Breaking News: ପୁଣି ବିମାନ ଦୁର୍ଘଟଣା ! 1000 ଫୁଟ୍ ଉଚ୍ଚତାରେ ଥିବାବେଳେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଲାଗିଲା ନିଆଁ !

ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଏୟାର ଇଣ୍ଡିଆର ଏହି ବିମାନରେ ଅ-ଗ୍ନି-କା-ଣ୍ଡ ହେବା ଘଟଣା ଏବେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି । ଆବୁଧାବିରୁ କେରଳର କାଲିକଟ ଅଭିମୁଖେ ଆସୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଅ-ଗ୍ନି-କା-ଣ୍ଡ ହୋଇଥିବା ଦେଖିବାକୁ ମିଳିଛି । ଦୁ-ର୍ଘ-ଟ-ଣା ଘଟିବା ବେଳେ ଉକ୍ତ ବିମାନଟି ଆବୁଧାବିରୁ ଉଡାଣ ଭରିବା ପରେ ଏକ ହଜାର ଫୁଟ୍ ଉଚ୍ଚତାରେ ରହିଥିଲା ।

ଏତିକି ବେଳେ ହଠାତ ସେହି ବିମାନରେ ନି-ଆଁ ଲାଗି ଯାଇଥିଲା । ଯେଉଁଥି ପାଇଁ ଆବୁଧାବି ବିମାନ ବନ୍ଦରରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନଟିକୁ ଜରୁରୀକାଳୀନ ଅବତରଣ କରା ଯାଇଥିଲା । ସେହି ବିମାନରେ 184 ଜଣ ଯାତ୍ରୀ ଥିଲେ । ତେବେ ସମସ୍ତ 184 ଜଣ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । ତେବେ କେଉଁ କାରଣ ପାଇଁ ହଠାତ ଏହି ବିମାନରେ ନି-ଆଁ ଲାଗି ଯାଇଥିଲା ସେନେଇ ଡ଼ିଜିସିଏ ପକ୍ଷରୁ ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଥିବା 184 ଜଣ ଯାତ୍ରୀଙ୍କ ଜୀବନ ବଞ୍ଚିଗଲା ବୋଲି ଲୋକେ କଥା ହେଉଛନ୍ତି । ତେବେ ବିମାନରେ ଏଭଳି ଅସୁବିଧା ଦେଖା ଦେବା ପରେ ସମସ୍ତ ଯାତ୍ରୀ ଭୟଭୀତ ହୋଇ ପଡିଥିବା ଜାଣିବାକୁ ମିଳିଛି । ନିକଟ ଅତୀତରେ ନେପାଳର ପୋଖରାରେ ଘଟିଥିବା ଭୟଙ୍କର ବିମାନ ଦୁ-ର୍ଘ-ଟ-ଣା-କୁ ଏକ ମାସ ମଧ୍ୟ ପୂରଣ ହୋଇନି । ସେହି ଭୟଙ୍କର ବିମାନ ଦୁ-ର୍ଘ-ଟ-ଣା-କୁ ନେଇ ସାରା ବିଶ୍ବରେ ବେଶ ଚର୍ଚ୍ଚା ହୋଇଥିଲା ।

ଏବେବି ଲୋକଙ୍କ ମନରୁ ପୋଖରା ବିମାନ ଦୁ-ର୍ଘ-ଟ-ଣା-ର ଦୃଶ୍ୟ ଲିଭିନି । ଏହାରି ମଧ୍ୟରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ନି-ଆଁ ଲାଗିବା ପରେ ଏହା ଏକ ବଡ ଦୁ-ର୍ଘ-ଟ-ଣା-ରୁ ବର୍ତ୍ତିଯାଇଛି ସତ, କିନ୍ତୁ ଲୋକଙ୍କ ମନରେ ବିମାନ ଯାତ୍ରାକୁ ନେଇ ଏକ ପ୍ରକାର ଭୟ ଦେଖା ଦେବାରେ ଲାଗିଛି । ତେବେ ତଦନ୍ତ ପରେ ହିଁ ସତ ସାମ୍ନାକୁ ଆସିବ କି କାହିଁକି ଏୟାର ଇଣ୍ଡିଆ ବିମାନରେ ନି-ଆଁ ଲାଗିଥିଲା । ଉଡାଣ ଆରମ୍ଭ ହେବାର କିଛି ସମୟ ପରେ ହିଁ ଏଭଳି କାହିଁକି ହୋଇଥିଲା ?

ଉଡାଣ ପୂର୍ବରୁ ବିମାନକୁ ଠିକ ଭାବେ ଚେକ୍ କରା ଯାଇଥିଲା କି ନାହିଁ ? କାହାର ଭୁଲ ଯୋଗୁଁ ଏଭଳି ବିପଦ ଉପୁଜିଥିଲା ସେନେଇ ତଦନ୍ତ ଆରମ୍ଭ ହୋଇ ସାରିଲାଣି ବୋଲି ବିଶେଷ ସୂତ୍ରରୁ ଜଣାପଡିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।