ରାସ୍ତାରେ ପଡିଛି ପିଲା, ବ୍ୟାଗରେ ବନ୍ଦ ମା’, ପୁରା ଘଟଣା ଜାଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ, ଦେଖନ୍ତୁ Video

ଗୁଜୁରାଟର ଗାନ୍ଧୀନଗରରୁ ଏକ ଏମିତି ଖବର ଆସିଛି ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ପେଠାପୁରରେ ଥିବା ସ୍ୱାମୀ ନାରାୟଣ ଗୌଶାଲା ବାହାରେ ଗୋଟିଏ ଶିଶୁ ସହ ଅନ୍ୟ ଏକ ସ୍ଥାନରେ ଗୋଟିଏ ବ୍ୟାଗରେ ତାହାର ମା’ ର ଶ-ବ ମିଳିଛି । କିନ୍ତୁ ଯେତେବେଳେ ଏହି ଘ-ଟ-ଣା-ର ରହସ୍ୟ ସାମ୍ନାକୁ ଆସିଲା ତେବେ ପୋଲିସର ହୋ-ସ ଉ-ଡି-ଗଲା । ସୂଚନା ଅନୁସାରେ ବୁଧବାର ରାତି ୯ ଟା ସମୟରେ ଜଣେ ବ୍ୟକ୍ତି ଚୁପଚାପ ଗୋଟିଏ ଶିଶୁକୁ ଗୌଶାଲା ଗେଟ ବାହାରେ ରାସ୍ତାରେ ଛା-ଡି ଚାଲିଗଲା ।

ଗୌଶାଲାର କିଛି କର୍ମଚାରୀଙ୍କୁ ଗୋଟିଏ ଶିଶୁର କା-ନ୍ଦି-ବା-ର ଆବାଜ ଶୁଣାଗଲା । ସେ ଶିଶୁକୁ ଉଠାଇ ଗୌଶାଲା ନେଇ ଗଲେ । ଆଖା ପାଖରେ ଶିଶୁର ମାକୁ ଖୋଜାଗଲା । କିନ୍ତୁ କେହି ବି ମିଳିଲେ ନାହିଁ । ପୋଲିସକୁ ଖବର ଦିଆଗଲା । ସକାଳେ ସୋ-ସି-ଆ-ଲ ମି-ଡି-ଆ-ରେ ଶିଶୁର ଭିଡିଓ ଓ ଫଟୋ ଭା-ଇ-ରା-ଲ କରାଗଲା । ଶିଶୁର ମାତା ପିତାକୁ ଖୋଜିବା ପାଇଁ ପୋଲିସ ନିଜର ପୁରା ଶକ୍ତି ଲଗାଇ ଦେଲା ।

ଗାନ୍ଧିନଗର ପୋଲିସର ପାଖାପାଖି ୮୫ ଜଣ ପୋଲିସକର୍ମୀ ୧୪ ଟି ଟିମ ତିଆରି କରି ଶିଶୁର ମାତା ପିତା ସନ୍ଧାନ କରିଲେ । ପୋଲିସ ପ୍ରଥମେ ଗୌଶାଲାର ଆଖାପାଖରେ ଥିବା ସିସିଟିଭି ଫୁଟେଜକୁ ଚେ-କ କରିଲା । ପୋଲିସକୁ କିଛି ସୁ-ରା-ଗ ମିଳିଲା । ଯାହାକି ଏକ ସେଣ୍ଟ୍ରୋ କାର ଥିଲା । ଯାହାର ରେଜିସ୍ଟ୍ରେଶନ ନମ୍ବର ଉପରେ ତାହାର ମାଲିକର ନାଁ ଥିଲା । ଯାହାର ନାଁ ସଚିନ ଦୀକ୍ଷିତ ଥିଲା ।

ପୋଲିସ ସଚିନକୁ ଫୋନ କରିଲେ ଓ ତାକୁ ଏହି ଶିଶୁ ବିଷୟରେ ପ୍ରଶ୍ନ କରିଲେ । ସଚିନ ମାନିଲେ କି ଶିଶୁଟି ତାଙ୍କର ସନ୍ତାନ ଅଟେ ଓ ତାହାର ନାଁ ଶୀବାଂଶ ଅଟେ । ପୋଲିସ ସଚିନକୁ ଗି-ର-ଫ କରି ଜେ-ରା କରିଲା । ଯେଉଁଥିରେ ଜଣା ପଡିଲା କି ସେ ତାର ପତ୍ନୀ, ଚାରି ବର୍ଷର ପୁଅ ଓ ମାତା ପିତାଙ୍କ ସହ ରାଜସ୍ଥାନରେ ରହୁଥିଲା । ଏହା ପରେ ପୋଲିସ ବଢୋଦରା ସ୍ଥିତ ସଚିନର ଘରର ଯା-ଞ୍ଚ କରିବା ସମୟରେ ପୋଲିସକୁ ରୋଷେଇ ଘରେ ଯାହା ମିଳିଲା ତାକୁ ଦେଖି ପୋଲିସ ଆଚମ୍ବିତ ହୋଇଗଲା ।

ବ୍ୟାଗ ଭିତରେ ଗୋଟିଏ ମହିଳାର ଶ-ବ ଥିଲା । ଏହି ମହିଳା ଜଣକ ମେହେନ୍ଦି ଉର୍ଫ ହୀନା ନାମକ ଏକ ଝିଅର ଥିଲା ଓ ସେ ସଚିନ ସହ କାମ କରୁଥିଲା । ଦୁଇ ଜଣ ରିଲେଶନସିପରେ ଥିଲେ । ଅର୍ଥାତ ସଚିନ ବିବାହିତ ଥିବା ସତ୍ବେ ବି ହୀନାଙ୍କ ସହ ସମ୍ପର୍କ ରଖିଥିଲେ ଓ ତାଙ୍କ ଠାରୁ ତାଙ୍କର ଏକ ସନ୍ତାନ ବି ଥିଲା । ହୀନା ସଚିନକୁ ବିବାହ କରିବା ପାଇଁ ବାରମ୍ବାର ବାଧ୍ୟ କରୁଥିଲେ, କିନ୍ତୁ ସଚିନ ଚି-ଡି ଯାଇ ଶେଷରେ ତାକୁ ମା-ରି-ଦେ-ଲା । ତାଙ୍କର ଓ ହୀନାର ପୁଅକୁ ସେ  ଗୌଶାଳାରେ ଛାଡି ଦେଲା ।