ପାକରେ ହେଲା ବମବ୍ଳାଷ୍ଟ ତ ଖୁସିରେ ଝୁମି ଉଠିଲା ପୁରା ବଲିଉଡ, ଅକ୍ଷୟ କୁମାରଙ୍କ ଟ୍ଵିଟ ଦେଖିଲେ ବଢିଯିବ ଜୋସ, ଦେଖନ୍ତୁ କଣ ଲେଖିଲେ ଖିଲାଡ଼ି କୁମାର

ପୁଲବାମା ରେ ଟେରର ଆଟାକ କରିଥିବା ଜୈସ-ଏ-ମହମ୍ମଦ ଓ ଅନ୍ୟ ଆତଙ୍କି ସଂଗଠନ ମାନଙ୍କର ଲଞ୍ଚ ପ୍ୟାଡ ଓ ଆଡ୍ଡା ଗୁଡିକୁ ଭାରତୀୟ ବାୟୁସେନା ଜବରଦସ୍ତ ଓ ବିସ୍ମୟକର ଭାବେ ଧ୍ଵଂସ କରିଛି । ଭାରତୀୟ ବାୟୁସେନା 3 ଟା 30 ମିନିଟରେ ଏହି ଘଟଣା କୁ ସଫଳତାର ରୂପ ଦେଇଛନ୍ତି । ଭାରତ ପୁଲବାମା ଆଟାକ ର ପ୍ରତିଶୋଧ ପାକିସ୍ଥାନ ଠାରୁ ନେଇଛି । ଭାରତୀୟ ବାୟୁସେନା ର ସାଧାରଣ ଜନତା ଓ ବିପକ୍ଷ ହିଁ ନୁହେଁ ସେଲିବ୍ରିଟି ମାନେ ମଧ୍ୟ ପ୍ରଶଂସା କରୁଛନ୍ତି । ଭାରତର ଏହି ଜବାବ ପାଇଁ ସମସ୍ତେ ପ୍ରଶଂସା କରୁଛନ୍ତି ।

ପରେଶ ରାୱଲ ପିଏମ ମୋଦୀଙ୍କୁ ଦେଲେ ଧନ୍ୟବାଦ

ବଲିଉଡ ର ସେଲିବ୍ରିଟି ମାନେ ବି ପିଏମ ମୋଦୀଙ୍କୁ ସମର୍ଥନ କରିଛନ୍ତି । ଅନୁପମ ଖେର ଟ୍ଵିଟ କରି ଲେଖିଛନ୍ତି କି ଭାରତ ମାତା କି ଜୟ । ସେଇଠି ବିଜେପି ସାଂସଦ ଓ ଆକ୍ଟର ପରେଶ ରାୱଲ ବି ମୋଦୀଙ୍କର ପ୍ରଶଂସା କରି ଲେଖିଛନ୍ତି କି – ଧନ୍ୟବାଦ ମୋଦୀ ସାର ଓ ସେନାର ବାହାଦୁର ମାନଙ୍କୁ । ଜୟ ହୋ । ସେ ଲେଖିଲେ କି ପ୍ରକୃତରେ ଏହା ଏକ ଗୁଡ ମର୍ନିଙ୍ଗ ଅଟେ ।

ଫିଲ୍ମଷ୍ଟାର ମାନେ ଦେଲେ ଶୁଭେଶ୍ଚା

ଏହା ସହିତ ଫିଲ୍ମ ମେକର ଅଶୋକ ପଣ୍ଡିତ ଟ୍ଵିଟ କରି ଲେଖିଲେ କି ଯଜ୍ଞ ର ଆରମ୍ଭ ହୋଇ ସାରିଛି । 26 ଫେବୃୟାରୀ କୁ 3 ଟା 30 ମିନିଟ ରେ ମିରାଜ 2000 ଇଣ୍ଡିଆନ ଫାଇଟର ଏଲଓସି ପାରି କରି ଯାଇ ଆତଙ୍କି ମାନଙ୍କର ଲଞ୍ଚ ପ୍ୟାଡକୁ ପୂର୍ଣ୍ଣତଃ ବର୍ବାଦ କରିଛନ୍ତି । ପିଓକେ ରେ ଆକ୍ରମଣ ହେଲା ଯାହା ଆମର ଅଟେ, ଏଥିପାଇଁ ଆମେ ଲାଇନ ଅପ କଣ୍ଟ୍ରୋଲ ପାରି କରି ନାହୁଁ, ତା ସହିତ ଲେଖିଲେ ବାଛି ବାଛି କି ମାରିବୁ, ଯବାନମାନଙ୍କୁ ସଲାମ, ବନ୍ଦେ ମାତରମ । ସେଇଠି ଆକ୍ଟ୍ରେସ ମୁଗ୍ଧା ଗୋଡସେ ଲେଖିଲେ କି ଏହା ଆମର ନୂଆ ଭାରତ ଅଟେ । ଜୟ ହିନ୍ଦ ।

ଖିଲାଡ଼ି କୁମାର କଲେ ଟ୍ଵିଟ

ସେଇଠି ଅକ୍ଷୟ କୁମାର ବି ଏହି ବିଷୟରେ ଟ୍ଵିଟ କରିଛନ୍ତି କି ଭାରତୀୟ ବାୟୁସେନା ଆପଣଙ୍କ ଉପରେ ଗର୍ବ କରୁଛୁ କି ଆପଣ ଆତଙ୍କିମାନଙ୍କର କ୍ୟାମ୍ପ ଧ୍ଵଂସ କରିଛନ୍ତି । ଭିତରେ ପଶି ମାରିବୁ ଓ ଏବେ ଆଉ ଚୁପ ହୋଇ ରହିବୁ ନାହିଁ । ଜଣାଇ ଦେଉଛୁ କି ପୁଲବାମା ଆଟାକ ପରେ ସହିଦ ମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ଅକ୍ଷୟ କୁମାର ବି ଆଗକୁ ଆସିଥିଲେ ।  ତା ସହିତ ଆହୁରି କିଛି ସେଲିବ୍ରିଟି ମଧ୍ୟ ସହିଦଙ୍କ ପରିବାରକୁ ସାହାର୍ଯ୍ୟ କରିଥିଲେ ।

ଜଣାଇ ଦେଉଛୁ କି ଯେବେ ଠୁ ଏହି ଖବର ଆସିଛି କି ପାକିସ୍ଥାନ ରେ ଭାରତ ପକ୍ଷରୁ ଦ୍ଵିତୀୟ ସର୍ଜିକାଲ ଷ୍ଟ୍ରାଇକ ହୋଇଛି ସେବେ ଠୁ ନେତାମାନଙ୍କ ଠୁ ସେଲିବ୍ରିଟି ପର୍ଯ୍ୟନ୍ତ ଖୁସିର ଲହରୀ ଖେଳି ଯାଇଛି । ସମସ୍ତେ ଭାରତୀୟ ବାୟୁସେନା ଓ ପିଏମ ମୋଦୀଙ୍କୁ ଧନ୍ୟବାଦ ଦେଉଛନ୍ତି । ପାକିସ୍ଥାନୀ ପିଏମ ଏବେ ନିକଟରେ ହିଁ ପିଏମ ମୋଦୀଙ୍କ ଠୁ ଶାନ୍ତି ର ଅପିଲ କରିଥିଲା ଓ କହିଥିଲା କି ତାଙ୍କୁ ପ୍ରମାଣ ଦିଆଗଲେ ସେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବ । ତେବେ ଭାରତର କଣ ଜବାବ ଅଟେ ଏହା ପାକିସ୍ଥାନ କୁ ଜଣା ପଡିଥିବ ।

ପୋଷ୍ଟଟିକୁ ଶେୟାର କରନ୍ତୁ ଆଗକୁ ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।