ଝିଅର ନୂଆ ବାହାଘର ହେବା ପରେ ବାପା ଘରକୁ ଆସିଥିବା ସମୟରେ ବାପର ମନ ବଦଳିଗଲା, ଘରର କଥା ଏମିତି ହେଇଗଲା LIVE, ଦେଖନ୍ତୁ ଭାଇରାଲ Video

ନମସ୍କାର ବନ୍ଧୁଗଣ । ଆମ ଦେଶରେ ନାରୀ ମାନଙ୍କ ପ୍ରତି ଏତେ ଅ-ତ୍ୟା-ଚା-ର ବ-ଢି ଯାଇଛି ଯାହାର କଳ୍ପନା କରିବା ସମ୍ଭବ ନୁହେ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘ-ଟ-ଣା ନେଇ ଆସିଛୁ ଯେଉଁଠି ଜଣେ ବାପା ନିଜ ଝିଅକୁ ଘରେ କଏଦୀ ଭାବେ ବ-ନ୍ଦୀ କରି ରଖିଛି । ତେବେ ଆସନ୍ତୁ ଜାଣିବା ସେହି ଘ-ଟ-ଣା-ଟି କେଉଁଠି ଓ କାହା ସହ ଏପରି ଘ-ଟି-ଛି ।

ଏହି ଘ-ଟ-ଣା-ଟି ମଧ୍ୟପ୍ରଦେଶର ବ୍ରେଜପୁର ସ୍ଥାନର ଅଟେ ଯେଉଁ ଠାରେ ସ୍ଵାତି ବାଜପେୟୀ ଯାହାର ଗାଁ ହେଉଛି ଇଟୱା ଓ ପୁଅ ରାହୁଲ ବାଜପେୟୀ ଦୁହେଁ  କୋ-ର୍ଟ-ରେ ମ୍ୟାରେଜ କରିଥିଲେ । ଦୁହେଁ ୨୪ ତାରିଖରେ ଆସି କୋ-ର୍ଟ-ରେ ନିଜ ବିବାହର ଏକ ଲେଖା ଦାଖଲ କରିଥିଲେ । ଏହି ଲେଖାରେ ଲେଖା ଯାଇଥିଲା ଯେ ଝିଅ ନିଜ ଇଚ୍ଛାରେ ବାପା ଘରକୁ ଫେରିବାକୁ ଯାଇଥିଲା ।

ଏହା ପରେ ସ୍ଵାତି ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଭି-ଡି-ଓ ଭା-ଇ-ରା-ଲ କରି କହୁଛନ୍ତି ଯେ ତାଙ୍କ ବାପା ତାଙ୍କ ସହ ଜ-ବ-ର-ଦ-ସ୍ତି କରି ଘରେ ବ-ନ୍ଦୀ କରି ରଖିଛନ୍ତି । ସେ ତାଙ୍କ ସ୍ଵାମୀ ରାହୁଲଙ୍କ ପାଖକୁ ଫେରିବାକୁ ଚାହୁଥିଲେ ମଧ୍ୟ ତାଙ୍କ ଘର ଲୋକେ ଛା-ଡୁ ନାହାନ୍ତି । ସ୍ଵାତିଙ୍କ ସହ ଅ-ତ୍ୟା-ଚା-ର କରିବା ସହ ତାଙ୍କ ସ୍ଵାମୀ ରାହୁଲଙ୍କୁ ଜୀ-ବ-ନ-ରୁ ମା-ରି ଦେବେ ବୋଲି ତାଙ୍କ ବାପା ଧ-ମ-କ ଦେଉଛନ୍ତି ।

ଏହା ସହ ଯଦି ସ୍ଵାତି ନିଜ ସ୍ଵାମିଙ୍କ ପାଖକୁ ଯିବାକୁ ଇଛା କରିବେ ତେବେ ତାଙ୍କ ମା, ଭାଇ ଓ ଭଉଣୀକୁ ମଧ୍ୟ ମା-ରି ଦେବେ ବୋଲି ତାଙ୍କ ବାପା ଧ-ମ-କ ଦେଇଛନ୍ତି ବୋଲି ସ୍ଵାତି କହିଛନ୍ତି । ତେଣୁ ସ୍ଵାତି ସୋ-ସି-ଆ-ଲ ମି-ଡି-ଆ ଜରିଆରେ ନିଜକୁ ର-କ୍ଷା କରିବା ପାଇଁ ଅନୁରୋଧ କରିଛନ୍ତି । ତାଙ୍କ ସହ କେବେ ବି କିଛି ହୋଇପାରେ ବୋଲି ମଧ୍ୟ ସ୍ଵାତି କହିଛନ୍ତି । ତେଣୁ ସେ ପୋ-ଲି-ସ ଠାରୁ ସ-ହ-ଯୋ-ଗ-ର ଆଶା କରିଛନ୍ତି ।

ଏହି ଭି-ଡି-ଓ-ରେ ସ୍ଵାତିଙ୍କ ସହ ଅ-ତ୍ୟା-ଚା-ର ହେଉଛି ବୋଲି ସ୍ପଷ୍ଟ ଜଣା ପଡୁଛି । ଅନ୍ୟ କ୍ଷେତ୍ରରେ ଦେଖିବାକୁ ଗଲେ ପୋ-ଲି-ସ ଏହି ଘ-ଟ-ଣା ମାମଲାରେ ନିଜର ରାଏ ଦେଇଛନ୍ତି ଯେ ସ୍ଵାତି ନିଜ ସ୍ବଇଚ୍ଛାରେ ନିଜ ବାପା ଘରକୁ କୋ-ର୍ଟ ମ୍ୟାରେଜ କରିବା ପରେ ଯାଇଥିଲେ । କିନ୍ତୁ ତାଙ୍କ ବାପା ତାଙ୍କୁ ବ-ନ୍ଦୀ କରି ରଖି ନାହାନ୍ତି ବୋଲି ପୋ-ଲି-ସ ସ୍ପଷ୍ଟ କରିଛନ୍ତି । ପୋ-ଲି-ସ ଏହି ଭି-ଡି-ଓ ଦେଖିବା ପରେ ସ୍ଵାତିଙ୍କୁ ତାଙ୍କ ପରିବାରର ଅନୁମତି ନେବା ପରେ ତାଙ୍କ ସ୍ଵାମୀଙ୍କ ପାଖକୁ ପଠାଇଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘ-ଟ-ଣା-କୁ ନେଇ କଣ ମତାମତ ରହିଛି ଆମକୁ କ-ମେ-ଣ୍ଟ ମାଧ୍ୟମରେ ଜଣାଇବେ । ଆମର ଏହି ଲେଖା ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।