ପାଟି ଖୋଲିଲେ ଗୋପାଳ ପାଇଁ ବିପଦ ! ଗୋପାଳ କେବଳ ମୋହରା ତାକୁ ବି ଜଲ୍ଦି… Naba Das ହ-ତ୍ୟା-କା-ଣ୍ଡ-ରେ ଦେଖନ୍ତୁ କଣ କହିଲେ ବିରୋଧୀ, ଦେଖନ୍ତୁ video

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ମୃ-ତ୍ୟୁ-ର ଏକମାତ୍ର ମୁଖ୍ୟ ଅଭିଯୁକ୍ତ ଗୋପାଳର ଭବିଷ୍ୟତ କଣ ହେବ ! ସେ ମୁହଁ ଖୋଳିବେ ନା ତାଙ୍କୁ ବି ସବୁଦିନ ପାଇଁ ନୀରବ କରି ଦିଆଯିବ ! ଏବେ ଗୋପାଳଙ୍କ ସୁରକ୍ଷା ପୋଲିସକୁ ଚିନ୍ତାରେ ପକାଇ ଦେଲାଣି । ଦିନକୁ ଦିନ ନବ ଦାସଙ୍କ ମୃ-ତ୍ୟୁ ରହସ୍ୟ ବଢି ଚାଲିଥିବା ବେଳେ ଏହି ହ-ତ୍ୟା-କା-ଣ୍ଡ ସହ ଜଡିତ ସମସ୍ତ ପ୍ରମାଣ ନଷ୍ଟ କରି ଦିଆ ଯାଉଥିବା ଚର୍ଚ୍ଚା କରୁଛନ୍ତି ଲୋକେ । ବିରୋଧୀ ଏବେଠୁ ଆକଳନ କଲେଣି କି, ବହୁଚର୍ଚ୍ଚିତ ମମିତା ହ-ତ୍ୟା-କା-ଣ୍ଡ-ର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦଙ୍କ ଭଳି ଗୋପାଳଙ୍କ ଦଶା ହେବ ।

ଶିକ୍ଷୟତ୍ରୀ ମ-ମି-ତା ମେହେର ହ-ତ୍ୟା-କା-ଣ୍ଡ-ର ମୁଖ୍ୟ ଆ-ସା-ମୀ ଗୋବିନ୍ଦ କିଛିଦିନ ତଳେ ଆ-ତ୍ମ-ହ-ତ୍ୟା କରି ଦେଇଥିଲେ । ସେହି ସମାନ ଢଙ୍ଗରେ ଗୋପାଳଙ୍କୁ ମଧ୍ୟ ସବୁଦିନ ପାଇଁ ନୀରବ କରିଦେବାକୁ ପ୍ଲାନିଂ ଚାଲିଥିବା କହୁଛନ୍ତି ବିରୋଧୀ । ଜେରା ବେଳେ ଯଦି ଗୋପାଳ ସତ ପେଡି ଖୋଲିଦେଲା ତେବେ ସବୁ ପ୍ଲାନିଂରେ ପାଣିରେ ଧୋଇ ହୋଇଯିବ । ଯେଉଁଥି ପାଇଁ ଗୋପାଳକୁ ଖୁବ ଶୀଘ୍ର ରାସ୍ତାରୁ ହଟାଇବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି ।

କଂଗ୍ରେସର ବରିଷ୍ଠ ନେତା ଶିବାନନ୍ଦ ରାୟ ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଗୋପାଳ କେବଳ ଅସ୍ତ୍ର ଓ ତା’ ପଛରେ ମସ୍ତିଷ୍କ ଅନ୍ୟ କାହାର ରହିଛି । ତେଣୁ କୌଣସି ଏକ ଢଙ୍ଗରେ ଗୋପାଳକୁ ହ-ତ୍ୟା କରି ଦିଆଯିବ । ପୂର୍ବରୁ ମାହାଙ୍ଗା ଡବଲ ମ-ର୍ଡ-ର ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ଵାଳକୁ ସରକାର ସୁରକ୍ଷା ଦେଉଥିବା ଅଭିଯୋଗ ହେଉଥିବା ବେଳେ ଟ୍ରକ ତଳେ ଚାପି ହୋଇ ତାଙ୍କ ଜୀବନ ଚାଲି ଯାଇଥିଲା ।

ମ-ମି-ତା ମେହେର କ୍ଷେତ୍ରରେ ମଧ୍ୟ ଗୋବିନ୍ଦ ସାହୁକୁ ନେଇ ସୁରକ୍ଷା ଦିଆ ଯାଉଥିବା ନେଇ ଅଭିଯୋଗ ହୋଇଥିଲା । ହେଲେ ଗୋବିନ୍ଦ ଜେଲ ଭିତରେ ଗାମୁଛାରେ ଫାପ-ଶୀ ଦେଇ ଆ-ତ୍ମ-ହ-ତ୍ୟା କରିଥିଲା । ଯାହାପରେ ରାଜ୍ୟର ଦୁଇ ଦୁଇଟି ହାଇ ପ୍ରୋଫାଇଲ ହ-ତ୍ୟା-କା-ଣ୍ଡ ସବୁଦିନ ପାଇଁ ରହସ୍ୟ ହୋଇ ରହିଗଲା । ଠିକ ସେମିତି ମନ୍ତ୍ରୀ ନବ ଦାସଙ୍କ ମୃ-ତ୍ୟୁ-ରେ ମୋହରା ହୋଇଥିବା ଗୋପାଳ ମଧ୍ୟ ଷ-ଡ-ଯ-ନ୍ତ୍ର-କା-ରୀ-ଙ୍କ ଦ୍ଵାରା ବଳୀ ପଡିପାରେ ବୋଲି ବିରୋଧୀ ମୁହଁ ଖୋଲିଛନ୍ତି ।

ଆଉ ଏସବୁ ଯୋଗୁଁ ଗୋପାଳ ମଧ୍ୟ ଚୁପ୍ ଥିବା କୁହାଯାଉଛି । ହେଲେ ସେ ମୁହଁ ଖୋଲିବା ପୂର୍ବରୁ ହିଁ ତାକୁ ଚୁପ୍ କରି ଦିଆଯିବ ବୋଲି ଚର୍ଚ୍ଚା ଜୋର ଧରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।