ଦେଖନ୍ତୁ Video: ହ୍ୱା-ଟ୍ସ-ଆ-ପ ରେ ଜଣେ ଶିକ୍ଷକଙ୍କୁ ଭିଡିଓ କଲ କରି ଯୁବତୀ ଦେଖେଇଲେ ନିଜ ଉ-ଲ-ଗ୍ନ ଶରୀର, ଶୁଣନ୍ତୁ ଶିକ୍ଷକ ଜଣକ କଣ କହୁଛନ୍ତି, ଶୁଣିଲେ ଆପଣଙ୍କ ହୋସ ଉଡିଯିବ

ଇଣ୍ଟରନେଟର ବ୍ୟବହାର ଦିନକୁ ଦିନ ବହୁଳ ପରିମାଣରେ ବଢିବାକୁ ଲାଗିଛି । ଆମେ 2G ରୁ ଯାଇ 3G ଓ 4G ରେ ପହଞ୍ଚି ଯାଇଛୁ ଓ ବର୍ତ୍ତମାନ 5G ଉପରେ ମଧ୍ୟ ଗବେଷଣା ଆରମ୍ଭ ହୋଇଗଲାଣି ।

ତେବେ ଇଣ୍ଟରନେଟର ବ୍ୟବାହର ବଢିବା ସହ ସାଇବର ଠ-କେ-ଇ-ର ମାମଲା ମଧ୍ୟ ବଢି ଚାଲିଛି । ସାଇବର ଠକ ମାନେ ଇଣ୍ଟରନେଟକୁ ଜରିଆ ବନେଇ ନିରୀହ ଲୋକଙ୍କୁ ସେମାନଙ୍କ ଠ-କେ-ଇ-ର ଶିକାର କରିବା ପାଇଁ ନୂଆ ନୂଆ ପନ୍ଥା ଆପଣେଇବାକୁ ପଛାଉ ନାହାନ୍ତି । ପ୍ରଶାସନ ସାଇବର ଠକଙ୍କୁ ଧରିବା ପାଇଁ ବା ସେମାନଙ୍କ ଯୋଜନା ବିଫଳ କରିବା ପାଇଁ ଯେତେ ବିକଳ୍ପ ବା ସଚେତନତା ସୃଷ୍ଟି କଲେ ମଧ୍ୟ ଏବେ ସାଇବର ଠକ ମାନେ ଆଉ ଏକ ନୂଆ ପନ୍ଥା ବାହାର କରିଛନ୍ତି ଲୋକଙ୍କୁ ଠକିବା ପାଇଁ ।

ତେବେ ଏହିପରି ଏକ ସାଇବର ଠକେଇ ମାମଲାର ଶିକାର ହେଉ ହେଉ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସୁନ୍ଦରଗଡର ଏହି ଯୁବ ଶିକ୍ଷକ । ଶିକ୍ଷକ ଜଣଙ୍କ ସ୍କୁଲରୁ ଫେରିବା ପରେ ତାଙ୍କ ହ୍ଵା-ଟ୍ସ-ଆ-ପ୍ ରେ ଏକ ଅଜଣା ନମ୍ବରରୁ ଭିଡିଓ କଲ ଆସିଥିଲା । ତାଙ୍କ ସ୍କୁଲର ସହକର୍ମୀଏନକେ ମଧ୍ୟରୁ କିଏ ହୋଇଥିବେ ଭାବି ସେ କଲ ଟିକୁ ରିସିଭ କରି ଦେଇଥିଲେ ।

ରିସିଭି କରିବା ମାତ୍ରେ ଭି-ଡି-ଓ କଲର ଅନ୍ୟପାଖେ ଜେନ ଯୁବତୀ ନ-ଗ୍ନ ଅବସ୍ଥାରେ ଠିଆ ହୋଇଥିଲେ । ଏହା ଦେଖିବା ମାତ୍ରେ ସେ ଚମକି ପଡି ସାଙ୍ଗେ ସାଙ୍ଗେ ମାତ୍ର ୩ ସେକେଣ୍ଡ ମଧ୍ୟରେ କଲ କାଟି ଦେଇଥିଲେ ଓ ତା ପରେ ଫୋନ ଥୋଇଦେଇ ଫ୍ରେଶ ହେବାକୁ ପଳେଇଗଲେ । ଫ୍ରେଶ ହୋଇ ଆସିବା ପରେ ଦେଖିଲେ ଯେ ସେହି ନମ୍ବରରୁ ଗୋଟିଏ ଭି-ଡି-ଓ ମେସେଜ ତାଙ୍କୁ ଆସିଛି । ସେ ଭି-ଡି-ଓ-କୁ ଖୋଲି ଦେଖିଲେ ତାଙ୍କ ମୁହଁ ଥାଇ କିଛି ଖରାପ ଭି-ଡି-ଓ ତାଙ୍କୁ ଆସିଛି ।

କିନ୍ତୁ ତା ପରେ ତାଙ୍କୁ କିଛି ସମୟ ଦରକାର ବୋଲି ସୁକଷାକ ସେହି ନମ୍ବରରେ ରିପ୍ଳାଏ ଦେଇଥିଲେ ଓ ସାଙ୍ଗେ ସାଙ୍ଗେ ପୋଲିସ ଷ୍ଟେସନ ଫୋନ କରି ଏହି ବିଷୟରେ ଜଣାଇ ଥିଲେ । ତେବେ ଥାନା ଅଧିକାରୀ ତାଙ୍କୁ ସେହି ଅଜଣା ନମ୍ବର ବିରୋଧରେ ଏକ କମ୍ପ୍ଲେନ ରେଜିଷ୍ଟର କରିବାକୁ କହିଥିଲେ । ଯାହାଫଳରେ ସେମାନେ ସେହି ନମ୍ବରକୁ ଟ୍ରାକ କରି ପାରିବେ ।

ବର୍ତ୍ତମାନ ପୋଲିସ ଏହି ମାମଲାର ତଦନ୍ତ କରୁଛି । ଶିକ୍ଷକ ଜଣଙ୍କ ସାହସ କରି ଏହିପରି ସାଇବର ଠ-କେ-ଇ ବିରୋଧରେ କମ୍ପ୍ଲେନ କରିପାରିଲେ, କିନ୍ତୁ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ବଦନାମ ହେବା ଭୟରେ ଠକଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦେଇ ଦେଉଛନ୍ତି ଓ ଅନେକ ଆ-ତ୍ମ-ହ-ତ୍ୟା ମଧ୍ୟ କରି ଦେଉଛନ୍ତି ।

ତେବେ ଏହିପରି ସାଇବର ଅ-ପ-ରା-ଧକୁ ଦୂରେଇବା ପାଇଁ ପ୍ରଶାସନ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା । ଆପଣଙ୍କୁ ଯଦି ଏହିପରି କିଛି ଅ-ଜ-ଣା ନମ୍ବରରେ କଲ ବା ଭି-ଡି-ଓ କ-ଲ ଆସୁଛି ସେହି ସବୁ ରିସିଭ କରିବାରୁ ବଞ୍ଚିତ ରୁହନ୍ତୁ । ଆମ ପୋଷ୍ଟ ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ ।