ଆଜିଠୁ ୭ ଦିନ ଯାଏ ପ୍ରବଳ ଝଡ଼ ବର୍ଷା, ୨୧ଟି ଜିଲ୍ଲାକୁ ଜାରି ହେଲା ସତର୍କତା ସୂଚନା, କେଉଁ ଜିଲ୍ଲାକୁ କେତେ ଢାଳିବ?

ଆଜି ଆମେ ଆପଣଙ୍କ ପାଇଁ ପୁଣି ଥରେ ଓଡିଶାର ପାଣିପାଗ ବିଷୟରେ କହିବାକୁ ଯାଉଛୁ । କହିବାକୁ ଗଲେ ବର୍ତ୍ତମାନ ଖବର ଆସୁଛି କି ଆସନ୍ତା ୨୪ ଘଣ୍ଟା ଭିତରେ ଓଡିଶାର ୨୧ଟି ଜିଲ୍ଲାରେ ବର୍ଷା ହେବ । ଏହି ସମସ୍ତ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଅନୁମାନ କରା ଯାଉଛି । ଏହା ସହିତ ବିଜୁଳି ବି ମାରିବ । ଏହି ୨୧ଟି ଜିଲ୍ଲାରୁ ୯ଟି ଜିଲ୍ଲାକୁ ବର୍ଷା ପାଇଁ ହାଇ ଅଲର୍ଟରେ ରଖା ଯାଇଛି ।

କାରଣ ଏହି ଜିଲ୍ଲା ଗୁଡିକରେ ଅତି ପ୍ରବଳ ମାତ୍ରରେ ପବନ ହେବା ସହିତ ବର୍ଷା ହେବା ସୁନିଶ୍ଚିତ ଅଟେ । ଏହି ଜିଲ୍ଲା ଗୁଡିକୁ ଇୟେଲୋ ୱାରିଙ୍ଗ ଜାରି କରି ଦିଆ ଯାଉଛି । ଏହି ସବୁ ଜିଲ୍ଲା ଗୁଡିକୁ ସତର୍କ ରହିବା ପାଇଁ କୁହାଯାଇଛି ଓ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଏହିଭଳି ବର୍ଷା ଓ ଘଡଘଡି ଲାଗି ରହିବ ।

ଏମିତିରେ ଆସନ୍ତୁ ଜାଣିବା କେଉଁ ସବୁ ଜିଲ୍ଲାକୁ ଝଡ ଓ ବର୍ଷା ପାଇଁ ସତର୍କ ସୂଚନା ଜାରି କରା ଯାଇଛି ଏବଂ ଅନ୍ୟ କେଉଁ ଜିଲ୍ଲା ଗୁଡିକୁ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ଝଡ, ବର୍ଷା ଓ ପବନ ବହିବାର ସମ୍ଭାବନା ଅଛି । ବର୍ତ୍ତମାନ ବଡ ଖବର ଏହା ଅଟେ କି ଓଡିଶାର ୨୧ଟି ଜିଲ୍ଲାରେ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ବର୍ଷା ହେବ । ଏହି ୨୧ଟି ଜିଲ୍ଲା ମଧ୍ୟରେ ୯ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ସୁନିଶ୍ଚିତ ହେବ । ଏହାର ଅର୍ଥ ଅନ୍ୟ ସବୁ ଜିଲ୍ଲାରେ ସ୍ୱଳ୍ପ ମାତ୍ରରେ ବର୍ଷା ହେବ ।

କିନ୍ତୁ କେବଳ ବର୍ଷା ନୁହେଁ ଏହା ସହିତ ବିଜୁଳି ସହ ବଜ୍ରପାତ ବି ହେବ । ଏମିତିରେ ପ୍ରାୟତଃ ସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି କାରାଯାଇଛି । କହିବାକୁ ଗଲେ ଓଡିଶାର ପାଣିପାଗ ବିଭାଗ ତରଫରୁ ଇୟେଲୋ ୱାରିଙ୍ଗ ଜାରି କରାଯାଇଥିବା ଜିଲ୍ଲା ଗୁଡିକ ହେଲା କେନ୍ଦ୍ରାପଡା, ବାଲେଶ୍ଵର, ଭଦ୍ରକ, ଯାଜପୁର, ଜଗତସିଂହପୁର, କଟକ, ଖୋର୍ଦ୍ଦା, ପୁରୀ, ନୟାଗଡ, ଗଜପତି, ଗଞ୍ଜାମ, ବୌଦ୍ଧ, ବଲାଙ୍ଗୀର, କନ୍ଧମାଳ, କଳାହାଣ୍ଡି ଏବଂ ସୋନପୁର ଅଟେ ।

ଏହା ଛଡା ଆଉ ୯ଟି ଜିଲ୍ଲାରେ ଯେଉଁଠି ପ୍ରବଳ ମାତ୍ରାରେ ବର୍ଷା ଓ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଅଛି ସେହି ସମସ୍ତ ଜିଲ୍ଲା ଗୁଡିକ ହେଲା ସମ୍ବଲପୁର, ସୋନପୁର, ଦେବଗଡ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, କେନ୍ଦୁଝର, ମୟୂରଭଞ୍ଜ ଓ ଅନୁଗୁଳ । ଏମିତିରେ ଆପଣମାନେ ସତର୍କ ରୁହନ୍ତୁ ।

ଏହା ଛଡା ଆପଣଙ୍କୁ କହିଦେଉଛୁ କି ଆସନ୍ତା ୧୩ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବ । ଯେଉଁ କାରଣରୁ ଓଡିଶାର ପ୍ରାୟତଃ ସବୁ ଜିଲ୍ଲାରେ ବର୍ଷାର ପରିମାଣ ବଢିଯିବ । ଏମିତିରେ ଓଡିଶାର ପ୍ରାୟତଃ ସବୁ ଜିଲ୍ଲାରେ ସ୍ୱଳ୍ପ ପରିମାଣରେ କିମ୍ବା ଅତ୍ୟଧିକ ମାତ୍ରାରେ ୧୮ ରୁ ୧୯ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଏମିତିରେ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି । ଦେଶ ଦୁନିଆର ଟିକନିକ ଖବର ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।