ ହେଉଛି ।
ସୂଚନା ଅନୁଯାୟୀ ଆସିଥିବା ଅତିଥି ମାନଙ୍କୁ ରାମ ମନ୍ଦିର ର ମାଟି ଦିଆଯିବ । ଆଉ ଏହା ସହ 100 ଗ୍ରାମର ଦେଶୀ ଘିଅ ଲଡୁ ମଧ୍ୟ ଦିଆଯିବ ଅତିଥି ମାନଙ୍କୁ । ଯାହା ଦେବରାହ ବାବା ଙ୍କ ପକ୍ଷରୁ ଦିଆ ଯାଇଛି । ସେହି ମନ୍ଦିର ନିର୍ମାଣ କାର୍ଯ୍ୟ ରେ ଯୋଗ ଦେଇଥିବା କର୍ତ୍ତା ସାଜିଥିବା ଜଜମାନ ସାଜିଥିବା ଭାରତର ପ୍ରିୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ କଣ ଦିଆଯିବ ଯାହାକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି ।
ଝୋଟ ବ୍ୟାଗରେ ଥିବ ରାମ ମନ୍ଦିରର 15 ମିଟର ର ଏକ ବଡ ଫୋଟୋ ଯେଉଁ ଫୋଟୋ କୁ ଉପହାର ସ୍ୱରୂପ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ଅଯୋଧ୍ୟା ରୁ ଫେରିବା ସମୟରେ ଦିଆଯିବ । ଏମିତି କିଛି ଘୋଷଣା ମନ୍ଦିର ର ଟ୍ରଷ୍ଟ ବୋର୍ଡ ପକ୍ଷର କରା ଯାଇଛି । ସାରା ବିଶ୍ଵ ରୁ ଆସିଥିବା ଅତିଥି ମାନଙ୍କୁ ଯେବେ ଏକ ଡବା ରେ ରାମ ଜନ୍ମ ଭୂମିର ମାଟି ଦିଆଯିବ ଓ 100 ଗ୍ରାମ ବିଶିଷ୍ଟ ଦେଶୀ ଘିଅର ଲଡୁ ଦିଆଯିବ ।
ଠିକ ସେତିକି ବେଳେ ଭାରତର ପ୍ରିୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କର ଯେବେ କର୍ତ୍ତବ୍ୟ ଶୈବ । ଆଉ ଯେବେ ମୋଦୀ ଅଯୋଧ୍ୟା ଛାଡିବେ ସେତେବେଳେ ଏକ ଝୋଟ ବ୍ୟାଗ ଏ 15 ମିଟର ର ରାମ ମନ୍ଦିରର ଫୋଟୋ ଉପହାର ସ୍ୱରୂପ ମୋଦୀ ଙ୍କୁ ଦିଆଯିବ । ଏହା ସହ ଦେଶୀ ଘିଅ ଲଡୁ ମଧ୍ୟ ପ୍ରଦାନ କରାଯିବ । ଏମିତି କିଛି ଘୋଷଣା ରାମ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ କରା ଯାଇଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।